Category: ତାଜା ଖବର

କଟକ ସଦର ଥାନା ଆଇଆଇସିଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ

କଟକ ଭାଣପୁର ଅଞ୍ଚଳରେ ବୋଲବମ୍ ଭକ୍ତଙ୍କ କ୍ୟାମ୍ପରେ କଟକ ସଦର ଥାନା ଆଇଆଇସି ଗାଡ଼ି ପୁରେଇ ସେମାନଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଡିସିପି। ଅଭିଯୋଗ ଅନୁସାରେ କଟକ ସଦର ଥାନା…

ଝାରସୁଗୁଡା ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍ 

ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟରେ ନୋଟିସ । ସେପ୍ଟେମ୍ବର ୨୩ରେ କୋର୍ଟରେ ହାଜର ହେବାକୁ ଦିଆଗଲା ନିର୍ଦ୍ଦେଶ । ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ନେଇ ଅଭିଯୋଗରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଦୀପାଳି ଦାସ । ସୂଚନା…

ସେୟାର୍ ବଜାରରେ ବଡ଼ ଧରଣର କ୍ରାସ୍: ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି ଟଙ୍କା

ଭୟଙ୍କର ମାନ୍ଦାବସ୍ଥା ଆଡ଼କୁ ବିଶ୍ଵ ଅର୍ଥନୀତି। ଆଜି ବଜାସେୟାର୍ ବଜାରରେ ବଡ଼ ଧରଣର କ୍ରାସ୍: ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି ଟଙ୍କା ର ଆରମ୍ଭରୁ ଖସିଲା ସେୟାର ବଜାର। ସେୟାର ମାର୍କେଟରେ ବଡ଼ ଧରଣର କ୍ରାସ୍ ହୋଇଥିବାରୁ ବୁଡିଲା…

ପିସିସି ସଭାପତି ପାଇଁ କେବେ ଇଚ୍ଛୁକ ନଥିଲେ ତାରା ବାହିନୀପତି !

ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ପିସିସି ସଭାପତି ପାଇଁ କେବେ ଇଚ୍ଛୁକ ନଥିଲି କି ନାହିଁ। କିନ୍ତୁ କଂଗ୍ରେସ ବିଧାୟକ ଦଳ ନେତା ହେବା ମୋର…

ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା

ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି। କିଏ ହେବେ ରାଜ୍ୟ ପୋଲିସ ମୁଖିଆ, ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଏହା ମଧ୍ୟରେ ୩ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଚିଠି ହୋଇଛି। ୧୯୮୮…

ସେମିଫାଇନାଲ ଖେଳି ପାରିବେନି ଅମିତ ରୋହିଦାସ; ଗୋଟିଏ ମ୍ୟାଚର ପ୍ରତିବନ୍ଧ

ଗତକାଲି କ୍ୱାର୍ଟର ଫାଇନାଲ ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପରେ ସେମିଫାଇନାଲକୁ ପ୍ରବେଶ କରିଥିଲା ଭାରତୀୟ ପୁରୁଷ ହକି ଟିମ। ହେଲେ ଏହା ମଧ୍ୟରେ ଟିମ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା। ପ୍ୟାରିସ ଅଲିମ୍ପିକ୍ସର ଗୋଟିଏ ମ୍ୟାଚରୁ ବ୍ୟାନ ହେଲେ ଅମିତ ରୋହିହାସ…

ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଭଦ୍ରକ ଓ…

ଓଡ଼ିଶା ଧନୀ, ଓଡ଼ିଶାର ଲୋକେ ମଧ୍ୟ ଧନୀ ହେବେ: ମନମୋହନ ସାମଲ

ଗଜପତି ଜିଲ୍ଲା ଗସ୍ତରେ ଥିବା ବେଳେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ପାରଳାଖେମୁଣ୍ଡିଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି। ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭଲପାଇବା ପାଇଁ…

ବୁର୍ଲାରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଆଜି ବୁର୍ଲାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା ବୈଠକ କରିଛନ୍ତି। ବନ୍ୟା ନିୟନ୍ତ୍ରଣର ସମୀକ୍ଷା କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି। ଏଥିସହ ହୀରାକୁଦରୁ ପାଣି ନେଉଥିବା ଶିଳ୍ପ ସଂସ୍ଥାଠୁ ବକେୟା ଜଳକର…

ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରିବାକୁ ଓଡ଼ିଶାରୁ ୱାଏନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’

ଭୂସ୍ଖଳନର ୬ ଦିନ ପରେ ବି ସୁଧୁରୁନି କେରଳର ୱାଏନାଡ ସ୍ଥିତି। ଆଜି ବି ମାଟିତଳୁ ମିଳୁଛି ଶବ। ଅନବରତ କାର୍ଯ୍ୟ କରୁଛନ୍ତି ଉଦ୍ଧାରକାରୀ ଦଳ। ତେବେ ଉଦ୍ଧାରକାରୀ ଟିମକୁ ସହଯୋଗ କରିବାକୁ ଓଡ଼ିଶାରୁ ୱାଏନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’।…