Category: ତାଜା ଖବର

୮୦ ଦିନରେ ହୋଇଛି ୩୯ ଜଣ ସରକାରୀ କର୍ମଚାରୀଙ୍କ ଉପରେ ରେଡ୍‌

ରାଜ୍ୟରେ ୮୦ ଦିନରେ ୩୯ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଉପରେ ହୋଇଛି ରେଡ୍‌ । ଆଜି ବିଧାନସଭାରେ ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନ ଭିଜିଲାନ୍ସ ଚଢାଉ ଉପରେ ରହିଥିବା ବେଳେ ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୮୦…

ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ବାଣ୍ଟିବେ ସୁଭଦ୍ରା ଟଙ୍କା

ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ସଂପର୍କରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା ମଇଦାନରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ…

ଆଜିଠାରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ 

ଆଜିଠୁ ଅର୍ଥାତ ସେପ୍ଟେମ୍ବର ୨ ତାରିଖଠୁ ସାରା ଦେଶରେ ଆରମ୍ଭ ହୋଇଛି ଭାଜପା ଏକ ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ (ସଙ୍ଗଠନ ପର୍ବ) । ଏହି ସଦସ୍ୟତା ଅଭିଯାନ ନେଇ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ବିଜେପି ସଭାପତି ମନମୋହନ ସାମଲ । ସେ…

ଗୁଟ୍‌ଖାରୁ ମିଳିଛି ରାଜ୍ୟକୁ ୧୦୧୨ କୋଟି ରାଜସ୍ବ

୨୦୨୩-୨୪ରେ ଗୁଟଖାରୁ ରାଜ୍ୟକୁ ମିଳିଥିଲା ୧୦୧୨ କୋଟି ଟଙ୍କା । ଆଜି ବିଧାନଭାରେ ଗୁଟଖାରୁ ଟିକସକୁ ନେଇ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୧୦୧୨.୫୬ କୋଟିର ଟିକସ ଆଦାୟ କରିଥିଲେ ରାଜ୍ୟ ସରକାର । ୨୦୨୪-୨୫ ଜୁଲାଇ ସୁଦ୍ଧା…

ଆପ୍ ବିଧାୟକ ଅମାନତୁଲ୍ଲା ଖାନ ଗିରଫ

ଦିଲ୍ଲୀ ୱାକଫ୍ ଚାକିରି ଅନିୟମିତତା ମାମଲାରେ ଗିରଫ । ଦୀର୍ଘ ଘଣ୍ଟାର ରେଡ୍ ପରେ ଅମାନତୁଲ୍ଲା ଗିରଫ ।ଦିଲ୍ଲୀ ବାସଭବନରେ ସକାଳୁ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସୂଚନା ମୁତାବକ; ୨୦୧୮ରୁ ୨୦୨୨ ଭିତରେ ଦିଲ୍ଲୀ ୱାକ୍‌ଫ ବୋର୍ଡର…

ଓଡ଼ିଶାରେ ହେବନି ହାଇକୋର୍ଟ ବେଞ୍ଚ

ରାଜ୍ୟରେ ପ୍ରତିଷ୍ଠା ହେବ ନାହିଁ ହାଇକୋର୍ଟ ବେଞ୍ଚ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦିନ ହେବ ଦାବି କରିଆସୁଛନ୍ତି ପଶ୍ଚିମ ଓଡ଼ିଶାବାସୀ। ଏନେଇ ଅନେକ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ ହୋଇଥିଲା। କିନ୍ତୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା…

ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ ହୋଇଛି। କେବଳ ଭାରପ୍ରାପ୍ତ ଅଧିକାରୀ ନୁହନ୍ତି, ଥାନାମାନଙ୍କରେ ବର୍ଷ ବର୍ଷ ଧରି ଗାଦି ମାଡି ବସିଥିବା ଏସଆଇ, କନଷ୍ଟେବଳ ମଧ୍ୟରେ ସମ୍ପୂର୍ଣ ବଦଳି କରାଯାଇଛି। ପୋଲିସ ବଦଳି କ୍ଷେତ୍ରରେ ଏହା ବୋଧହୁଏ ସବୁଠୁ…

ଉତ୍ତର ପ୍ରଦେଶରେ ଥମୁନି ଗଧିଆ ଆତଙ୍କ

ଉତ୍ତର ପ୍ରଦେଶ ବାହାରଚିରେ ଗଧିଆ ଆତଙ୍କ ଥମିବାର ନାଁ ଧରୁନି। ପୁଣି ଆଉ ଜଣେ ଶିଶୁକୁ ମାରିଲା ଗଧିଆ। ୩ ବର୍ଷର ଶିଶୁକୁ ଘରୁ ଟାଣି ନେଇ ମାରିଦେଇଛି। ଗଧିଆ ଆକ୍ରମଣରେ ଆଉ୨ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ୨…

ପାରାଦୀପ ବାଉରିଆପାଳନ୍ଦାରେ ଟ୍ରେନ ଲାଇନଚ୍ୟୁତ

ପାରାଦୀପ ବାଉରିଆପାଳନ୍ଦାରେ ଟ୍ରେନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନରୁ ଅଲଗା ହୋଇଯାଇଛି ୧୭ଟି ବଗି। ଗୋଟିଏ ବଗି ଓଲଟିଛି, ଗୋଟିଏ ଅଧା ଅଣେଇ ହୋଇରହିଛି । ଟ୍ରାକରୁ ବାହାରି ବଗି ଲାଇନଚ୍ୟୁତ ହୋଇଯାଇଛି।

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢଉ କରିଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ଜାରି ରଖିଛି। ତାଳଚେରରେ ଥିବା ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର,…