Category: ତାଜା ଖବର

ନବୀନ ପଟ୍ଟନାୟକଙ୍କ ଛାୟା କ୍ୟାବିନେଟକୁ ହାସ୍ୟାସ୍ପଦ ବୋଲି କହିଲେ ସମୀର ଦାଶ

ନବୀନ ପଟ୍ଟନାୟକ ଗଠନ କରିଥିବା ଛାୟା କ୍ୟାବିନେଟକୁ ନେଇ ବିଜେପି ଟାର୍ଗେଟ କରିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ତେର୍ଚ୍ଛା ନିଶାନା ଦେଇ କହିଛନ୍ତି ନବୀନ ସରକାରରେ…

ଶନିବାର ୧୨ଟା ସୁଦ୍ଧା ପ୍ରକାଶ ପାଇବ ନିଟ୍‌-ୟୁଜି ରେଜଲ୍ଟ

ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଶନିବାର ମଧ୍ୟାହ୍ନ ସୁଦ୍ଧା ନିଟ୍‌-ୟୁଜି ପରୀକ୍ଷାଫଳ ପ୍ରକାଶ ନେଇ ଏନ୍‌ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସହର ୱାରୀ ଏବଂ ପରୀକ୍ଷା…

ଏଏସ୍ଓଙ୍କୁ ମାଡମାରିବା ଘଟଣା: ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

ଦିନକୁ ଦିନ ଘନେଇବାରେ ଲାଗିଛି ଏଏସ୍ଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ବିବାଦ । ରାଜ୍ଯପାଳଙ୍କ ପୁଅଙ୍କ ଦ୍ବାରା ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ନେଇ ବିଜୁ ଯୁବ ଓ ଛାତ୍ର ଜନତା…

ଯାଜପୁରର ବିଭିନ୍ନ ଖଣି ଖାଦାନ ଉପରେ ରାଜ୍ୟ ଖଣି ବିଭାଗର ଚଢ଼ାଉ

ଆଜି ଖଣି ଦୁର୍ନୀତି ଅଭିଯୋଗରେ ଯାଜପୁରର ଧର୍ମଶାଳାରେ ବିଭିନ୍ନ ଖଣି ଓ ପଥର ଖାଦାନା ଉପରେ ଏକ ବଡ଼ ଧରଣର ଚଢାଉ କରିଛି ରାଜ୍ଯ ଖଣି ବିଭାଗ। ପୂର୍ବ ବିଜେଡି ସରକାର ସମୟରେ ଖଣି କାରବାରରେ ଅନିୟମିତତା ହୋଇଥିବା ଧର୍ମଶାଳା ବିଧାୟକ…

ପୁଣି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା; ୨ ମୃତ, ଅନେକ ଗୁରୁତର

ପୁଣି ଏକ ବଡ଼ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ୍ । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡୀଗଡ ଏକ୍ସପ୍ରେସ ମୋତିଗଞ୍ଜର ପିକୌରା ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉତ୍ପନ୍ନ ହେଇଛି ।…

ପିଏମ୍ଓ ନିର୍ଦ୍ଦେଶକୁ ଅଣଦେଖା: ୮ ବର୍ଷ ହେଲା ଦୁର୍ଗନ୍ଧମୟ ପରିବେଶରେ ରହୁଛନ୍ତି ଭିଏଏନଗର କଲୋନୀବାସୀ

ବର୍ଷେ କି ଦୁଇବର୍ଷ ନୁହେଁ ୮ ବର୍ଷ ଧରି ଦୂର୍ଗନ୍ଧମୟ ପରିବେଶରେ କଲବଲ ହେଉଛନ୍ତି ଭିଏସ୍ଏସ୍ ନଗର ହାଉସିଂ ବୋର୍ଡ କଲୋନୀ ବାସିନ୍ଦା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସମସ୍ୟା ସମାଧାନ ପାଇଁ ନିର୍ଦେଶ…

‘ମୋ ମଶାରୀ’ ଯୋଜନା ବାଟବଣା: ବିଜଦର ବିଶ୍ବସ୍ତରୀୟ ସାସ୍ଥ୍ୟସେବାରେ ଓଡ଼ିଶା ମ୍ୟାଲେରିଆରେ ୧ ନମ୍ବର

ବିଜଦ ସରକାର ସମୟରେ ସବୁ କାମ ବିଶ୍ବସ୍ତରୀୟ ହେଇଥିଲା । ଏପରିକି ସ୍ବାସ୍ଥ୍ୟସେବା ମଧ୍ୟ ବିଶ୍ବସ୍ତରୀୟ ବୋଲି ପ୍ରଚାର ହେଉଥିଲା । କିନ୍ତୁ ଏହା ବାସ୍ତବ ନ ହୋଇ କେବଳ ପ୍ରଚାରରେ ସୀମିତ ଥିବାରୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଓ ମୃତ୍ୟୁହାରରେ…

ଅଧ୍ଯକ୍ଷଙ୍କ ଲୋକ ଟେଣ୍ଡର ନପାଇବାରୁ ବାତିଲ ହେବ ବିଜୁ ସଭାଘର ?

ନବୀନ ସରକାରରେ କିଭଳି ଟେଣ୍ଡର ଫିଲିଂ ହେଉଥୁଲା, ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏଠାରେ ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ । ପିସି ବନ୍ଦ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆହ୍ବାନ ଦେବା ପରେ ପିସି…

ଭିତର ରତ୍ନଭଣ୍ଡାରକୁ ପ୍ରବେଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ଆଜି ନିର୍ଦ୍ଧାରିତ ସମୟରେ ଖୋଲାଯାଇଛି ଭିତର ରତ୍ନଭଣ୍ଡାର । ଭିତର ରତ୍ନଭଣ୍ଡାର ବୁଲି ତଦାରଖ କରିବା ପାଇଁ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶ୍ରୀମନ୍ଦିର ରତ୍ନ…

ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ତୃତୀୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଆଜି ଲୋକସଭା ଭବନରେ ବସିଛି କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଆରମ୍ଭ ହୋଇଛି। ପ୍ରଥମେ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ…