Category: ତାଜା ଖବର

ଯାଜପୁରର ଦୁର୍ଗା ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ସାରା ରାଜ୍ୟ ମାଆଙ୍କ ଆଗମନରେ ଉତ୍ସବମୁଖର ଥିବା ବେଳେ ଏବେ ଯାଜପୁରରୁ ସାମ୍ନାକୁ ଆସିଛି ମଣ୍ଡପରୁ ଚୋରି ହୋଇଥିବା ଘଟଣା। ମା’ ଜଗଦମ୍ବାଙ୍କୁ ବି ଛାଡ଼ିଲେନି ଦୁର୍ବୃତ । ଦୁର୍ଗାପୂଜା ମଣ୍ଡପରୁ ମା’ ଦୁର୍ଗାଙ୍କ ଅଳଙ୍କାର ଚୋରି କରି ଫେରାର୍ ହୋଇଛନ୍ତି…

ଦିଲ୍ଲୀରେ ୨ କୋଟିରେ ବିକ୍ରି ହେଉଛି ନ୍ୟୁକ୍ଲିୟର ବଙ୍କର; ପରମାଣୁ ଆକ୍ରମଣ ହେଲେ ବି ରଖିବ ସୁରକ୍ଷିତ

ଦିଲ୍ଲୀରେ ଏବେ ବିକ୍ରି ହେଉଛି ନ୍ୟୁକ୍ଲିୟର୍ ବଙ୍କର । ମାଟି ଭିତରେ ତିଆରି କରାଯାଉଛି ସୁରକ୍ଷିତ ବଙ୍କର । ରସାୟନିକ ଜୈବିକ ଓ ପରମାଣୁ ଆକ୍ରମଣ ହେଲେ ବି ରଖିବ ସୁରକ୍ଷିତ । ତିନି ବର୍ଷ ଯାଏଁ ମାଟି ତଳେ ସୁରକ୍ଷିତ…

ତାମିଲନାଡୁରେ ଟ୍ରେନ ଦୁର୍ଘଟଣା; ୨ଟି ବଗିରେ ନିଆଁ, ୬ଟି ଲାଇନ୍ଚ୍ୟୁତ

ତାମିଲନାଡୁର କବରାରାପେଟ୍ଟାଇଠାରେ ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଓ ଅଟକି ରହିଥିବା ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କିଛି ଲୋକ ଆହତ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଇଞ୍ଜିନର ୬ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ…

ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଧରାବତରଣ

ଦୁର୍ଗାପୂଜାରୁ ଆରମ୍ଭ ହୁଏ ପାର୍ବଣ। ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟର ବିଜୟ ପାଇଁ ଧରାବତରଣ କରନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ଦୁର୍ଗାପୂଜା ଆଶ୍ୱିନ ମାସରେ ପାଳନ ହୁଏ । ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୁଏ…

ବିଜେପି ହିନ୍ଦୁ ଭୋଟରଙ୍କ ପ୍ରଥମ ପସନ୍ଦ

ହିନ୍ଦୁ ଭୋଟରଙ୍କ ପ୍ରଥମ ପସନ୍ଦ ହୋଇପାରିଛି ବିଜେପି। ଏହାର ଏକ ଝଲକ ଦେଖିବାକୁ ମିଳିଛି ଜାମ୍ମୁ-କାଶ୍ମୀର ନିର୍ବାଚନ ଫଳାଫଳରେ। ଜମ୍ମୁ ଡିଭିଜନରେ ବିଜେପିର ଚମତ୍କାର ପ୍ରଦର୍ଶନ ଯୋଗୁଁ ଦଳ ହିନ୍ଦୁ ଅଧ୍ୟୁଷିତ ଅଞ୍ଚଳରେ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି।…

ପ୍ରକାଶ ବେହେରା ଦଳ ଛାଡ଼ିବା ପ୍ରସଙ୍ଗ: ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି କହିଲେ ସମ୍ବିତ

ଗତକାଲି ପ୍ରକାଶ ବେହେରା ବିଜେଡିରୁ ଇସ୍ତଫା ଦେବା ପରେ ସେହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସମ୍ବିତ ରାଉତରାୟ କହିଛନ୍ତି ପ୍ରକାଶ ବେହେରା କେବେ ବିଜେଡିରେ ନଥିଲେ । ସେ କଂଗ୍ରେସରୁ ବିଜେପି ଓ ସେଠାରୁ ବିଜେଡିକୁ ଆସିଥିଲେ । ତାଙ୍କୁ ଦଳ…

ପ୍ରଶିକ୍ଷଣ ବେଳେ ସେଲ୍ ବିସ୍ଫୋରଣ; ୨ ଅଗ୍ନିବୀର ମୃତ

ଫାୟାରିଂ ଅଭ୍ୟାସ ବେଳେ ମହାରାଷ୍ଟ୍ରର ନାସିକ ଆର୍ଟିଲରି ସେଣ୍ଟରରେ ବିସ୍ଫୋରଣ । ବିସ୍ଫୋରଣରେ ଭାରତୀୟ ସେନାର ୨ ଅଗ୍ନିବୀର ମୃତ । ପ୍ରଶିକ୍ଷଣ ପାଇଁ ହାଇଦ୍ରାବାଦରୁ ନାସିକ ଯାଇଥିଲେ ମୃତ ଅଗ୍ନିବୀର । ତେବେ ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଅଗ୍ନିବୀରଙ୍କୁ…

ଜାପାନୀ ସଂସ୍ଥା ‘ନିହନ ହିଡାନ୍‌କ୍ୟୋ’କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଜାପାନୀ ସଂସ୍ଥା ‘ନିହନ ହିଡାନ୍‌କ୍ୟୋ’କୁ ମିଳିବ ଚଳିତବର୍ଷ ନୋବେଲ ଶାନ୍ତି ପୁରସ୍କାର । ବିଶ୍ୱକୁ ଆଣବିକ ଅସ୍ତ୍ରରୁ ମୁକ୍ତ କରିବା ଦିଗରେ କାର୍ଯ୍ୟ ପାଇଁ ୧୯୫୬ ମସିହାରେ ଆରମ୍ଭ ହୋଇଥିବା ଜାପାନର ନିହନ…

ନୋଏଲ ହେଲେ ଟାଟା ଟ୍ରଷ୍ଟ ଅଧ୍ୟକ୍ଷ

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ । ରତନ ଟାଟାଙ୍କ ବିୟୋଗ ପରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନୋଏଲ ଟାଟା ନିଯୁକ୍ତ । ୪୦ ବର୍ଷର ଅଭିଜ୍ଞତା ଥିବା ନୋଏଲ ସର୍ବସମ୍ମତିରେ ନିଯୁକ୍ତ କରାଯାଇଛି । ନୋଏଲଙ୍କୁ…

ରାଜଧାନୀର ବିଭିନ୍ନ ଦୁର୍ଗା ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ପବିତ୍ର ମହାଷ୍ଟମୀ । ପୂଜା ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ଆଜି ଏହି ପବିତ୍ର ଦୁର୍ଗାଷ୍ଟମୀରେ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ…