ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଧନୀ ଲୋକ ପାଉଛନ୍ତି ରାସନକାର୍ଡର ସୁବିଧା: ଖାଦ୍ୟ ଯୋଗାଣ ମନ୍ତ୍ରୀ July 31, 2024 Papirani ସପ୍ତଦଶ ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିନରେ ସରଗରମ ହୋଇଛି ଗୃହ। ବିଧାନସଭାରେ ପୂର୍ବ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି July 31, 2024 Nirvay ରାଜ୍ୟର ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଛି । ୧୪୭ରୁ ମାତ୍ର ୧୪ କୋଟି ଆଦାୟ ହୋଇଥିବାବେଳେ ୫୨୧ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୁନ୍ଦରଗଡ଼ରେ ୩୨ କୋଟି ୨୩ ଲକ୍ଷ, ସମ୍ବଲପୁରରେ ୩୦ କୋଟିର…
ତାଜା ଖବର ରାଜନୀତି ରାଜ୍ୟ ବେଆଇନ ଆପାର୍ଟମେଣ୍ଟ ନେଇ ବିଏମ୍ସି ମେୟରଙ୍କ ମନ୍ତବ୍ୟ July 31, 2024 Nirvay ବେଆଇନ ଆପାର୍ଟମେଣ୍ଟକୁ ନେଇ ବିଏମ୍ସି ମେୟର ସୁଲୋଚନା ଦାସ ମନ୍ତବ୍ୟ ଦେଇଛନ୍ତି । ସରକାର ଚିଠି କଲେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ ବୋଲି ଶ୍ରୀମତୀ ଦାସ କହିଛନ୍ତି। ସରକାରଙ୍କ ଯାହା ନିଷ୍ପତ୍ତି ନେବେ ବିଏମ୍ସି ତାକୁ ମାନିବ। ଆପାର୍ଟମେଣ୍ଟ ଭାଙ୍ଗିଲେ ସେହି…
ତାଜା ଖବର ରାଜନୀତି ରାଜ୍ୟ ନିଲମ୍ବିତ ଆଇପିଏସ ଅଫିସରଙ୍କ ପ୍ରସଙ୍ଗ: ଗୃହରେ ହଇଚଇ July 31, 2024 Nirvay ନିଲମ୍ବିତ ଆଇପିଏସ ଅଫିସର ପଣ୍ଡିତ ରାଜେଶ ଉତ୍ତମ ରାଓଙ୍କ ପ୍ରସଙ୍ଗ ନେଇ ଗୃହରେ ହଇଚଇ । ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମ । ତାଙ୍କ ବିରୁଦ୍ଧରେ ଏଯାଏଁ କାହିଁକି ଏଫଆଇଆର ହୋଇନି ବୋଲି ପ୍ରଶ୍ନ କରିଛନ୍ତି ।…
ତାଜା ଖବର ଦେଶ ୱାଏନାଡ଼ ଭୂସ୍ଖଳନ: ୨ ଓଡ଼ିଆ ଡାକ୍ତରଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ July 31, 2024 Nirvay କେରଳର ୱାଏନାଡ଼ରେ ଭୟଙ୍କର ଭୂସ୍ଖଳନ ତାଣ୍ଡବ ରଚିଥିବା ବେଳେ ଏଥିରେ ନିଖୋଜ ଅଛନ୍ତି ଦୁଇ ଜଣ ଓଡ଼ିଆ ଡାକ୍ତର । ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାର ଓ ଡାକ୍ତର ସ୍ୱାଧୀନ ପଣ୍ଡା । ଉଭୟ…
ତାଜା ଖବର ରାଜ୍ୟ ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ July 31, 2024 Nirvay ପ୍ରକୃତିକୁ ଭଲପାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ। ଚଳିତବର୍ଷ ମେ’…
ତାଜା ଖବର ଦେଶ ୱାଏନାଡ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି July 31, 2024 Nirvay କେରଳରେ ପ୍ରକୃତିର ତାଣ୍ଡବ। ୱାଏନାଡର ମେପାଡ଼ି ପାହାଡ଼ ଅଞ୍ଚଳରେ ହୋଇଥିବା ଭୂସ୍ଖଳନର ମୃତ୍ୟୁ ସଂଖ୍ୟା ୧୫୬ ଟପିଛି। ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୱାଏନାଡର ମେପାଡ଼ି ପାହାଡ଼ିଆ…
ତାଜା ଖବର ରାଜ୍ୟ ପରିବହନ ବିଭାଗର କାର୍ଯ୍ୟାନୁଷ୍ଠାନ, ସ୍କୁଲ ବସକୁ ଲକ୍ଷାଧିକ ଟଙ୍କା ଜୋରିମାନା July 30, 2024 Nirvay ସୁନ୍ଦରଗଡ଼ ସହରରେ ଏକ ଯାତ୍ରୀବାହୀ ବସ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀ ହାତରେ ଧରାପଡ଼ିଛି। ଯାଞ୍ଚ ସମୟରେ ବସର ପରମିଟ, ଟ୍ୟାକ୍ସ, ଇନ୍ସୁରାନ୍ସ ଫିଟନେସ ନଥିବାରୁ ୧ଲକ୍ଷ ୨୨ହଜାର ୪୮୮ ଟଙ୍କାର ଚାଲାଣ…
ତାଜା ଖବର ରାଜ୍ୟ ଶାବକକୁ ଜନ୍ମଦେଲା ବାଘୁଣୀ ମୌସୁମୀ July 30, 2024 Nirvay ନନ୍ଦନକାନନକୁ ଆସିଛି ନୂଆ ଅତିଥି। ନନ୍ଦନକାନନରେ ବାଘୁଣୀର ପ୍ରସବ । କାଲି ରାତିରେ ନନ୍ଦନକାନନରେ ଶାବକକୁ ଜନ୍ମ ଦେଲା ଧଳା ବାଘୁଣୀ ମୌସୁମୀ। ଏହା ପୂର୍ବରୁ ବାଘୁଣୀ ମୌସୁମୀର ୩ଟି ଶାବକ ଥିବା ସୂଚନା ମିଳିଛି । ଉଭୟ ମା’ ଓ…
ତାଜା ଖବର ଦେଶ ୱାଏନାଡ଼ ଭୂସ୍ଖଳନକୁ ଭୟଙ୍କର କହିଲେ କେରଳ ମୁଖ୍ୟମନ୍ତ୍ରୀ July 30, 2024 Nirvay କେରଳର ୱାଏନାଡ଼ରେ ଭୂସ୍ଖଳନ ପରେ ସୃଷ୍ଟି ହୋଇଥିବା ଜଳପ୍ରଳୟ ସବୁ କିଛି ଛାରଖାର କରି ଦେଇଛି। ଜିଲ୍ଲାର ପାହାଡ଼ି ଅଞ୍ଚଳ ମେପ୍ପାଡିରେ ମୃତ୍ୟୁର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏସବୁ ଭିତରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଘଟଣାକୁ ନେଇ ଭୟଙ୍କର…