ତାଜା ଖବର ରାଜ୍ୟ ସଚିବସ୍ତରୀୟ ବୈଠକ; ସମସ୍ତ ବିଭାଗ ଏକ ଟିମ୍ ଭାବେ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ August 20, 2024 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ସମସ୍ତ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ…
ତାଜା ଖବର ରାଜନୀତି ରାଜ୍ୟ ମମତା ମହନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ August 20, 2024 Papirani ବିଜେପି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀ । ପୁଣି ଥରେ ରାଜ୍ୟସଭା ଯିବେ ମମତା ମହାନ୍ତ। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବାପରେ କିଏ ରାଜ୍ୟସଭା ପ୍ରାର୍ଥୀ ତାକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ ଆଜି ବିଜେପି ମମତା ମହାନ୍ତ…
ତାଜା ଖବର ରାଜନୀତି ରାଜ୍ୟ ମାଙ୍କଡ଼ ଉପଦ୍ରବ କମାଇବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ; ଗଠନ ହେବ ମଙ୍କି ସ୍କ୍ୱାଡ୍ August 20, 2024 Papirani ରାଜ୍ୟରେ ମାଙ୍କଡ଼ ଉପଦ୍ରବ କମାଇବା ପାଇଁ ସରକାର ଗଠନ କରିବେ ମଙ୍କି ସ୍କ୍ୱାର୍ଡ । ଆଜି ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି । ସରକାର ରାଜ୍ୟରେ ମାଙ୍କଡ଼…
ତାଜା ଖବର ରାଜ୍ୟ ୨୩ ତାରିଖରେ ସ୍ଥାନାନ୍ତର ହେବ ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା August 20, 2024 Papirani ଆସନ୍ତା ୨୩ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବ । ଶ୍ରୀମନ୍ଦିର ନୀଳାଦ୍ରି ବିହାର ମ୍ୟୁଜିୟମ ନିକଟରେ ଥିବା କୋଠରୀକୁ ସ୍ଥାନାନ୍ତରଣ କରାଯିବ । ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ।…
ତାଜା ଖବର ରାଜନୀତି ରାଜ୍ୟ ୫ ଦିନ ଭିତରେ ଓଡ଼ିଶା ଆସିବ ୨ଟି ଆଳୁ ଭର୍ତ୍ତି ଟ୍ରେନ୍: କୃଷ୍ଣଚନ୍ଦ୍ର ପାତ୍ର August 20, 2024 Papirani ରାଜ୍ୟରୁ ଆଳୁ ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇପାରୁନଥିବା ବେଳେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ପଶ୍ଚିମବଙ୍ଗ ଉପରେ ନିର୍ଭର କରିହେବନି । ଯେଉଁଠୁ ସୁବିଧା ହେବ ସେଠାରୁ ଆଳୁ ଆସିବ । ୫…
ତାଜା ଖବର ରାଜ୍ୟ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ଗିରଫ ହେଲେ ଆରଆଇ ଓ ଅମିନ August 20, 2024 Papirani ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ ଓ ବାବୁଆଣୀ । ସାଲୋହି ଗ୍ରାମର ଶିବ ଚରଣ କଉଡ଼ିଙ୍କ ଠାରୁ ଜମିଜମା କାଗଜପତ୍ର କରି ଦେବା ସହ ପଟ୍ଟା ପ୍ରଦାନ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା ।…
ଖେଳ ତାଜା ଖବର ଦେଶ ରାଜ୍ୟ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅଲିମ୍ପିକ୍ସ ବିଜେତା ଭାରତୀୟ ହକି ଟିମ୍ August 20, 2024 Papirani ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍। କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଟିମ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ଆସନ୍ତା କାଲି ଅପରାହ୍ନରେ ଭାରତୀୟ ପୁରୁଷ ହକି ଟିମ୍କୁ ମୁଖ୍ୟମନ୍ତ୍ରୀ…
ତାଜା ଖବର ଦେଶ ରାଜ୍ୟ ସିମ୍ ବକ୍ସ ଖୋଳତାଡ଼; ରାଞ୍ଚିରେ ତୃତୀୟ ସିମ୍ ବକ୍ସ ଠାବ August 20, 2024 Papirani ଭୁବନେଶ୍ବର, କଟକ ପରେ ଏବେ ରାଞ୍ଚିରେ ବାହାରିଲା ସିମ୍ ବକ୍ସ । ସିମ୍ ବକ୍ସକୁ ନେଇ ଅଧିକ ଖୋଳତାଡ଼ ଚାଲିଥିବା ବେଳେ ଆଜି ଝାଡଖଣ୍ଡରେ ତୃତୀୟ ସିମ୍ ବକ୍ସ ଠାବ କରିଛି କମିଶନରେଟ ପୁଲିସ । ଏହାପରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ…
ତାଜା ଖବର ରାଜ୍ୟ ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ, ୨୦୯୮ ହାତୀ ଓ ୭୪୩ ଡଲ୍ଫିନ୍ August 20, 2024 Papirani ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୃହରେ ପ୍ରଶ୍ନକାଳ ସମୟରେ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ସେ କହିଛନ୍ତି ସମୁଦାୟ ରାଜ୍ୟରେ ଅଛନ୍ତି ୨୭…
ତାଜା ଖବର ଦେଶ ସ୍କୁଲରେ ୨ ଶିଶୁଙ୍କୁ ଯୌନ ନିର୍ଯାତନା ଘଟଣା: ରେଳ ଅଟକାଇଲେ ଶତାଧିକ ଅଭିଭାବକ August 20, 2024 Papirani ମହାରାଷ୍ଟ୍ର ଠାଣେର ଏକ ସ୍କୁଲରେ ଦୁଇ ୩ ଓ ୪ ବର୍ଷର ଦୁଇ ଶିଶୁଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅଭିଭାବକଙ୍କର ଜୋରଦାର ବିକ୍ଷୋଭ ଦେଖିବାକୁ ମିଳିଛି। ରେଳ ଧାରଣାରେ ରେଳ ଅଟକାଇ ବିକ୍ଷୋଭ କରିଛନ୍ତି ହାଜର ହଜାର ଅଭିଭାବକ । ଏହା…