ତାଜା ଖବର ବିଶ୍ୱ ସୁରକ୍ଷା ସମସ୍ୟା ପାଇଁ ପାକିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ October 10, 2025 Nirvay ପାକିସ୍ତାନ ସରକାର ଇସଲାମାବାଦ ଓ ରାୱଲପିଣ୍ଡିରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି । କଟରପନ୍ଥୀ ଇସଲାମି ପାର୍ଟି ତେହେରିକ୍-ଏ-ଲବୈକ୍ ପାକିସ୍ତାନ(TLP)ର ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ରାଜଧାନୀ ଇସଲାମାବାଦକୁ ସଂଯୋଗ କରୁଥିବା ବିଭିନ୍ନ…
ତାଜା ଖବର ରାଜ୍ୟ ୯ ଆନ୍ତଃରାଜ୍ୟ ଡକାୟତ ଗିରଫ; ୫ ବନ୍ଧୁକ ଜବତ October 10, 2025 Nirvay କେନ୍ଦୁଝର ଟାଉନ ଥାନା ପୋଲିସ ୯ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିବା ସହ ୫ଟି ବନ୍ଧୁକ ଜବତ କରିଛି । ପୋଲିସ ସେମାନଙ୍କୁ ନରଣପୁର ଶିବ ମନ୍ଦିର ନିକଟରୁ ଗିରଫ କରିଛି । କେନ୍ଦୁଝର ପୋଲିସର ସ୍ୱତନ୍ତ୍ର ଟିମ୍ର ମିଳିତ…
ତାଜା ଖବର ରାଜନୀତି ରାଜ୍ୟ ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂର ଫଳାଫଳ ସ୍ଥଗିତ October 9, 2025 Papirani ପୌର ପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂ ଶେଷ ହୋଇଛି । ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଭୋଟିଂ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ମତଦାନ କରାଯାଇ ଫଳାଫଳ ଘୋଷଣାକୁ ସ୍ଥଗିତ…
ତାଜା ଖବର ରାଜ୍ୟ ଏସଆଇ ନିଯୁକ୍ତି ଘୋଟାଲା ମାମଲା: ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍ October 9, 2025 Papirani ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତିରେ ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆର୍ପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରା ସୂଚନା ଦେଇ କହିଛନ୍ତି ଗିରଫ ହୋଇଥିବା ୧୧୪…
ତାଜା ଖବର ରାଜ୍ୟ ଉଭୟ ପଡ଼ିଆରେ ହେବ ବାଲିଯାତ୍ରା October 9, 2025 Papirani ଉପର ପଡ଼ିଆରେ ହେବ ଐତିହାସିକ ବାଲିଯାତ୍ରା। ଉପର ପଡ଼ିଆରେ ବାଲିଯାତ୍ରା ହେବାକୁ ନେଇ ମିଳିଲା ଅନୁମତି। ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ। ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ। ଉଭୟ ପଡ଼ିଆରେ ଗାଇଡ଼ଲାଇନ ଭିତ୍ତିରେ…
ତାଜା ଖବର ରାଜ୍ୟ ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର; ଆସନ୍ତା ୧୧ରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ October 9, 2025 Papirani ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର । ଆସନ୍ତା ୧୧ରେ ଭୁବନେଶ୍ୱର ପାଣ୍ଡରାରେ ଫିସ ମାର୍କେଟର ଶିଳାନ୍ୟାସ । VCରେ ଫିସ୍ ମାର୍କେଟ୍ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୬୦ କୋଟି ବ୍ୟୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ…
ତାଜା ଖବର ରାଜନୀତି ରାଜ୍ୟ ପ୍ରକାଶ ପାଇଲା ନୂଆପଡ଼ାର ଚୂଡ଼ାନ୍ତ ଭୋଟର ତାଲିକା October 9, 2025 Papirani ପ୍ରକାଶ ପାଇଲା ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା । ଉପନିର୍ବାଚନକୁ ମାସେ ବାକି ଥିବାବେଳେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ସବୁ ରାଜନୈତିକ ଦଳ ଉପସ୍ଥିତିରେ ତାଲିକା ପ୍ରକାଶ କଲେ ଜିଲ୍ଲାପାଳ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ମହେଶ ନିଆଲ October 9, 2025 Papirani ନୂଆପଡା ଉପନିର୍ବାଚନ ପୂର୍ବରୁ ତୀବ୍ର ହୋଇଛି ରାଜନୈତିକ କସରତ । ଏହାରି ମଧ୍ୟ ବିଜେଡିକୁ ଲାଗିଛି ଶକ୍ତ ଝଟକା। ଶଙ୍ଖ ଛାଡିକି ହାତ ଧରିଲେ ମହେଶ ନିଆଲ । ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦର…
ତାଜା ଖବର ରାଜ୍ୟ ଓପିଏସ୍ ସ୍ତରରେ ଅଦଳବଦଳ; ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍ପି October 9, 2025 Papirani ଓପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ରାଜ୍ୟର ମୋଟ୍ ୧୯ ଜଣ ଅତିରିକ୍ତ ଏସପିଙ୍କର ଆଜି ବଦଳି କରାଯାଇଛି। ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍ପି । ବ୍ରହ୍ମପୁର ଅତିରିକ୍ତ ଏସ୍ପି ସୀମା ସ୍ବାଇଁଙ୍କ ବଦଳି କରାଯାଇଛି । ତାଳଚେର…
ତାଜା ଖବର ରାଜ୍ୟ କାଲି ବଜ୍ରପାତରେ ମନ୍ଦିର ପତାକା ପୋଡ଼ିଯିବା ଘଟଣା; ଲିଙ୍ଗରାଜ ମନ୍ଦିରରେ ଏଏସ୍ଆଇ ଟିମ୍ October 9, 2025 Papirani ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ଏଏସ୍ଆଇ ଟିମ୍ । ବଜ୍ରପାତରେ ଲିଙ୍ଗରାଜ ମନ୍ଦିର ପତାକା ପୋଡ଼ିଯିବା ପରେ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିରରେ ପହଞ୍ଚିଲେ ଏଏସ୍ଆଇ ଟିମ୍ । ଏଏସ୍ଆଇ ଟିମ୍ର ଗୋଟିଏ ଟିମ୍ ପହଞ୍ଚି ମନ୍ଦିର ପରିସରରେ ଯାଞ୍ଚ କରିଥିବା…