Category: ତାଜା ଖବର

ଚାଷୀଙ୍କୁ କ୍ଷତିପୂରଣ ବଣ୍ଟନ ଆରମ୍ଭ ହେଲାଣି, ୪/୫ ଦିନ ଭିତରେ ସରିବ

ଅଦିନିଆ ବର୍ଷା ଚାଷୀଙ୍କର ଧାନ ଫସଲ ସହିତ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଫସଲ ନଷ୍ଟର କ୍ଷତିପୂରଣକୁ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଅଦିନିଆ ବର୍ଷା ଧାନ ଫସଲ…

ଫେବ୍ରୁଆରୀ ୫ରେ ଦିଲ୍ଲୀ ନିର୍ବାଚନ; ୮ରେ ଭୋଟ ଗଣତି

ଘୋଷଣା ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ। ଫେବୃଆରୀ ୫ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ଫେବୃଆରୀ ୮ରେ ରହିଛି ଭୋଟ୍ ଗଣତି । ସମସ୍ତ ୭୦ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ । ଏନେଇ ସାମ୍ବାଦିକ…

ଏକାମ୍ର କାନନରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱରର ଏକାମ୍ର କାନନରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ରଙ୍ଗ ବେରଙ୍ଗର ସୁଗନ୍ଧଭରା ବିଭିନ୍ନ ପ୍ରକାର ଫୁଲରେ ସଜେଇ ହୋଇଛି ଏକାମ୍ର କାନନ । ଆସନ୍ତା ଜାନୁଆରୀ ୧୧ ତାରିଖ ଯାଏଁ ଏହି ପୁଷ୍ପ ପ୍ରଦର୍ଶନୀ…

ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍‌ମାନ ଶାନମୁଗରତ୍ନମ୍

ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି । ଜାନୁଆରୀ ୧୬ରୁ ୧୮ ତାରିଖ ଯାଏ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍‌ମାନ ଶାନମୁଗରତ୍ନମ୍ । ରାଜ୍ୟ ସରକାରଙ୍କ ସହ ବିଭିନ୍ନ MOU ହେବ । ଦକ୍ଷତା ବିକାଶରେ ସିଙ୍ଗାପୁର-ଓଡ଼ିଶା…

ନେପାଳ ସୀମାରେ ତିବ୍ବତରେ ଭୂମିକମ୍ପ; ୫୦ରୁ ଉର୍ଦ୍ଧ୍ବ ମୃତ

ନେପାଳ ସୀମାନ୍ତ ତିବ୍ବତରେ ଆଜି ସକାଳୁ ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ତିବ୍ବତର ଶିଗାତ୍ସେ ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର୍ ସ୍କେଲରେ ୭.୧ ରହିଛି । ନେପାଳ ସୀମା ଓ ତିବ୍ଦତରେ…

କୋଣାର୍କରେ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଗତକାଲି ବୈଦେଶିକ ମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।…

ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡରେ ହଂସିତା ଅଭିଲିପ୍ସାଙ୍କ ଉପରେ ଆୟକର ଟିମ୍‌ର ରେଡ଼

ରାଜଧାନୀର ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆଜି ଆୟକର ବିଭାଗ ଟିମ୍ ଚଢ଼ଉ କରିଛି । ହଂସିତାଙ୍କର ୧୨ଟି ଠିକଣାରେ ଖୋଲତାଡ଼ କରୁଛି ଆଇଟି ଟିମ୍ । ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ ଆରମ୍ଭ ହୋଇଛି…

ଦେଶରେ ଆଉ ୨ଟି HMPV କେସ ଚିହ୍ନଟ; ମହାରାଷ୍ଟ୍ରକୁ ବ୍ୟାପିଲା

ଚୀନରେ ଏଚଏମପିଭି ମାମଲା ବୃଦ୍ଧି ପାଇଥିବା ଖବର ସାମ୍ନାକୁ ଆସିଛି ଏବେ ଦେଶରେ ହ୍ୟୁମାନ ମେଟାପ୍ୟୁମୋ ଭାଇରସ (ଏଚ୍‌ଏମ୍‌ପିଭି) ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବେଙ୍ଗାଲୁରୁ, ତାମିଲନାଡ଼ୁ ଓ କୋଲକାତା ପରେ ଏବେ ମହାରାଷ୍ଟ୍ର ନାଗପୁରରେ ୨ ଜଣ…

ଜୟପୁରରେ ହେବ OPSCର ପରୀକ୍ଷା ଜୋନ୍‌

ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଏକ ଖୁସି ଖବର । ଜୟପୁରରେ OPSCର ନୂଆ ପରୀକ୍ଷା ଜୋନ୍‌ ନେଇ ସୂଚନା ଜାରି ହୋଇଛି । ଲିଖିତ ପରୀକ୍ଷା ପାଇଁ ଜୟପୁରରେ ନୂଆ ଜୋନ୍‌ ନେଇ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି…

ଯେକୌଣସି ସ୍ବାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ: ଓଡ଼ିଶା ସରକାର

ଚୀନରେ ବ୍ୟାପିଥିବା ହ୍ୟୁମାନ୍ ମେଟାନିମୋ ଭାଇରସ୍ (ଏଚଏମପିଭି) ଭାଇରସ ଦେଶରେ ଏଚଏମପିଭି ଭାଇରସ୍ ଚିହ୍ନଟ ହେବା ପରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଆରମ୍ଭ କରିଦେଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଆସିଲେ ପଦକ୍ଷେପ ନିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।…