ତାଜା ଖବର ରାଜ୍ୟ କାଲିଠୁ ରାଜ୍ୟରେ କଲବଲ କରିବ ଖରା January 29, 2025 Papirani କାଲିଠୁ ରାଜ୍ୟରେ ବଢ଼ିବ ଖରା । ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଲାଗିରହିଥିଲା ଫଳରେ ଶୀତ କମ ଅନୁଭୂତ ହେଉଥିଲା । କିନ୍ତୁ ରାଜ୍ୟରୁ ଶୀତ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଆସନ୍ତାକାଲିଠୁ ଖରା ବଢିବ । ସପ୍ତାହେ ଯାଏ…
ତାଜା ଖବର ରାଜନୀତି ରାଜ୍ୟ ବିସ୍ଥାପିତଙ୍କୁ ଆକ୍ରମଣ ନିନ୍ଦନୀୟ: ବିଜେଡି January 29, 2025 Papirani ରାଜ୍ୟରେ ଉତ୍କର୍ଷ ଓଡ଼ିଶା ଚାଲିଥିବା ବେଳେ ଆଜି ସାମ୍ୱାଦିକ ସମ୍ମିଳନୀର କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟରେ ଘଟିଥିବା ବିସ୍ଥାପିତଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦନୀୟ କରିବା ସହ ବିଜେଡି କହିଛି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛି ନୂଆ…
ତାଜା ଖବର ରାଜ୍ୟ ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ January 29, 2025 Papirani ରାଜ୍ୟରେ ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଏ ନେଇ ଆଜି ଉତ୍କର୍ଷ ଓଡ଼ିଶା କନକ୍ଲେଭର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଖୁବଶୀଘ୍ର ରାଜ୍ୟରେ ଖୋଲିବ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ । ଏହା…
ତାଜା ଖବର ରାଜ୍ୟ ବହିଷ୍କୃତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା January 29, 2025 Papirani ନିଜ ପଦରୁ ବହିଷ୍କୃତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ । ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀଙ୍କ ବିରୁଦ୍ଧରେ ବିଭିନ୍ନ ଅନିୟମିତତା ଅଭିଯୋଗ ଆଧାରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଦେବଗଡ଼ ପୌରାଧ୍ୟକ୍ଷାଙ୍କୁ ଅଯୋଗ୍ୟ…
ତାଜା ଖବର ରାଜ୍ୟ ଛାତ୍ରକୁ ସାପ କାମୁଡ଼ିବା ମାମଲାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ January 29, 2025 Papirani ପୁରୀ ଜିଲ୍ଲା ପିପିଲି ବ୍ଲକ୍ ପୋପରଙ୍ଗ ବିଦ୍ୟାଳୟରେ ଛାତ୍ରଙ୍କୁ ନାଗ ସାପ କାମୁଡ଼ିବା ମାମଲାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଉକ୍ତ ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷୟତ୍ରୀଙ୍କ ଉପରେ କାର୍ଯାନୁଷ୍ଠାନ ନେଇଛନ୍ତି ବିଇଓ ରବି ନାରାୟଣ ନନ୍ଦ…
ତାଜା ଖବର ରାଜ୍ୟ ବନ୍ଦ ହେଲା ୬୩ କଲେଜର ପ୍ରିନ୍ସିପାଲଙ୍କ ଦରମା January 29, 2025 Papirani ବନ୍ଦ ହେଲା ୬୩ କଲେଜର ପ୍ରିନ୍ସିପାଲଙ୍କ ଦରମା୬୩ କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ । CAPA ମଡ୍ୟୁଲରେ ହିସାବ ନଦେବାରୁ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ । କଲେଜ ଆକାଉଣ୍ଟର ଅପଡେଟ୍ ଦେବାକୁ ବାରମ୍ବାର ନୋଟିସ୍ ପରେ ବି…
ତାଜା ଖବର ଦେଶ ମୌନୀ ଅମାବାସ୍ୟାରେ ତ୍ରିବେଣୀ ସଙ୍ଗମରେ ଭିଡ: ଦିନ ୧୦ଟା ସୁଦ୍ଧା ବୁଡ଼ ପକାଇଛନ୍ତି ୩ କୋଟି ୬୧ ଲକ୍ଷ ଶ୍ରଦ୍ଧାଳୁ January 29, 2025 Papirani ଆଜି ମୌନୀ ଅମାବାସ୍ୟାରେ ‘ଅମୃତ ସ୍ନାନ’ । ମହାକୁମ୍ଭର ସର୍ବବୃହତ ଅମୃତ ସ୍ନାନ ପର୍ବ ମୌନୀ ଅମାବାସ୍ୟାରେ ଅମୃତର ଉତ୍କଣ୍ଠା ନେଇ ସଙ୍ଗମର ପବିତ୍ର ଭୂମିକୁ କୋଟିକୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମୌନୀ ଅମାବାସ୍ୟା ପାଇଁ ତ୍ରିବେଣୀ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ପ୍ରବଳ…
ତାଜା ଖବର ରାଜ୍ୟ ‘ନିର୍ଭୟ’ ପ୍ରତିନିଧିଙ୍କୁ ଧର୍ମଶାଳା ବିଧାୟକଙ୍କ ଧମକ January 29, 2025 Papirani ଧର୍ମଶାଳା ତହସିଲ ଅନ୍ତର୍ଗତ ଅଞ୍ଜିରା, ଚକ୍ରଧରପୁର, ସାହାଣୀଢିଅ, ମୁରାରୀପୁର, ନୂଆସାହି ମୌଜାରୁ ଶହ ଶହ ଟ୍ରିପ ଚୋରା ମୋରମ ରାତିର ଅନ୍ଧାରରେ ଚାଲଣ ହୋଇ ୫୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହାର ହେଉଛି । ଏ ସଂପର୍କରେ ‘ନିର୍ଭୟ’ର…
ତାଜା ଖବର ଦେଶ ମହାକୁମ୍ଭରେ ଅଘଟଣ: ଦଳାଚକଟାରେ ୧୦ ମୃତ, ୫୦ ରୁ ଅଧିକ ଆହତ January 29, 2025 Papirani ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଜାରି ରହିଥିବା ବେଳେ ଆଜି ପବିତ୍ର ମୌନି ଅମାବାସ୍ୟା ଅବସରରେ ଆୟୋଜିତ ହେବାକୁ ଥିବା ଅମୃତସ୍ନାନ ପୂର୍ବରୁ ଅଘଟଣ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟାରେ ମହାସ୍ନାନ ପାଇଁ କୋଟିକୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ…
ତାଜା ଖବର ରାଜନୀତି ରାଜ୍ୟ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ଏୟାରଲିଫ୍ଟ ହେଲେ ବିଶ୍ବଭୂଷଣ ହରିଚନ୍ଦନ January 28, 2025 Papirani ବିଗିଡ଼ିଲା ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ଵଭୂଷଣ ହରିଚନ୍ଦନଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାରଲିପ୍ଟ କରାଯାଇଛି…