Category: ତାଜା ଖବର

ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଅଣ୍ଡାର ମୂଲ୍ୟ ବୃଦ୍ଧି

ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଅଣ୍ଡାର ମୂଲ୍ୟ ବଢାଇଲେ ରାଜ୍ୟ ସରକାର । ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନୱାଡ଼ି କେନ୍ଦ୍ର…

ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧

ସୁଭଦ୍ରାକୁ ନେଇ ଆସିଲା ବଡ଼ ଘୋଷଣା। ମାର୍ଚ୍ଚ ୩୧ ହେଉଛି ସୁଭଦ୍ରା ଯୋଜନାରେ ଆବେଦନର ଶେଷ ତାରିଖ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ଏବଂ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି। ସେମାନଙ୍କ ପାଇଁ ଚଳିତ ମାସ ତଥା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡେଟଲାଇନ୍…

ବେଆଇନ ବାଲି ଚାଲାଣ ବେଳେ ଚଢାଉ; ୧୯ଟି ବାଲି ଟ୍ରକ ଜବତ

ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ବଡ଼ ଧରଣର ଚଢ଼ାଉ । ୧୬ନଂ ଜାତୀୟ ରାଜପଥ ତଳନଗର ଓଭରବ୍ରିଜ ନିକଟ ଓଡ଼ିଶା ହୋଟେଲ ସମ୍ମୁଖରୁ ୧୯ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି। ବାଲି ଗାଡି ଗୁଡିକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା…

ଶିମିଳିପାଳ ସୁରକ୍ଷା ବାର୍ତ୍ତା ନେଇ ମିନି ମାରାଥନ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଶିମିଳିପାଳ ସୁରକ୍ଷା ବାର୍ତ୍ତା ନେଇ ଆରମ୍ଭ ହୋଇଛି ମିନି ମାରାଥନ । ଉଦ୍‌ଘାଟନ କରିବା ସହ ନିଜେ ଦୌଡରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ୧୦ କିମି ମାରାଥନରେ ସାମିଲ ହୋଇଛନ୍ତି ୯୦୦ ଛାତ୍ରଛାତ୍ରୀ । ଏହି…

ଅପରିବର୍ତ୍ତିତ ରହିଲା ଇଫିଏଫଓ ସୁଧହାର

୨୦୨୪-୨୫ ବର୍ଷ ପାଇଁ ଇଫିଏଫଓ ସୁଧହାର ଅପରିବର୍ତ୍ତିତ । ୮.୨୫ ପ୍ରତିଶତରେ ଇଫିଏଫଓ ସୁଧହାର ଅପରିବର୍ତ୍ତିତ ରହିଲା । ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଚଳିତ ମାସ ୨୮ ତାରିଖ (ଶୁକ୍ରବାର), EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ…

ଲାଞ୍ଚ ନେଇ ଧରାପଡିଲେ କୁନ୍ଦୁଲି ଲ୍ୟାମ୍ପ ଶାଖା ଦାୟିତ୍ୱରେ ଥିବା ସତ୍ୟରଞ୍ଜନ ଚାଲାଣ

ଲାଞ୍ଚ ନେଇ ଧରାପଡ଼ିଛନ୍ତି ସରକାରୀ ବାବୁ । ଚାଷୀଙ୍କ ପାଖରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ କୁନ୍ଦୁଲି ଲ୍ୟାମ୍ପ ଶାଖା ଦାୟିତ୍ୱରେ ଥିବା ସତ୍ୟରଞ୍ଜନ ଚାଲାଣ। ଜଣେ ମାଣ୍ଡିଆ ଚାଷୀଙ୍କ ପାଖରୁ…

ପଞ୍ଚଭୂତରେ ଲୀନ ହେଲେ ଉତ୍ତମ ମହାନ୍ତି; ଦିଆଗଲା ଗାର୍ଡ ଅଫ୍ ଅନର୍

ପଞ୍ଚଭୂତରେ ଲୀନ ହେଲେ ଓଡିଆ ଚଳଚ୍ଚିତ୍ରର ବିରଷ୍ଠ ଅଭିନେତା ଉତ୍ତମ ମହାନ୍ତି । ତାଙ୍କ ବିୟୋଗରେ ନେତା, ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଏହିସମୟରେ ଉତ୍ତମ ମହାନ୍ତିଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍ ।…

ଉତ୍ତମ ମହାନ୍ତିଙ୍କ ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ତାରକା ସ୍ଵର୍ଗତ ଉତ୍ତମ ମହାନ୍ତିଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହ ପରିବାରଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି…

ଉତ୍ତମ ମହାନ୍ତିଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୋକ

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ନିଜ ସୋସିଆଲ ମିଡ଼ିଆରେ ଟ୍ୱିଟ କରି ରାଷ୍ଟ୍ରପତି କହିଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଉତ୍ତମ…

ଭୁବନେଶ୍ୱର ବାସଭବନରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର ବାସଭବନରେ ପହଞ୍ଚିଲା ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ୬୬ ବର୍ଷ ବୟସରେ ଚିରବିଦାୟ ନେଇଛନ୍ତି ଉତ୍ତମ । ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାର ବାସଭବନକୁ ଅଣାଯାଇଛି ଉତ୍ତମଙ୍କ ପାର୍ଥିବ ଶରୀର । ବାସଭବନରେ ହେବ ଅନ୍ତିମ…