Category: ତାଜା ଖବର

ମୁମ୍ଵାଇରେ ଟୋଲ୍ ଫି ଛାଡ କଲେ ମହାରାଷ୍ଟ୍ର ସରକାର

ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା। ଏଣିକି ମୁମ୍ଵାଇକୁ ଏଣ୍ଟ୍ରି କଲେ ଦେବାକୁ ପଡ଼ିବ ନାହିଁ ଟୋଲ୍ ଫି। ମୁମ୍ଵାଇକୁ ପ୍ରବେଶ କରୁଥିବା କରିବାକୁ ଥିବା ୫ଟି ଟୋଲ୍‌ ଗେଟ୍‌ ଦହିସର, ମୁଲୁଣ୍ଡ, ୱାଶି, ଏରୋଲି ଏବଂ ଆନନ୍ଦନଗରରେ…

ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ଆସିଲା ସଲମାନ୍‌ ଖାନଙ୍କୁ ହତ୍ୟା ଧମକ; ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଓ ୩ ଥରର ବିଧାୟକ ବାବା ସିଦ୍ଦିକୀଙ୍କ ହତ୍ୟା ପଛରେ ରହିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କାରିଛି । ଏବେ ବିପଦରେ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନଙ୍କ ଜୀବନ । କାରଣ ଏହି ଗ୍ୟାଙ୍ଗ…

ପୁଣି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ; ଧରାପଡିଲେ ଆକ୍ରମଣକାରୀ

ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ପୁଣି ଥରେ ହତ୍ୟା ଉଦ୍ୟମ। ଟ୍ରମ୍ପଙ୍କ କାର୍ଲିଫଣ୍ଣିଆ ସ୍ଥିତ ରାଲିର କିଛି ଦୂରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଥିବା…

କଟକରେ ମା’ ଦୁର୍ଗାଙ୍କ ମେଲଣ ପାଇଁ ସକାଳ ୭ଟାରୁ ଆସନ୍ତାକାଲି ଭସାଣି ଶେଷ ହେବା ପର୍ଯ୍ୟନ୍ତ ଲାଗୁ ହେଲା ଟ୍ରାଫିକ କଟକଣା

ଆଜି ଧରାପୃଷ୍ଠରୁ ଲୀଳାଖେଳା ଛାଡ଼ି ବାହୁଡିବେ ଜଗତ ଜନନୀ ମା’ ଦୁର୍ଗା। ମା’ଙ୍କ ଭସାଣ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ…

ମା’ ଦୁର୍ଗାଙ୍କ ଭସାଣି ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା; ଜାଣନ୍ତୁ କେଉଁ ପଟେ ଯିବା ଆସିବାର କରାଯାଇଛି ବନ୍ଦୋବସ୍ତ ..

ସରିଲା ଦୁର୍ଗା ପୂଜା। ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା । ତେଣୁ ମାଆଙ୍କ ଭସାଣୀ ଉତ୍ସବ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଭୁବନେଶ୍ବର ଓ କଟକରେ ଭସାଣି ସମୟରେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା…

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ମାମଲା: ଭଲ ଅଛି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ମାମଲାରେ ଆବାସିକ କମିଶନର୍‌ ବିଶାଲ ବଗନ୍‌ଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ପୀଡ଼ିତା ସହ ଯୋଗାଯୋଗରେ ଅଛୁ । ସହଯୋଗ ପାଇଁ ପୀଡ଼ିତାଙ୍କ ପାଖରେ ଆବାସିକ କମିଶନ ଅଫିସର ମଧ୍ୟ ଅଛନ୍ତି ।ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ…

୨/୪ ଦିନରେ ଆସିବ ରତ୍ନଭଣ୍ଡାର ସର୍ଭେ ରିପୋର୍ଟ; ରତ୍ନ ଥିବା ସ୍ପଷ୍ଟ ହେଲେ ସରକାର ନେବେ ପରବର୍ତ୍ତୀ ନିଷ୍ପତ୍ତି: ପୃଥ୍ବୀରାଜ

ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ ରିପୋର୍ଟକୁ ନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଆଉ ଦୁଇ କି ଚାରି ଦିନରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ। ଚଟାଣ ତଳେ କିମ୍ବା କାନ୍ଥରେ…

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ କୁଡୁଆ

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ କୁଡୁଆ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ସବୁଭକ୍ତଙ୍କୁ ମିଳିବ ମହାପ୍ରସାଦ। ଦର୍ଶନ ସରିବାପରେ ସାଙ୍ଗରେ ମହାପ୍ରସାଦ ନେଇ ଘରକୁ ଯାଇପାରିବେ ଭକ୍ତ। ମାଗଣା ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା ଚାଲିଛି ବୋଲି…

ରାଜଧାନୀର ୧୦ଟି ସ୍ଥାନକୁ ମିଳିଲା ରାବଣପୋଡ଼ି ପାଇଁ ଅନୁମତି

ଆଜି ଦଶହରା, ବିଜୟଦଶମୀ। ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ଦଶହରା ପର୍ବ ପାଳନ କରାଯାଏ। ଆଜି ବିଜୟାଦଶମୀ ଅବସରରେ ଭୁବନେଶ୍ବରର ୧୦ଟି ସ୍ଥାନରେ ରାବଣପୋଡ଼ି ଉତ୍ସବକୁ ମିଳିଲା ଅନୁମତି । ରାବଣପୋଡ଼ି ଅନୁମତି ନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି…

ପୁଣି ଟ୍ରେନ୍‌ ରେଳଧାରଣାରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର

ପୁଣି ଥରେ ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ଉତ୍ତରାଖଣ୍ଡର ରୁରୁକି ନିକଟ ଧଣ୍ଡେରା ରେଳ ଷ୍ଟେସନ ନିକଟରେ ରେଳ ଧାରଣାରେ ଏକ ଏଲପିଜି ସିଲିଣ୍ଡର ପଡିଥିବାର ଦେଖିବାକୁ ମିଳିଛି। ରେଳ ଟ୍ରାକ ଉପରେ ଏକ ଗ୍ୟାସ୍ ସିଲିଣ୍ଡର ଦେଖିବା ପରେ…