Category: ତାଜା ଖବର

ଭରତପୁର ଘଟଣାରେ ରାଜଭବନ ସାମ୍ନାରେ ମହିଳା ବିଜେଡିର ବିକ୍ଷୋଭ

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଓ ଯୌନ ଉତ୍ପୀଡନକୁ ନେଇ ରାଜ୍ୟଠୁ ଆରମ୍ଭ କରି ସାରା ଦେଶରେ ଚାଲିଛି ହଇଚଇ। ଦୋଷୀଙ୍କ ବିରୋଧରେ ଚାରିଆଡ଼େ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ତୀବ୍ର ଦାବି ହୋଇଛି। ସେଥିମଧ୍ୟରୁ…

ଆଜିଠୁ ରତ୍ନଭଣ୍ଡାର ସର୍ଭେ ପାଇଁ ୩ଦିନ ଦର୍ଶନ ବନ୍ଦ

ଆଜିଠୁ ଆରମ୍ଭ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ । ଏହା ୩ ଦିନ ପର୍ଯ୍ୟନ୍ତ ଯଥା ୨୧, ୨୨ ଓ ୨୩ ତାରିଖରେ ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି । ଦିନ…

୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜିଠୁ ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ ଏବଂ ମିଳିତ ଜାତିସଂଘ ସାଧାରଣ ସଭାରେ ‘ସମିଟ୍‌ ଅଫ୍‌ ଦ ଫ୍ୟୁଚର୍‌’କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ବର ମଙ୍ଗଳ ପାଇଁ…

ଭରତପୁର ଘଟଣାରେ ରାହୁଲ ଗାନ୍ଧୀଙ୍କ କ୍ଷୋଭ

ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ଅସନ୍ତୋଷ ଲାଗି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ଏଭଳି ଅମାନୁଷିକ ଘଟଣାର ତୀବ୍ର ନିନ୍ଦା…

ଆର୍ମି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୩ ବିଏସଏଫ ଯବାନ ଶହୀଦ

ଜାମ୍ମୁ-କାଶ୍ମୀରରେ ନିର୍ବାଚନ ଡ୍ୟୁଟିରେ ଥିବା ଆର୍ମି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ବିଏସଏଫ ଯବାନ ଶହୀଦ ହୋଇଛନ୍ତି। କାଶ୍ମୀରର ବଡ଼ଗମରେ ଏହି ଦୁର୍ଘଟଣା ଘଟିଛି। ଦ୍ୟୁତିରେ ଥିବା ବେଳେ ପାହାଡିଆ ରାସ୍ତାରେ ଏକ ବସ ଘାଇକୁ ଖସି ପଡିଥିଲା। ଏହି ବସ…

ମେଜର ଓ ବାନ୍ଧବୀଙ୍କ ନିର୍ଯାତନା ମାମଲା; ପ୍ରିୟଙ୍କା ଗାନ୍ଧିଙ୍କ ଉଦ୍‌ବେଗ

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନ୍ୟାୟ ପରିବର୍ତ୍ତେ ନିର୍ଯାତନା ଦିଆଯାଇଥିବା ଘଟଣାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା। ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ସେ…

ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପିଏମ୍ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ‘ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ’ ଯୋଜନା ଏବଂ ‘ପୁଣ୍ୟଶ୍ଳୋକ ଅହଲ୍ୟାଦେବୀ ହୋଲକର ମହିଳା ଷ୍ଟାର୍ଟଅପ୍ ଯୋଜନା’ର ଶୁଭାରମ୍ଭ କରିଥିଲେ ।…

ସରୋଜିନୀ ସାହୁ ପାଇବେ ସମ୍ମାନଜନକ ଶାରଳା ପୁରସ୍କାର

ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ଚଳିତ ବର୍ଷର ସମ୍ମାନଜନକ ୪୫ତମ ‘ଶାରଳା ପୁରସ୍କାର’ ପାଇବେ। ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ଶାରଳା ପୁରସ୍କାର ପାଇବାକୁ ସରୋଜିନୀ ମନୋନୀତ ହୋଇଛନ୍ତି। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ସରୋଜିନୀ ସାହୁଙ୍କ ଉପନ୍ୟାସ ‘ଅସ୍ଥିର…

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା: ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭାରତୀୟ ସେନା ଅଧିକାରୀ ଗୁରୁବଂଶଙ୍କ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ ପରିଡ଼ା ତାଙ୍କୁ ଭେଟିଥିବା ବେଳେ…

ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: ମୁଖ୍ୟମନ୍ତ୍ରୀ

ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଚାରିଆଡ଼େ ଓଡ଼ିଶା ପୋଲିସକୁ ସମାଲୋଚନା କରିବା ସହିତ ଏହି ଘଟଣାକୁ ନିନ୍ଦା କରି ରାଜ୍ୟ ସରକାରଙ୍କୁ ବିରୋଧି ଦଳ ଘେରିଥିବା ବେଳେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…