ତାଜା ଖବର ରାଜନୀତି ରାଜ୍ୟ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ January 6, 2025 Papirani ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ଲୋୟର୍ ପିଏମ୍ଜିରେ ବିଜେଡିର ବିଶାଳ ସମାବେଶ ଦେଖିବାକୁ ମିଳିଛି । ବିଜେପି ଦେଇଥିବା ମିଛ ପ୍ରତିଶୃତି ଓ ବିଫଳ ଅର୍ଥନୈତିକ ପରିଚାଳନାକୁ ଟାର୍ଗେଟ କରି ଲୋୟର ପିଏମଜିଠାରେ ବିଜେଡି…
ତାଜା ଖବର ଦେଶ ବେଙ୍ଗାଲୁରୁରେ ଭାରତର ପ୍ରଥମ HMPV ଆକ୍ରାନ୍ତ ଚିହ୍ନଟ January 6, 2025 Papirani ଚୀନ୍ରେ ହ୍ୟୁମାନ ମେଟା ପ୍ୟୁମୋ ଭାଇରସ୍ (ଏଚ୍ଏମ୍ପିଭି) ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହି ସମୟରେ ଭାରତରେ ପହଞ୍ଚିଲା ଚୀନର ଏଚଏମପିଭି ଭୂତାଣୁ । ବେଙ୍ଗାଲୁରୁରେ ଏହାର ପ୍ରଥମ ମାମଲା ଏବେ ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ଏକ ହସପିଟାଲରେ ୮…
ତାଜା ଖବର ରାଜ୍ୟ ଧନୁଯାତ୍ରା ପାଇଁ ବରଗଡ଼ରେ ଥିବା ଶିକ୍ଷାନୁଷ୍ଠାନର ସମୟ ପରିବର୍ତ୍ତନ January 6, 2025 Papirani ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ବରଗଡ଼ ସହରରେ ସକାଳ ସମୟରେ ହେବ ପାଠପଢ଼ା । ଧନୁଯାତ୍ରା ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି । ସମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି…
ତାଜା ଖବର ରାଜ୍ୟ ଆଦିବାସୀ ମେଳା ଉଦଘାଟିତ; ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ January 5, 2025 Papirani ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ବହୁ ପ୍ରସିଦ୍ଧ ବାର୍ଷିକ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳାକୁ ଚଳିତ ବର୍ଷ ଆଗୁଆ କରାଯାଇ ଜାନୁଆରୀ ୫ ରୁ…
ତାଜା ଖବର ଦେଶ ଅବିବାହିତ ଯୋଡ଼ିଙ୍କୁ OYO ମନା; ଆସୁଛି ନୂଆ ନିୟମ January 5, 2025 Papirani ଅବିବାହିତ ଦମ୍ପତିଙ୍କୁ ଓୟୋ ଯିବା ମନା । ଏହି ବଡ଼ ଘୋଷଣା କରିଛି ଓୟୋ। ଗ୍ରାଉଣ୍ଡରୁ ମିଳିଥିବା ରିପୋର୍ଟ ଆଧାରରେ ଓୟୋ ନେଇଛି ନିଷ୍ପତ୍ତି । କମ୍ପାନୀ ତା’ର ଚେକ-ଇନ୍ ନିୟମରେ ବଡ଼ ପରିବର୍ତ୍ତନ କରିବା ସହ ହୋଟେଲରେ ଏହାକୁ ଲାଗୁ…
ତାଜା ଖବର ରାଜ୍ୟ ମାରପିଟ୍ ଘଟଣାରେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ January 5, 2025 Papirani ଶ୍ରୀମନ୍ଦିର ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ । ଶ୍ରୀମନ୍ଦିର ପରିସରରେ ବିଶୃଙ୍ଖଳା ସହ ଅନ୍ୟ ସେବାୟତଙ୍କୁ ମାରପିଟ୍ ଘଟଣାରେ ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆଙ୍କୁ ୩ ମାସ ପାଇଁ ନିଲମ୍ବିତ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ମୁଖ…
ତାଜା ଖବର ଦେଶ ଗୁଜରାଟରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାରେ ୩ ମୃତ January 5, 2025 Papirani ଗୁଜରାଟର ପୋରବନ୍ଦର ଏୟାରପୋର୍ଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଭ୍ୟାସ ବେଳେ କୋଷ୍ଟଗାର୍ଡ ଏଏଲଏଚ ଧ୍ରୁବ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି। ଦୁର୍ଘଟଣା ଘଟିବା ମାତ୍ରେ ଦମକଳ ଓ ମେଡିକାଲ୍ ଟିମ୍ ଘଟଣାସ୍ଥଳରେ…
ତାଜା ଖବର ରାଜ୍ୟ ଭାଗଚାଷୀ ପାଇବେନି କୌଣସି ସହାୟତା January 5, 2025 Papirani ଭାଗଚାଷୀଙ୍କୁ ମିଳିବ ନାହିଁ ସହାୟତା । ସରକାରୀ ସହାୟତାକୁ ଲକ୍ଷଲକ୍ଷ ଚାଷୀଙ୍କ ଅନାଇ ବସିଥିବା ବେଳେ ଭାଗଚାଷୀ ପାଇବେନି କୌଣସି ସହାୟତା ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଅଦିନିଆ ବର୍ଷାରେ ଚାଷ ନଷ୍ଟ…
ତାଜା ଖବର ରାଜନୀତି ରାଜ୍ୟ ସମ୍ବଲପୁରରେ ୨ ବିଜେପି କର୍ମୀ ମୃତ; ଦୁର୍ଘଟଣା ନା ହତ୍ୟା ନେଇ ଉଠିଲା ପ୍ରଶ୍ନ January 5, 2025 Papirani କାର୍-ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ। ଭୁବନେଶ୍ୱରରୁ ଘରକୁ ଫେରୁଥିବାବେଳେ କାରକୁ ଧକ୍କା ଦେଇଥିଲା ହାଇୱା । ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟି ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ…
ଖେଳ ତାଜା ଖବର ସିଡନୀ ଟେଷ୍ଟରେ ଭାରତର ପରାଜୟ; ସିରିଜ ହାରିଲା, ବିଶ୍ବ ଟେଷ୍ଟ ଚାମ୍ପିଅନସିପରୁ ବାହାର January 5, 2025 Papirani ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କୁ ଲାଗିଲା ବଡ଼ ଝଟକା । ବର୍ଡ଼ର ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ । ସିଡନୀରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହା ସହ…