ତାଜା ଖବର ରାଜନୀତି ରାଜ୍ୟ ପିସିସି ସଭାପତି ପାଇଁ କେବେ ଇଚ୍ଛୁକ ନଥିଲେ ତାରା ବାହିନୀପତି ! August 5, 2024 Papirani ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ପିସିସି ସଭାପତି ପାଇଁ କେବେ ଇଚ୍ଛୁକ ନଥିଲି କି ନାହିଁ। କିନ୍ତୁ କଂଗ୍ରେସ ବିଧାୟକ ଦଳ ନେତା ହେବା ମୋର…
ତାଜା ଖବର ରାଜ୍ୟ ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା August 5, 2024 Nirvay ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି। କିଏ ହେବେ ରାଜ୍ୟ ପୋଲିସ ମୁଖିଆ, ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଏହା ମଧ୍ୟରେ ୩ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଚିଠି ହୋଇଛି। ୧୯୮୮…
ଖେଳ ତାଜା ଖବର ସେମିଫାଇନାଲ ଖେଳି ପାରିବେନି ଅମିତ ରୋହିଦାସ; ଗୋଟିଏ ମ୍ୟାଚର ପ୍ରତିବନ୍ଧ August 5, 2024 Nirvay ଗତକାଲି କ୍ୱାର୍ଟର ଫାଇନାଲ ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପରେ ସେମିଫାଇନାଲକୁ ପ୍ରବେଶ କରିଥିଲା ଭାରତୀୟ ପୁରୁଷ ହକି ଟିମ। ହେଲେ ଏହା ମଧ୍ୟରେ ଟିମ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା। ପ୍ୟାରିସ ଅଲିମ୍ପିକ୍ସର ଗୋଟିଏ ମ୍ୟାଚରୁ ବ୍ୟାନ ହେଲେ ଅମିତ ରୋହିହାସ…
ତାଜା ଖବର ରାଜ୍ୟ ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ August 5, 2024 Nirvay ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଭଦ୍ରକ ଓ…
ତାଜା ଖବର ରାଜ୍ୟ ଓଡ଼ିଶା ଧନୀ, ଓଡ଼ିଶାର ଲୋକେ ମଧ୍ୟ ଧନୀ ହେବେ: ମନମୋହନ ସାମଲ August 4, 2024 Nirvay ଗଜପତି ଜିଲ୍ଲା ଗସ୍ତରେ ଥିବା ବେଳେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ପାରଳାଖେମୁଣ୍ଡିଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି। ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭଲପାଇବା ପାଇଁ…
ତାଜା ଖବର ରାଜ୍ୟ ବୁର୍ଲାରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ August 4, 2024 Nirvay ଆଜି ବୁର୍ଲାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା ବୈଠକ କରିଛନ୍ତି। ବନ୍ୟା ନିୟନ୍ତ୍ରଣର ସମୀକ୍ଷା କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି। ଏଥିସହ ହୀରାକୁଦରୁ ପାଣି ନେଉଥିବା ଶିଳ୍ପ ସଂସ୍ଥାଠୁ ବକେୟା ଜଳକର…
ତାଜା ଖବର ଦେଶ ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରିବାକୁ ଓଡ଼ିଶାରୁ ୱାଏନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’ August 4, 2024 Nirvay ଭୂସ୍ଖଳନର ୬ ଦିନ ପରେ ବି ସୁଧୁରୁନି କେରଳର ୱାଏନାଡ ସ୍ଥିତି। ଆଜି ବି ମାଟିତଳୁ ମିଳୁଛି ଶବ। ଅନବରତ କାର୍ଯ୍ୟ କରୁଛନ୍ତି ଉଦ୍ଧାରକାରୀ ଦଳ। ତେବେ ଉଦ୍ଧାରକାରୀ ଟିମକୁ ସହଯୋଗ କରିବାକୁ ଓଡ଼ିଶାରୁ ୱାଏନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’।…
ତାଜା ଖବର ରାଜ୍ୟ ସ୍କୁଲ ଅପଗ୍ରେଡେସନ୍ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା August 4, 2024 Nirvay ଛାତ୍ରଛାତ୍ରୀ ହେଉଛନ୍ତି ବିକଶିତ ଭାରତ ଗଠନର ମୂଳଦୁଆ । ତେଣୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଶିକ୍ଷା ପାଇଁ ଚଳିତ ବଜେଟରେ ଅଧିକ ବ୍ୟୟବରାଦ ମଧ୍ୟ ହୋଇଛି । ସମସ୍ତ ପିଲା…
ତାଜା ଖବର ରାଜ୍ୟ ସେବାୟତଙ୍କ ମଧ୍ୟରେ ବିବାଦ: ମହାପ୍ରଭୁଙ୍କ ନୀତି ବିଳମ୍ବ August 4, 2024 Nirvay ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି। ପୂଜା ବସିଥିବା ସମୟରେ ପ୍ରଧାନୀ ସେବାୟତ ଚଢ଼ିଯାଇଥିଲେ। ଫଳରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ସୂର୍ଯ୍ୟପୂଜା ଚାଲିଥିବା ବେଳେ ପୂଜାପଣ୍ଡା ଓ ପ୍ରଧାନୀ ସେବାୟତଙ୍କ ମଧ୍ୟରେ ବିବାଦ…
ତାଜା ଖବର ଦେଶ ପୂଜାର୍ଚ୍ଚନା ବେଳେ ଅଘଟଣ: ମନ୍ଦିର କାନ୍ଥ ଭୁଶୁଡ଼ି ୯ ଶିଶୁ ମୃତ August 4, 2024 Nirvay ଶ୍ରାବଣ ମାସରେ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବାବେଳେ ଅଘଟଣ ଘଟିଛି । ମଧ୍ୟପ୍ରଦେଶରେ ହରଦୌଲ ମନ୍ଦିରର କାନ୍ଥ ଭୁଶୁଡ଼ି ୯ ଶିଶୁଙ୍କ ମୃତ୍ୟୁ ହୋଇଛି। ଶ୍ରାବଣ ମାସ ପାଇଁ ସାଗର ଜିଲ୍ଲାର ଶାହପୁର ସ୍ଥିତ ହରଦୌଲ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ହଠାତ…