ତାଜା ଖବର ରାଜ୍ୟ ଗୁଣ୍ଡିଚା ଯାତ୍ରା ଦିନ ରଥ ଉପରେ ଚଢ଼ିଥିଲେ ୨ ଅନଧିକୃତ ବ୍ୟକ୍ତି July 15, 2024 Papirani ଗୁଣ୍ଡିଚା ଯାତ୍ରା ଦିନ ରଥ ଉପରେ ଚଢ଼ିଥିଲେ ଦୁଇ ଅନଧିକୃତ ବ୍ୟକ୍ତି । ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ଆଉ ଜଣେ ସମବାୟ ଅଧିକାରୀ ସୂଚନା । ଏହି ଦୁଇ ଅନଧିକୃତ ବ୍ୟକ୍ତି ଚଢ଼ିଥିବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ…
ତାଜା ଖବର ରାଜ୍ୟ ଆଜି ଭାଇ ଭଉଣୀଙ୍କ ସହ ଶ୍ରୀମନ୍ଦିର ବାହୁଡ଼ିବେ ମହାବାହୁ July 15, 2024 Papirani ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ଶରଧାବାଲିରେ ଦଣ୍ଡାୟମାନ ୩ ରଥରେ ବିଜେ କରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ । ପୁଣି ଆରବର୍ଷ ଆଡ଼ପମଣ୍ଡପରେ ମିଳିବ ମହାପ୍ରଭୁଙ୍କ ଦର୍ଶନ । ବାହୁଡ଼ା ଯାତ୍ରା…
ତାଜା ଖବର ରାଜ୍ୟ ପୁଣି ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ July 15, 2024 Papirani ବାରିପଦା ଘରୋଇ ‘ସାଇ’ ନର୍ସିଂହୋମରେ ଅଗ୍ନିକାଣ୍ଡ । ଭୋର୍ ସମୟରେ ଦ୍ବିତୀୟ ମହଲାର ICUରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଏସିରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି । ନର୍ସିଂହୋମରେ ଅଳ୍ପ ରୋଗୀ ଚିକିତ୍ସିତ ହେଉଥିବାବେଳେ ସମସ୍ତଙ୍କୁ ସୁରକ୍ଷିତ ଭାବେ…
ତାଜା ଖବର ରାଜନୀତି ରାଜ୍ୟ ଆଜି ପୁଣି ରାଜ୍ୟବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ July 15, 2024 Papirani ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଦିନ ୧୧ ଟା ସମୟରୁ ୟୁନିଟ୍- ୫,ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ସେହି ଦିନ ଦିବା…
ତାଜା ଖବର ରାଜନୀତି ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ସହ ଦୁଇ ମନ୍ତ୍ରୀଙ୍କୁ କାଲିଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ July 13, 2024 Papirani ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆସନ୍ତା କାଲି ଠାରୁ ପୁରୀ ଯାଇ ରଥଯାତ୍ରାର ଅବଶିଷ୍ଟ ରୀତିନୀତି…
ତାଜା ଖବର ରାଜନୀତି ରାଜ୍ୟ କାଲି ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର July 13, 2024 Papirani ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର। ଦୀର୍ଘ ୪୫ ବର୍ଷ ପରେ ଖୋଲିବାକୁ ଯାଉଛି ରତ୍ନଭଣ୍ଡାର । ଯେଉଁଥି ପାଇଁ ଦୀର୍ଘ ବର୍ଷ ହେଲା ଅପେକ୍ଷା କରାଯାଇଥିଲା । ତାହାର ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ପ୍ରଦାନ କଲେ…
ତାଜା ଖବର ରାଜନୀତି ରାଜ୍ୟ ନର୍ସିଂହୋମ୍ରେ ଅଗ୍ନିକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ July 13, 2024 Papirani ନର୍ସିଂହୋମ୍ରେ ଅଗ୍ନିକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ସେ କହିଛନ୍ତି ନର୍ସିଂହୋମ୍ରେ ନିଆଁ ଲାଗିବା ଘଟଣାର ସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ସୂଚନା ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ ହୋଇଥିଲା । ଭେଣ୍ଟିଲେଟରରେ…
ତାଜା ଖବର ରାଜନୀତି ରାଜ୍ୟ କଟକ ଘରୋଇ ନର୍ସିଂ ହୋମ୍ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ July 13, 2024 Papirani କଟକର ଏକ ଘରୋଇ ନର୍ସିଂ ହୋମ୍ ରେ ନିଆଁ ଲାଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ରୋଗୀମାନଙ୍କ ଜୀବନ ବଞ୍ଚାଉ ଥିବା…
ତାଜା ଖବର ରାଜନୀତି ରାଜ୍ୟ ଏଏସ୍ଓଙ୍କୁ ମାଡ଼ ଘଟଣା: ରାଜ୍ୟପାଳଙ୍କୁ ଭେଟିଲେ ଏଏସ୍ଓଙ୍କ ପତ୍ନୀ ଓ ସଂଘ ନେତା July 13, 2024 Papirani ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ସହଯୋଗୀ ମାନେ ମିଶି ମାଡ଼ ମାରିବା ଅଭିଯୋଗ ଘଟଣାରେ ରାଜ୍ୟପାଳଙ୍କୁ ଭଟିଲେ ସଂପୃକ୍ତ ଏଏସ୍ଓଙ୍କ ପତ୍ନୀ ଓ ସଂଘ ନେତା । ରାଜ୍ୟପାଳଙ୍କୁ ଭେଟିବା ପରେ ସଂପୃକ୍ତ ଏଏସ୍ଓଙ୍କ ପତ୍ନୀଙ୍କ…
ତାଜା ଖବର ରାଜ୍ୟ କଟକର ଏକ ଘରୋଇ ନର୍ସିଂହୋମ୍ରେ ଅଗ୍ନିକାଣ୍ତ July 13, 2024 Papirani କଟକର ଏକ ଘରୋଇ ନର୍ସିଂହୋମ୍ରେ ନିଆଁ । ପୁରୀଘାଟ ଥାନା ନିକଟ ନର୍ସିଂହୋମ୍ର ୩ୟ ମହଲାରେ ଥିବା ଆଇସିୟୁରେ ଲାଗିଛି ନିଆଁ । ଖବର ପାଇ ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଦମକଳ ବାହିନୀ । ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର…