Category: ତାଜା ଖବର

ଆଜି ଅନୁଷ୍ଠିତ ହେବ ଉପବାଚସ୍ପତି ନିର୍ବାଚନ

ଆଜି ଅନୁଷ୍ଠିତ ହେବ ଉପବାଚସ୍ପତି ନିର୍ବାଚନ। ଏଥିପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭା ସଚିବଙ୍କ ପାଖରେ ଶ୍ରୀ ଭୋଇ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଉପବାଚସ୍ପତି ନିର୍ବାଚନ…

ପରାଜିତ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦ୍ବାରା ନବନିର୍ମିତ ଶ୍ମଶାନ ଉଦଘାଟନକୁ ନେଇ ତେଜିଲା ରାଜନୀତି

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ଭାରତୀୟ ଜନତା ପାର୍ଟି ଆଜି ସରକାର ଗଠନ କରିଛି । ବିଜେଡି ହାରିଯାଇଥିଲେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ । ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ମଧ୍ୟ ସେ କ୍ଷମତାରେ ରହିଛି ବୋଲି ମନେ ମନେ ଭାବୁଛି…

ପୁନଃ ନିଟ-ୟୁଜି ପରୀକ୍ଷା ହେବନି: ସୁପ୍ରିମକୋର୍ଟ

ନିଟ ପେପର ଲିକ୍ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାର ଶୁଣାଣି ଶେଷ ହୋଇଛି। ପୁନଃ ନିଟ-ୟୁଜି ପରୀକ୍ଷା ହେବନି ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ…

କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ଭିଡିଓ ମଧ୍ୟରେ କହିଛନ୍ତି , ଏହା ଓଡ଼ିଶା ପାଇଁ ନୈରାଶ୍ୟଜନକ । ନିର୍ବାଚନ ସମୟରେ ବିଜେପିର ନେତା ଓଡିଶାବାସୀଙ୍କୁ…

ନବୀନ ପଟ୍ଟନାୟଙ୍କ ଗିରଫ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଗୃହ…

ସାଢ଼େ ୩ ହଜାର କମିଲା ସୁନା ଦର

ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ସୁନା, ରୁପା ଏବଂ ପ୍ଲାଟିନମରୁ ୬ ପ୍ରତିଶତ କଷ୍ଟମ ଡ୍ୟୁଟି କମିବା ପରେ ସାଢ଼େ ୩ ହଜାର ଟଙ୍କା କମିଛି ସୁନା ଦର ।…

ଇଣ୍ଟର୍ନଶିପ୍ ଯୋଜନା ଦ୍ବାରା ଦୂର ହେବ ଚାକିରୀ ସମସ୍ୟା

ଦେଶରେ ଦିନକୁ ଦିନ ଚାକିରି ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଏବେ କେନ୍ଦ୍ର ସରକାର ଏହାକୁ ନେଇ ତତ୍ପରତା ଦେଖେଇଛନ୍ତି । ଆଜି ୨୦୨୪-୨୫ ଆର୍ଥିକ ବଜେଟ ଉପସ୍ଥାପନ ସମୟରେ ଆଗକୁ ଇଣ୍ଟର୍ନଶିପ୍ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଘୋଷଣା…

ଅନାସ୍ଥା ଭୋଟରେ ହାରିଲେ ଫୁଲବାଣୀ ପୌର ପରିଷଦ ବିଜେପି ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣି ମହାନ୍ତି

ଫୁଲବାଣୀ ମ୍ୟୁନିସିପାଲଟିର ଭାରତୀୟ ଜନତା ପାର୍ଟିର ଅଧକ୍ଷା ଶ୍ରୀମତୀ ସ୍ମିତାରାଣି ମହାନ୍ତି ଅନାସ୍ଥା ଭୋଟ ରେ ବିଜେଡି ଠାରୁ ପରାସ୍ତ ହୋଇଛନ୍ତି । ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣି ମହାନ୍ତିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଅନୁଷ୍ଠିତ…

ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା:ସବୁ ବର୍ଗଙ୍କୁ ଦିଆଯିବ ଗୁରୁତ୍ବ

ଦେଶର ବିକାଶ ଦିଗରେ ଚଳିତ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ କିନ୍ତୁ ଟିକସ ସ୍ଲାବକୁ ଅପରିବର୍ତ୍ତି…

ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍; ୪ ଗୋଷ୍ଠୀଙ୍କୁ ଦିଆଯାଇଛି ପ୍ରାଧାନ୍ୟ

ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଛନ୍ତି ୨୦୨୪-୨୫ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌। ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ…