ତାଜା ଖବର ରାଜ୍ୟ ଝୋଟ ବ୍ୟାଗ୍ ଖର୍ଚ୍ଚ ୨୪୭ କୋଟି ! September 4, 2024 Nirvay ନିର୍ବାଚନ ପୂର୍ବରୁ ଗତ ବିଜେଡି ସରକାର ଝୋଟ ବ୍ୟାଗ୍ ବଣ୍ଟନ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଥିଲେ ସେ ନେଇ ତଥ୍ୟ ଆସିଛି । ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚର ତଥ୍ୟ ଶୁଣିଲେ ହୋସ ଉଡିଯିବ। ଝୋଟ…
ତାଜା ଖବର ରାଜ୍ୟ ଆଧାର ସଂଶୋଧନ ବେଳେ ଦଳାଚକଟା September 4, 2024 Nirvay ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଆଧାର ସଂଶୋଧନ ପାଇଁ ସୋର ମୁଖ୍ୟ ପୋଷ୍ଟ ଅଫିସରେ ଠେଲାପେଲା ଓ ଦଳାଚକଟା ଦେଖିବାକୁ ମିଳିଛି । ରାତି ୪ଟାରୁ ଆସି ପୋଷ୍ଟ ଅଫିସ ଆଗରେ ଗହଳି ଲଗାଇଛନ୍ତି। ଦଳାଚକଟା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ…
ତାଜା ଖବର ଦେଶ ୟୁପି ନକଲି ନୋଟ ରାକେଟ ଠାବ ଘଟଣାରେ ଓଡ଼ିଶା ଲିଙ୍କ September 4, 2024 Nirvay ଉତ୍ତର ପ୍ରଦେଶ ପ୍ରୟାଗରାଜସ୍ଥିତ ମଦ୍ରାସାରେ ଗତ ୨୮ ତାରିଖରେ ନକଲି ନୋଟ୍ ରାକେଟ୍ ଠାବହୋଇଥିବା ବେଳେ ଏଥିରେ ଓଡିଶା ଲିଙ୍କ ଥିବା ଜଣାପଡିଛି। ସନ୍ଦେହଜନକ ଗତିବିଧି ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପ୍ରୟାଗରାଜ ପୋଲିସ ଚଢ଼ଉ କରିଥିଲା। ରାକେଟ୍ରେ…
ତାଜା ଖବର ରାଜ୍ୟ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର September 4, 2024 Nirvay ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହଷ୍ଟେଲ୍ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଛାତ୍ରୀ ହେଲେ କୃତ୍ତିକା ରାଜ। ତାଙ୍କ ଘର ଦିଲ୍ଲୀରେ ହୋଇଥିବା ବେଳେ ସେ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିଲେ। ସୂଚନାଯୋଗ୍ୟ,…
ଖେଳ ତାଜା ଖବର ବିଶ୍ୱ ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ନୂଆ କୀର୍ତ୍ତିମାନ September 4, 2024 Nirvay ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ନୂଆ କୀର୍ତ୍ତିମାନ ଦେଖିବାକୁ ମିଳିଛି। ପ୍ୟାରିସ ପାରାଲିମ୍ପିକ୍ସରେ ଭାରତୀୟ ପାରାଆଥଲେଟ ୬ ଦିନ ମଧ୍ୟରେ ଏଭଳି ସଫଳତା ହାସଲ କରିଛନ୍ତି ଯାହା ପୂର୍ବରୁ କେବେ ହୋଇନଥିଲା। ବାସ୍ତବରେ ଭାରତ ପାରାଲିମ୍ପିକ ଗେମ୍ସରେ ସର୍ବାଧିକ ପଦକ ଜିତି ନୂଆ…
ତାଜା ଖବର ରାଜ୍ୟ ମା’ ସମଲେଶ୍ୱରୀଙ୍କ ନିକଟକୁ ଆସିଲା ସରିଆ ଧାନ September 3, 2024 Nirvay ଆସନ୍ତା ୮ ତାରିଖରେ ପାଳନ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୁଆଁଖାଇରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କୁ ନବାନ୍ନ ଅର୍ପଣ ହେବ। ଆଜି ଚାଷୀ ନିଜ କ୍ଷେତରେ ଅମଳ ହୋଇଥିବା ସରିଆ ଧାନ ମୁଖ୍ୟ ପୂଜକଙ୍କୁ ପ୍ରଦାନ…
ତାଜା ଖବର ଦେଶ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ September 3, 2024 Nirvay ଛତିଶଗଡ଼ର ଦନ୍ତେୱାଡ଼ାରେ ମଙ୍ଗଳବାର ବଡ଼ଧରଣର ମାଓ ବିରୋଧୀ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ ହୋଇଛନ୍ତି। ସୁରକ୍ଷା କର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ୯ ଜଣ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ର ଦନ୍ତେୱାଡା ଓ…
ତାଜା ଖବର ରାଜ୍ୟ ବିଧାନସଭାରେ ‘ବ୍ଲାକ୍ ରୋଜ୍’ ଜାହାଜ ବୁଡ଼ିବା ପ୍ରସଙ୍ଗ ଉଠାଇ ପୂର୍ବ ସରକାରଙ୍କୁ ଟାର୍ଗେଟ September 3, 2024 Nirvay ଆଜି ବିଧାନସଭାରେ ‘ବ୍ଲାକ୍ ରୋଜ୍’ ଜାହାଜ ବୁଡ଼ିବା ପ୍ରସଙ୍ଗ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଖଣି ବିଭାଗର ଖର୍ଚ୍ଚ ଦାବି ବିଷୟରେ ଆଲୋଚନା ହେଉଥିବା ବେଳେ ପାରାଦୀପ ଉପକୂଳରେ ବୁଡ଼ିଥିବା ବ୍ଲାକରୋଜ୍ ଜାହାଜ କାହାର ବୋଲି…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଆରମ୍ଭ ହେଲା ବିଜେପିର ସଦସ୍ୟତା ଅଭିଯାନ September 3, 2024 Papirani ଆଜି ବିଜେପିର ସଦସ୍ୟ ଅଭିଯାନ ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜେପିର ସଦସ୍ୟତା ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସଦସ୍ୟତା ଗ୍ରହଣ କରିଛନ୍ତି। ରାଜ୍ୟ…
ତାଜା ଖବର ରାଜ୍ୟ ‘ସୁଭଦ୍ରା’ ଆବେଦନ ପାଇଁ ୪ଟି ମୋଡ୍ରେ ହେଉଛି ଆଧାର ଅଥେଣ୍ଟିକେସନ: ମଦନ ମୋହନ ରାଉତ September 3, 2024 Papirani ସୁଭଦ୍ରା ଯୋଜନା ଆବେଦନ ପାଇଁ ଜନସେବା କେନ୍ଦ୍ରରେ ଭିଡ଼ ପ୍ରସଙ୍ଗରେ ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ମଦନ ମୋହନ ରାଉତଙ୍କ ସୂଚନା । ସେ କହିଛନ୍ତି ‘ସୁଭଦ୍ରା’ ଆବେଦନ ପାଇଁ ୪ଟି ମୋଡ୍ରେ ହେଉଛି ଆଧାର ଅଥେଣ୍ଟିକେସନ। ମୋବାଇଲ, ବାୟୋମେଟ୍ରିକ, ଫେସ୍,…