Category: ତାଜା ଖବର

ଆଜିଠାରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ 

ଆଜିଠୁ ଅର୍ଥାତ ସେପ୍ଟେମ୍ବର ୨ ତାରିଖଠୁ ସାରା ଦେଶରେ ଆରମ୍ଭ ହୋଇଛି ଭାଜପା ଏକ ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ (ସଙ୍ଗଠନ ପର୍ବ) । ଏହି ସଦସ୍ୟତା ଅଭିଯାନ ନେଇ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ବିଜେପି ସଭାପତି ମନମୋହନ ସାମଲ । ସେ…

ଗୁଟ୍‌ଖାରୁ ମିଳିଛି ରାଜ୍ୟକୁ ୧୦୧୨ କୋଟି ରାଜସ୍ବ

୨୦୨୩-୨୪ରେ ଗୁଟଖାରୁ ରାଜ୍ୟକୁ ମିଳିଥିଲା ୧୦୧୨ କୋଟି ଟଙ୍କା । ଆଜି ବିଧାନଭାରେ ଗୁଟଖାରୁ ଟିକସକୁ ନେଇ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୧୦୧୨.୫୬ କୋଟିର ଟିକସ ଆଦାୟ କରିଥିଲେ ରାଜ୍ୟ ସରକାର । ୨୦୨୪-୨୫ ଜୁଲାଇ ସୁଦ୍ଧା…

ଆପ୍ ବିଧାୟକ ଅମାନତୁଲ୍ଲା ଖାନ ଗିରଫ

ଦିଲ୍ଲୀ ୱାକଫ୍ ଚାକିରି ଅନିୟମିତତା ମାମଲାରେ ଗିରଫ । ଦୀର୍ଘ ଘଣ୍ଟାର ରେଡ୍ ପରେ ଅମାନତୁଲ୍ଲା ଗିରଫ ।ଦିଲ୍ଲୀ ବାସଭବନରେ ସକାଳୁ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସୂଚନା ମୁତାବକ; ୨୦୧୮ରୁ ୨୦୨୨ ଭିତରେ ଦିଲ୍ଲୀ ୱାକ୍‌ଫ ବୋର୍ଡର…

ଓଡ଼ିଶାରେ ହେବନି ହାଇକୋର୍ଟ ବେଞ୍ଚ

ରାଜ୍ୟରେ ପ୍ରତିଷ୍ଠା ହେବ ନାହିଁ ହାଇକୋର୍ଟ ବେଞ୍ଚ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦିନ ହେବ ଦାବି କରିଆସୁଛନ୍ତି ପଶ୍ଚିମ ଓଡ଼ିଶାବାସୀ। ଏନେଇ ଅନେକ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ ହୋଇଥିଲା। କିନ୍ତୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା…

ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ ହୋଇଛି। କେବଳ ଭାରପ୍ରାପ୍ତ ଅଧିକାରୀ ନୁହନ୍ତି, ଥାନାମାନଙ୍କରେ ବର୍ଷ ବର୍ଷ ଧରି ଗାଦି ମାଡି ବସିଥିବା ଏସଆଇ, କନଷ୍ଟେବଳ ମଧ୍ୟରେ ସମ୍ପୂର୍ଣ ବଦଳି କରାଯାଇଛି। ପୋଲିସ ବଦଳି କ୍ଷେତ୍ରରେ ଏହା ବୋଧହୁଏ ସବୁଠୁ…

ଉତ୍ତର ପ୍ରଦେଶରେ ଥମୁନି ଗଧିଆ ଆତଙ୍କ

ଉତ୍ତର ପ୍ରଦେଶ ବାହାରଚିରେ ଗଧିଆ ଆତଙ୍କ ଥମିବାର ନାଁ ଧରୁନି। ପୁଣି ଆଉ ଜଣେ ଶିଶୁକୁ ମାରିଲା ଗଧିଆ। ୩ ବର୍ଷର ଶିଶୁକୁ ଘରୁ ଟାଣି ନେଇ ମାରିଦେଇଛି। ଗଧିଆ ଆକ୍ରମଣରେ ଆଉ୨ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ୨…

ପାରାଦୀପ ବାଉରିଆପାଳନ୍ଦାରେ ଟ୍ରେନ ଲାଇନଚ୍ୟୁତ

ପାରାଦୀପ ବାଉରିଆପାଳନ୍ଦାରେ ଟ୍ରେନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନରୁ ଅଲଗା ହୋଇଯାଇଛି ୧୭ଟି ବଗି। ଗୋଟିଏ ବଗି ଓଲଟିଛି, ଗୋଟିଏ ଅଧା ଅଣେଇ ହୋଇରହିଛି । ଟ୍ରାକରୁ ବାହାରି ବଗି ଲାଇନଚ୍ୟୁତ ହୋଇଯାଇଛି।

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢଉ କରିଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ଜାରି ରଖିଛି। ତାଳଚେରରେ ଥିବା ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର,…

ନନ୍ଦନକାନନକୁ ଆସିଲେ ୨ ଜିରାଫ

କୋଲକାତା ଆଲିପୁର ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ଦେଢ଼ ବର୍ଷର ପୁରୁଷ ଓ ୧୩ ମାସର ମାଈ ଜିରାଫ ଆସିଛନ୍ତି । ଆଲିପୁର ଚିଡ଼ିଆଖାନାରୁ ଗତ ୩୧ ତାରିଖ ରାତିରେ ଜିରାଫକୁ ନେଇ ବାହାରିଥିବା ସ୍ୱତନ୍ତ୍ର କଣ୍ଟେନର୍ ୨୫ ଘଣ୍ଟାର…

ବିଶ୍ୱର ବଡ଼ ରାଜନୈତିକ ଦଳର ସଦସ୍ୟ ଭାବେ ଆଚ୍ଚରଣ ଓ ଉଚ୍ଚାରଣ ଠିକ ରଖନ୍ତୁ

ନିର୍ବାଚନ ଏବଂ ନିର୍ବାଚନ ପରବର୍ତ୍ତୀ ସମୟରେ ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ସୃଷ୍ଟି ପ୍ରସଙ୍ଗରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳର ସଦସ୍ୟ ଭାବେ ନିଜ ଆଚରଣ…