Category: ତାଜା ଖବର

ସହିଦଙ୍କ ପତ୍ନୀଙ୍କ ନାଁରେ ଅଭିଯୋଗ ପରେ ସେନା ତରଫରୁ ପ୍ରତିକ୍ରିୟା: କ୍ଷତିପୂରଣ ରାଶିକୁ ସମାନ ଭାବରେ ହୋଇଛି ବଣ୍ଟନ

କୀର୍ତ୍ତି ଚକ୍ର ପ୍ରାପ୍ତ ଶହୀଦ କ୍ୟାପଟେନ ଅଂଶୁମାନ ସିଂଙ୍କ ପରିବାର ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ସିଆଚେନରେ ଅଗ୍ନିକାଣ୍ଡ ଘଟଣାରେ ଶହୀଦ ହୋଇଥିବା କ୍ୟାପଟେନ ଅଂଶୁମାନ ସିଂଙ୍କୁ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରଣୋତ୍ତର ଭାବେ କୀର୍ତ୍ତି ଚକ୍ର ପ୍ରଦାନ କରିଥିଲେ। ଅଂଶୁମାନଙ୍କ…

ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହି ବସ୍‌; ୩ ମୃତ, ୨୦ ଆହତ

ମୟୁରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ ବୁଢ଼ିଖମାର ଛକ ନିକଟରେ ଆଜି ଭୋରରୁ ଯାତ୍ରୀବାହି ବସ୍‌ ଓ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି । ବସଟି ହାଇଦ୍ରାବାଦରୁ କାଶୀ ବିଶ୍ୱନାଥ ଅଭିମୁଖେ ଯାଉଥିବା ବେଳେ ଟ୍ରକକୁ ପଛରୁ ଧକ୍କା ଦେଇଛି…

ବଢ଼ିଲା ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡ଼କରଙ୍କ ଅଡୁଆ

ବଢ଼ିଲା ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡ଼କରଙ୍କ ଅଡୁଆ । ଦିନକୁ ଦିନ ବଢିବାରେ ଲାଗିଛି ମହାରାଷ୍ଟ୍ରର ଚର୍ଚ୍ଚିତ ଟ୍ରେନି ଆଇଏଏସ ଅଫିସର ପୂଜା ଖେଡ଼କରଙ୍କ ମୁସ୍କିଲ । ବିବାଦ ତାଙ୍କ ପିଛା ଛାଡ଼ିବାର ନାଁ ନେଉନି । ପୂଜା ଖେଡ଼କର…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ବିଧାୟିକା ଦୀପାଳି ଦାସ

ଗତକାଲି ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନକୁ ନେଇ ପିଟିସନ ଦାଖଲ କଲେ ପୂର୍ବତନ ବିଧାୟିକା ଦୀପାଳି ଦାସ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ…

ରାଜଧାନୀରେ ବିଳମ୍ବିତ ରାତି ଯାଏଁ ବାର୍ ଖୋଲା ରହିଲେ କାର୍ଯ୍ୟାନୁଷ୍ଠାନ ହେବା ସହ ରଦ୍ଦ ହେବ ଲାଇସେନ୍ସ

ବାର୍ ମାଲିକଙ୍କୁ ଚେତାବନୀ। ରାଜଧାନୀର ଅନେକ ବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ବାରମ୍ବାର ଅଭିଯୋଗ ଆସିବାପରେ ରାଜ୍ୟ ଅବକାରୀ ବିଭାଗର ବାର୍ ମାଲିକଙ୍କୁ ଦେଇଛନ୍ତି ଚେତାବନୀ। ଅବକାରୀ ବିଭାଗ ଆୟୁକ୍ତ ନରସିଂହ ଭୋଳ ରାଜଧାନୀର ସମସ୍ତ ବାରଗୁଡ଼ିକୁ ନିୟମ…

ଆସ୍ଥା ଭୋଟ୍ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡଙ୍କୁ ଲାଗିଛି ବଡ଼ ଝଟ୍‌କା । ସଂସଦରେ ଆସ୍ଥା ଭୋଟରେ ହାରି ଯାଇଛନ୍ତି ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ । ବର୍ତ୍ତମାନ ତାଙ୍କର ୧୯ ମାସର ସରକାରର ପତନ ଘଟିଛି।…

ପ୍ରତିବର୍ଷ ଜୁନ୍ ୨୫ରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ପ୍ରତିବର୍ଷ ଜୁନ୍ ୨୫ ତାରିଖରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୭୫…

ଦକ୍ଷିଣ ମୋଡ଼ ନେଲା ୩ ରଥ

ପାଖେଇଆସୁଛି ବାହୁଡ଼ା ଯାତ୍ରା ।ହେରାପଞ୍ଚମୀ ନୀତି ପରେ ଶ୍ରୀମନ୍ଦିର ବାହୁଡିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜ୍ଞାମାଳ ବିଜେ ପରେ ଆଜି ୩ ରଥର ଦକ୍ଷିଣ ମୋଡ଼ କରାଯାଉଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥକୁ ଦକ୍ଷିଣମୋଡ଼ କରାଯାଇଥିବା। ଏହାପରେ ବଡ଼ ଠାକୁରଙ୍କ…

ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ: ସ୍ୱାସ୍ଥ୍ୟ ମନ୍ତ୍ରୀ

ବହୁତଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ୩ଟି ମେଡିକାଲ କଲେଜ । ଯାଜପୁର, କନ୍ଧମାଳ, ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଏହି ସମ୍ପର୍କରେ ଏସସିବି ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଥ‌ିବା ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ…

ବଜେଟ୍ ପାଇଁ ଅନଲାଇନରେ ଆସିଛି ୧୨ ହଜାର ଲୋକଙ୍କ ମତାମତ: ମୁଖ୍ୟମନ୍ତ୍ରୀ

ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଚଳିତବର୍ଷ ଅନଲାଇନ ମାଧ୍ୟମରେ ଆସିଛି ୧୨ ହଜାରରୁ ଅଧିକ ଲୋକଙ୍କ ମତାମତ । ପୂର୍ବ ବର୍ଷ ତୁଳନାରେ ଏହା ୬ ଗୁଣା ଅଧିକ ଆସିଛି ମତାମତ । ଲୋକଙ୍କ ଆଶା…