ତାଜା ଖବର ଦେଶ ରାଜ୍ୟ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ହେଲେ ଅମ୍ରିତ ମୋହନ ପ୍ରସାଦ August 3, 2024 Papirani ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୫ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ଗୃହମନ୍ତ୍ରାଳୟର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। କ୍ୟାବିନେଟର ନିଯୁକ୍ତି କମିଟି ଅମୃତ…
ତାଜା ଖବର ଦେଶ ରାଜ୍ୟ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ବଡ଼ କାର୍ଯ୍ୟାନୁଷ୍ଠାନ; ହଟିଲେ ବିଏସଏଫ ଡିଜି ଓ ସ୍ୱତନ୍ତ୍ର ଡିଜି August 3, 2024 Papirani କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ବିଏସଏଫ ଡିଜି ଓ ସ୍ୱତନ୍ତ୍ର ଡିଜି ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସେମାନଙ୍କ ପଦବୀରୁ ହଟାଇ ଦେଇଛି। ବିଏସଏଫ ଡିଜି ପଦରୁ ବରିଷ୍ଠ ଆଇପିଏସ ନୀତୀନ ଅଗ୍ରୱାଲ ଓ ସ୍ପେଶାଲ ଡିଜି ପଦରୁ…
ତାଜା ଖବର ରାଜନୀତି ରାଜ୍ୟ ରାତିରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ August 3, 2024 Papirani ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ରୋଗୀ ମାନଙ୍କୁ ସହିତ ଆଲୋଚନା କରି ସେମାନଙ୍କ ରହିବା,…
ତାଜା ଖବର ଦେଶ ବିଶ୍ୱ ମହାକାଶକୁ ଯିବେ ଗଗନଯାତ୍ରୀ ଶୁଭାଂଶୁ ଶୁକ୍ଳା August 2, 2024 Nirvay ମିଶନ ଗଗନଯାନ ପୂର୍ବରୁ ମହାକାଶକୁ ଯିବେ ଗଗନଯାତ୍ରୀ ଶୁଭାଂଶୁ ଶୁକ୍ଳା। ନାସା ପକ୍ଷରୁ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ଆଇଏସଏସ)କୁ ପଠାଇବ ନାସା। ଏହି ମିଶନରେ ଦୁଇ ଜଣ ଭାରତୀୟ ସାମିଲ ହୋଇଛନ୍ତି। ଜଣେ…
ତାଜା ଖବର ଦେଶ ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ଦୁର୍ଗାପୁରକୁ ବିମାନ ସେବା August 2, 2024 Nirvay ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ବିମାନ ସେବା ଆରମ୍ଭ ହେବ। ଏ ନେଇ ଦୁର୍ଗାପୁର ବିମାନବନ୍ଦର ନିର୍ଦ୍ଦେଶକ କୈଳାସ ମଣ୍ଡଳଙ୍କ ସୂଚନା ଦେଇଛନ୍ତି। ପ୍ରତିଦିନ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଇଣ୍ଡିଗୋ ବିମାନ ଉଡ଼ିବ। ଭୁବନେଶ୍ୱରରୁ ବାଗଡୋଗରାକୁ ସପ୍ତାହକୁ ୪ ଦିନ ଓ…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିରର ମହାପ୍ରସାଦରେ ଲଗିପାରିବନି ଅର୍ପଣ ଚାଉଳ August 2, 2024 Papirani ମହାପ୍ରଭୁଙ୍କ ମହାପ୍ରସାଦରେ ଆଉ ଲାଗିପାରିବ ନାହିଁ ଶ୍ରଦ୍ଧାଳୁମାନେ ଅର୍ପଣ କରିଥିବା ଅର୍ପଣ ଚାଉଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ଅର୍ପଣ ରଥ ମାଧ୍ୟମରେ ମିଳିଥିବା ଚାଉଳ ଏବେ ନଷ୍ଟ ହେବାକୁ ବସିଲାଣି…
ଖେଳ ତାଜା ଖବର ଦେଶ ବିଶ୍ୱ ଅଲିମ୍ପିକ୍ସ ହକିରେ ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ August 2, 2024 Papirani ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ପୁରୁଷ ହକି ଦଳ ୫୨ ବର୍ଷ ପରେ ଟୋକିଓ ଗେମ୍ସ ରୌପ୍ୟ ପଦକ ବିଜେତା ଅଷ୍ଟ୍ରେଲିଆକୁ ପରାଜିତ କରିବାରେ ସଫଳ ହୋଇଛି । ହକିରେ ଭାରତ ପୁରୁଷ ହକି ଦଳ ତାର ଶେଷ ଲିଗ ମ୍ୟାଚରେ…
ଖେଳ ତାଜା ଖବର ଦେଶ ବିଶ୍ୱ ତୀରନ୍ଦାଜିର ମିଶ୍ରିତ ଦଳ ଇଭେଣ୍ଟର ସେମି ଫାଇନାଲରେ ଭାରତ August 2, 2024 Papirani ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ତୀରନ୍ଦାଜର ମିଶ୍ରିତ ଦଳ ଇଭେଣ୍ଟରେ ସେମି ଫାଇନାଲରେ ଭାରତୀୟ ଯୋଡି ଅଙ୍କିତା ଭକତ-ଧୀରଜ ବୋମ୍ମାଦେୱରା । ଆଜି ଚାଲିଥିବା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ର ମିଶ୍ରିତ ଦଳ ଇଭେଣ୍ଟରେ ଭାରତୀୟ ଯୋଡି କ୍ୱାର୍ଟର ଫାଇନାଲ ମୁକାବିଲାରେ ସ୍ପେନକୁ…
ଖେଳ ତାଜା ଖବର ଦେଶ ବିଶ୍ୱ ତୃତୀୟ ପଦକ ଲକ୍ଷ୍ୟରେ ଭାରତର ମନୁ ଭାକର August 2, 2024 Papirani ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର କ୍ରମାଗତ ତୃତୀୟ ପଦକ ଲକ୍ଷ୍ୟରେ ଭାରତର ମନୁ ଭାକର । ଆଜି ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଆଜି ମହିଳା ପିସ୍ତଲ ଇଭେଣ୍ଟର କ୍ୱାଲିଫିକେଶନରେ…
ତାଜା ଖବର ରାଜନୀତି ରାଜ୍ୟ କଳିଙ୍ଗ ଷ୍ଟାଡିୟମ୍ ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ଛାତରୁ ଖସିଲା ସିଲିଂ August 2, 2024 Papirani କଳିଙ୍ଗ ଷ୍ଟାଡିୟମରେ ନିମ୍ନମାନର କାମ ହୋଇଥିବାର ଅଭିଯୋଗ ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ସବୁ ଛାତରୁ ସିଲିଂ ଖସିପଡ଼ିଥିବା ବେଳେ ବର୍ଷା ହେଲେ ଅଷ୍ଟମ ମହଲାର ଛାତରୁ ପାଣି ଗଳୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି…