Category: ତାଜା ଖବର

ମହିଳା କମିଶନ ଅଧ୍ୟକ୍ଷ ପଦରୁ ହଟିଲେ ମିନତୀ ବେହେରା

ମହିଳା କମିଶନ ଅଧ୍ୟକ୍ଷ ପଦରୁ ମିନତୀ ବେହେରା ହଟିଛନ୍ତି । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ…

ଧାନପେଷା ଖର୍ଚ୍ଚ ବଢ଼ାଇବେ ମୋହନ ସରକାର ?

ନବୀନ ସରକାର ଥିବାବେଳେ ଭାରତୀୟ ଜନତା ପାର୍ଟିର ଏକ ବଡ଼ ଅଭିଯୋଗ ଥିଲା ମିଲର୍ସଙ୍କ ବିରୋଧରେ। ଯୋଗାଣ ବିଭାଗର ଅଧୁକାରୀ, ଦଲାଲ, ବିଜଦ ନେତା ଏବଂ ମିଲ୍ ମାଲିକଙ୍କ ମଧୁଚନ୍ଦ୍ରିକାରେ ଶୋଷିତ ହେଉଛନ୍ତି ଚାଷୀ । ମିଲ୍ ମାଲିକଙ୍କ ଯୋଗୁ ଚାଷୀ…

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଯୋଗାଣ ସହାୟକ

ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୋଗାଣ ସହାୟକଙ୍କୁ ଛତିଶଗଡ଼ରୁ ଗିରଫ। ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗିର ଆଗଲପୁର ବ୍ଲକ ବୁଦୁଲା ପଞ୍ଚଯାତର ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁ । ଦୁଷ୍କର୍ମ ଓ ନିର୍ଯାତନା ମାମଲାରେ ଗିରଫ କଲା ଆଗଲପୁର ପୋଲିସ ।…

ନିର୍ବାଚନ ପ୍ରଚାର ନିମନ୍ତେ ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ପାଇଁ ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସରିବ ଝାଡଖଣ୍ଡର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର…

ଭାରତର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସଂଜୀବ ଖାନ୍ନା

ଆଜି ଶପଥ ନେଲେ ଜଷ୍ଟିସ୍ ସଂଜୀବ ଖାନ୍ନା। ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୀବ ଖାନ୍ନା। ଦିନ ୧୦ଟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।…

ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍‌ ; ଆସନ୍ତୁ ଜାଣିବା କେଉଁ ବର୍ଗର ନର୍ସ ପିନ୍ଧିବେ କେଉଁ ରଙ୍ଗର ଡ୍ରେସ କୋଡ୍

ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍‌। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍ ବଦଳିଛି। ନର୍ସିଂ ଅଧିକାରୀଙ୍କ ୟୁନିଫର୍ମ କଲାରରେ ସମ୍ବଲପୁରୀ ଝଲକ ଦେଖିବାକୁ ମିଳିବ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ବିଭାଗ…

ଓଡିଶା ରେ ଦୁଇ ଦିନିଆ ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଅନୁଷ୍ଠିତ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ଯ ସମ୍ମିଳନୀ’ ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀ କୁ ଉଦଘାଟନ କରିଥିଲେ | ଏଥିପାଇଁ…

ଆଇ.ଏ.ଏସ(IAS) ସ୍ତର ରେ ବଡ଼ ଧରଣ ର ଅଦଳବଦଳ

ରାଜ୍ଯ ସରକାର ଓଡ଼ିଶାରେ ଆଇଏଏସ୍ କ୍ୟାଡରରେ ଅଦଳବଦଳ କରିଛନ୍ତି, ଦୁଇଟି ବିଭାଗରେ ନୂତନ ସଚିବ ନିଯୁକ୍ତ କରିଛନ୍ତି ଏବଂ ଅତିରିକ୍ତ ଦାୟିତ୍ୱ ସହିତ ଅନେକ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି।ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ୨୦୦୨…

ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷ ବରଖାସ୍ତ ପରେ ମଧ୍ୟ ଗାଦି ଛାଡିବାକୁ ନାରାଜ

ଓଡ଼ିଶା ସରକାର ରାଜ୍ଯ ମହିଳା ଆୟୋଗର ଅଧ୍ୟକ୍ଷ ମିନତୀ ବେହରା ଏବଂ ଅନ୍ଯ ସଦସ୍ଯମାନଙ୍କୁ ବରଖାସ୍ତ କରିଛନ୍ତି, କିନ୍ତୁ ସେ ୧୮ଦିନ ପରେ ମଧ୍ଯ ପଦବୀରେ ରହିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ମିନତୀଙ୍କ ଅସନ୍ତୋଷଜନକ ପ୍ରଦର୍ଶନ ପାଇଁ କାରଣ…

ଚଳିତ ଶିକ୍ଷାବର୍ଷ ରୁ ଉଚ୍ଚଶିକ୍ଷା କ୍ଷେତ୍ର ରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

ଜାତୀୟ ଶିକ୍ଷା ନୀତି ୨୦୨୦କୁ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଲାଗୁ କରାଯିବ। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ…