Category: ତାଜା ଖବର

ଦାଦନ ଦୁଃଖ: ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୪ ଓଡ଼ିଆ ଶ୍ରମିକ ମୃତ

ତେଲେଙ୍ଗାନାରେ ବସ୍‌ ଦୁର୍ଘଟଣାରେ ୪ ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମାମ ହାଇଓ୍ବେରେ ଦୁର୍ଘଟଣା ହୋଇଛି । ନୂଆପଡ଼ା ସିନାପାଲିରୁ ୩୨ ଜଣଙ୍କୁ ନେଇ ହାଇଦ୍ରାବାଦ ଯାଉଥିଲା ବସ୍‌। ରାସ୍ତାରେ ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା…

ନବ ଦାସଙ୍କ ପୁଅ ବିଶାଳ ଦାସ ଛତିଶଗଡ଼ ପୋଲିସ ଦ୍ୱାରା ଅଟକ

ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ଛତିଶଗଡ଼ ମହାସମୁଦ୍ ଜିଲ୍ଲା ସରେଇପାଲି ଥାନାରେ ବିଶାଲଙ୍କୁ ଅଟକ ରଖାଯାଇଛି । ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’…

ପୋଲିସ ମିତ୍ର ହତ୍ୟା ଘଟଣାରେ ୫ ଗିରଫ

ରାଜଧାନୀର ରସୁଲଗଡ଼ ଓଭରବ୍ରିଜ ଉପରେ ପୁଲିସ ମିତ୍ର ଓ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କୁ କରାଯାଇଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲେ ଆଉ ୨ ଜଣ ଅଭିଯୁକ୍ତ । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି…

ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ଜେଲ ଗଲେ ଦୁଇ ଯନ୍ତ୍ରୀ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡର କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରି ଜେଲ୍‌ ଗଲେ ୨ ଯନ୍ତ୍ରୀ । ୩ ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ଜେଲ୍‌ ଗଲେ କଣ୍ଟାବାଞ୍ଜୀ ଇଲେକ୍ଟ୍ରିକାଲ ଏସ୍‌ଡିଓ ଜଗନ୍ନାଥ ପତି, ମୁରିବାହାଲ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁ । ଗତକାଲି…

ସହଦେବ ନାୟକ ହତ୍ୟା ମାମଲାରେ ସିନ ରିକ୍ରିଏସନ କଲା ପୋଲିସ

ରସୁଲଗଡ଼ ଓଭରବ୍ରିଜ ଉପରେ ପୁଲିସ ମିତ୍ର ଓ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କୁ କରାଯାଇଥିବା ବିଭତ୍ସ ହତ୍ୟାକାଣ୍ଡର ଆଜି କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇଛି । ଗିରଫ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକକୁ ଦୟାନଦୀ କୂଳକୁ ନିଆଯାଇ ସିନ୍ ରିକ୍ରିଏସନ୍…

ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବ ଜିଲ୍ଲାସ୍ତରୀୟ ସ୍କ୍ବାଡ୍

କପି ରୋକିବ ଜିଲ୍ଲାସ୍ତରୀୟ ସ୍କ୍ବାଡ୍ । ରାଜ୍ୟରେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । କପି ରୋକିବାକୁ ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ ଗଠନ…

ରାସନ କାର୍ଡ ଡେଡଲାଇନ୍: ୩୧ ଜାନୁଆରି ସୁଦ୍ଧା ଇ-କେୱାଇସି ଜରୁରୀ

ରାସନ କାର୍ଡକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଡେଡଲାଇନ୍ । ୩୧ ଜାନୁଆରି ସୁଦ୍ଧା ଇ-କେୱାଇସି ଜରୁରୀ । ରାସନ କାର୍ଡ ସହିତ ଇ-କେୱାଇସି ଶେଷ ହେବା ପରେ ହିତାଧିକାରୀଙ୍କୁ ନୂତନ ରାସନକାର୍ଡ ପ୍ରଦାନ…

ଛତିଶଗଡ଼ରେ ମାଓବାଦୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ; ୩ ନିହତ

ଛତିଶଗଡରେ ପୁଣି ଏନକାଉଣ୍ଟର । ସୁକୁମା ବିଜାପୁର ସୀମାରେ ଚାଲିଛି ଗୁଳି ବିନିମୟ । ପୋଲିସ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି । ଡିଆରଜି , ଏସଟିଏଫ୍‌, କୋବ୍ରା ବାହିନୀର ମିଳିତ ଅପରେସନରେ…

ସହଦେବ ନାୟକ ହତ୍ୟା: ଏକ କୋଟି ଟଙ୍କା କ୍ଷତିପୁରଣ ଦେବାକୁ ବିଜେଡିର ଦାବି

ଭୁବନେଶ୍ବର ରସୁଲଗଡ଼ରେ ସହଦେବ ନାୟକ ହତ୍ୟା ମାମଲାକୁ ନେଇ ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ବିଜେଡି । ପ୍ରେସମିଟରେ ବିଜେଡ଼ି କହିଛି ରାଜଧାନୀରେ ଯେତେବେଳେ ପ୍ରବାସୀ ଭାରତୀୟ ଦିବସ ପାଳନ ହେଉଥିବା ବେଳେ ଏହିପରି ଜଘନ୍ୟ ହତ୍ୟା ଘଟଣା ଘଟିଛି। ହତ୍ୟାର…

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ଷ୍କମ ଉଦ୍ୟମ ପରେ ଛୁରାମାଡ଼

ନନ୍ଦପୁର ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଛି । ଶୌଚ ପାଇଁ ଯାଇଥିଲା ବେଳେ ଦୁଷ୍କର୍ମ ଉଦ୍ୟମ କରି ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ନନ୍ଦପୁର ଥାନାରେ ଏତଲା ପରେ ମାମଲା ହୋଇଥିବା ବେଳେ ଅଭିଯୁକ୍ତ ଫେରାର…