Category: ତାଜା ଖବର

ବିଧାୟକଙ୍କୁ ଆକ୍ରମଣ ଘଟଣା: ତଦନ୍ତ ପାଇଁ ଯାଜପୁରରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଯାଜପୁର ଟାଉନ ଥାନାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଏବେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ସେଥିପାଇଁ ଯାଜପୁର ରେ ପହଞ୍ଚିଛନ୍ତି ୬ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତକାରୀ ଟିମରେ ରହିଛନ୍ତି କ୍ରାଇମବ୍ରାଞ୍ଚର ୨ଜଣ ଡିଏସପି…

ପପୁ ବାବୁଙ୍କର ନାହିଁ ସିନା, ସୋରେନଙ୍କର ଦାଢ଼ି ଓ ନିଶ ଅଛି

ମୋର ସିନା ନିଶ ନାହିଁ, ଅମୁକ ଗାଁର ରାଧୁନନାଙ୍କ ପୁଅ ଅଗାଧୁର ଜୁଆଳିଆ ନିଶ ଅଛି। ଆଂ କି ଚମତ୍କାର ନିଶ ! ଠିକ ସେମିତି ଅବସ୍ଥା ଶଙ୍ଖ ଦଳର । ୨୭ ବର୍ଷର ଆଞ୍ଚଳିକ ଦଳ । ୨୪ ବର୍ଷ…

ଲଘୁଚାପ ପ୍ରଭାବ; ୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା 

ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣପୂର୍ବ ବଙ୍ଗୋପସାଗରର୍ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ ଭାବେ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା…

ଏନକ୍ଲୋଜରରୁ ବାହାରି ଜଙ୍ଗଲକୁ ଗଲା ବାଘୁଣୀ ଜୀନତ୍‌

ଏନକ୍ଲୋଜରରୁ ବାହାରି ଶିମିଳିପାଳ ଉତ୍ତର ଡିଭିଜନ କୋର ଅଞ୍ଚଳକୁ ଗଲା ବାଘୁଣୀ ଜୀନତ୍‌ । ଶିମିଳିପାଳ ପରିବେଶ ସହ ଖାପ ଖୁଆଇବା ପରେ ଏନକ୍ଲୋଜରରୁ ଘଞ୍ଚ ଜଙ୍ଗଲକୁ ଛଡ଼ାଗଲା । ଗତକାଲି ରାତି ୯.୩୦ଟାରେ ଜିନ୍ନତକୁ ଛଡ଼ାଯାଇଥିବା ନେଇ ଶିମିଳିପାଳ ଜାତୀୟ…

ନୂଆବର୍ଷ ପୂର୍ବରୁଦ୍ବୈତନଗରୀରେ ସକ୍ରିୟ ବାଂଲାଦେଶୀ ଯୁବତୀ; ଦଲାଲମାନେ ଚଳାଉଛନ୍ତି ସେକ୍ସ ମ୍ୟାକେଟ୍

କଟକ-ଭୁବନେଶ୍ଵରରେ ବାଂଲାଦେଶୀ ଯୁବତୀମାନଙ୍କ ଅନୁପ୍ରବେଶ ବଢିବାରେ ଲାଗିଛି । ଖାଲି ବାଂଲାଦେଶୀ ନୁହେଁ, ଏହିଭଳି ଅନ୍ୟ ରାଜ୍ୟରୁ ମଧ୍ୟ ଯୁବତୀମାନଙ୍କୁ ଆଣି ଦଲାଲମାନେ ଏଠାରେ ଚଳାଉଛନ୍ତି ସେକ୍ସ କାରବାର । ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ରୁ ଅଧିକ ଦଲାଲ ଏହି…

ୱାକଫ୍ ବୋର୍ଡ଼ : କଂଗ୍ରେସ ସହ ସ୍ବର ମିଳାଇଲା ବିଜଦ

ସଂସଦ ଦର ଶୀତକାଳୀନ ଅଧିବେଶନରେ ଓ୍ବାକଫ୍ ବୋର୍ଡ଼ ବିଲ୍ ଆସିବାର ସମ୍ଭାବନା ଅଛି। ଯୁଗ୍ମ ସଂସଦୀୟ କମିଟିରେ ବିଲ୍ ଉପରେ ଆଲୋଚନ ହୋଇସାରିଛି। ଗତ ଅଧିବେଶନରେ କିଛି ଦଳର ଦାବିକ୍ରମେ ଏହାକୁ ଯୁଗ୍ମ ସଂସଦୀୟ କମିଟି ପଠାଯାଇଥିଲା। କମିଟିର ଅଧ୍ୟକ୍ଷ ଅଛନ୍ତି…

IPL ମେଗା ଅକ୍ସନ-୨୦୨୫ , ଋଷଭ ପନ୍ତ ସାଜିଲେ IPL ର ସବୁଠୁ ଦାମୀ ଖେଳାଳୀ

ରିଷଭ ପନ୍ତ ଶ୍ରେୟସ ଆୟରଙ୍କୁ ପଛରେ ପକାଇ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଠାରୁ ୨୭ କୋଟି ଟଙ୍କା ରେ ବିକ୍ରି ହୋଇ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳୀ ଭାବେ ବିବେଚିତ ହୋଇଛନ୍ତି | ଚଳିତ ବର୍ଷ ପ୍ରାରମ୍ଭରେ କୋଲକାତା ନାଇଟ୍…

ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ, ୨୩ ବାଂଲାଦେଶୀ ଯୁବତୀ ଉଦ୍ଧାର

ଭୁବନେଶ୍ୱର ସହରରେ ଚାଲୁଥିବା ଏକ ବେଶ୍ୟାବୃତ୍ତି ଚକ୍ରରୁ ୨୩ଜଣ ବାଂଲାଦେଶୀ ମହିଳାଙ୍କୁ ଉଦ୍ଧାର କରାଯାଇଛି। ପୀଡ଼ିତମାନେ, ଯେଉଁମାନଙ୍କୁ ଚୋରାଚାଲାଣ କରାଯାଇଥିଲା ଏବଂ ବେଶ୍ୟାବୃତ୍ତି ପାଇଁ ବାଧ୍ଯ କରାଯାଇଥିଲା, ସେମାନେ ପ୍ରକାଶ କରିଥିଲେ ଯେ ସେମାନଙ୍କୁ ପ୍ରଲୋଭିତ କରିବା ଏବଂ ଶୋଷଣ କରିବା…

ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ ରିପୋର୍ଟ

ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର-ଜିପିଏସ ସର୍ଭେ ରିପୋର୍ଟ। ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି ବୋଲି ଆଜି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିରର ସ୍ଥାୟିତ୍ୱ ଏବଂ…

ଝାଡ଼ଖଣ୍ଡବାସୀ ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥା ପ୍ରକଟ କଲେ: ବିଜେଡି

ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ବରେ ଜେଏମଏମର ବିଜୟ ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଆଞ୍ଚଳିକ ଦଳ ଗୁଡିକ ଉପରେ ଲୋକଙ୍କ ଭରସା ଅକ୍ଷୁର୍ଣ୍ଣ ରହିଛି ବୋଲି ବିଜୁ ଜନତା ଦଳ…