Category: ତାଜା ଖବର

ସୁଭଦ୍ରା ପାଇଁ ଜାରି ହେଲା ଟୋଲ୍‌ ଫ୍ରି ନମ୍ବର

ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ତଥା ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ସୁଭଦ୍ରାର ଯୋଜନା ଆରମ୍ଭ କରିଛନ୍ତି। ଏହି ସୁଭଦ୍ରା ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର ।…

ଆଡ଼ପ ପହଣ୍ଡି ଅଘଟଣ ଘଟଣା; ଦିଆଯାଇଥିବା ରିପୋର୍ଟ ଅସଂପୂର୍ଣ୍ଣ

ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ନିଆଯାଇଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ଆଡ଼ପ ମଣ୍ଡପ ବିଜେ ଅଘଟଣ ପୁନରାବୃତ୍ତି ନହେବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଡ଼ପ ମଣ୍ଡପ ପହଣ୍ଡି ବିଜେ ସମୟରେ ବଳଭଦ୍ର…

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌; ୧୦ ଛାତ୍ରୀଛାତ୍ର ଆହତ

ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ପାଖରେ ସ୍କୁଲ୍‌ ପିଲା ଥିବା ଭ୍ୟାନ୍ ଦୁର୍ଘଟଣା । ଦ୍ବିଗୋଚ୍ଛିଆରେ ଥିବା ଉତ୍କଳ ମଣି ଗୋପବନ୍ଧୁ ବିଦ୍ୟାମନ୍ଦିରର ସ୍କୁଲଭ୍ୟାନ ସ୍କୁଲ୍‌ ଛାତ୍ର ଛାତ୍ରୀଙ୍କୁ ଆଣି ଆସିବା ବେଳେ ଭାରସାମ୍ୟ ହରାଇ ଓଲଟିଲ ସ୍କୁଲ୍‌ ଭ୍ୟାନ୍‌ । ରାସ୍ତା…

ବିଜେପିରେ ଯୋଗ ଦେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ 

ପଦ୍ମ ଧରିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ଆଜି ରାଞ୍ଚିରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପଦ୍ମ ଧରିଲେ ଚମ୍ପାଇ । ଶିବରାଜ ସିଂ ଚୌହାନ, ହିମନ୍ତ ବିଶ୍ବଶର୍ମାଙ୍କ ଉପସ୍ଥିତିରେ ମିଶିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ବିଜେପିର…

ମହିଳାଙ୍କ ସୁବିଧା ପାଇଁ ସମସ୍ତ ସରକାରୀ ଓ ଘରୋଇ କର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ

ମହିଳାଙ୍କ ସୁବିଧା ନିମନ୍ତେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ । ଏହା ସହ ଆରାମଦାୟକ, ଏକାନ୍ତ ଏବଂ ସ୍ଵଚ୍ଛ ସ୍ଥାନ ପ୍ରତିଷ୍ଠା କରିବା ପାଇଁ ସବୁ ଜିଲ୍ଲାପାଳ ଓ…

ବିଜୁଛାତ୍ର ଜନତା ଦଳର କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ ପଟ୍ଟନାୟକ

ଆଜି ଶଙ୍ଖ ଭବନରେ ବିଜୁ ଛାତ୍ରଜନତା ଦଳର ସାଂଗଠନିକ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ ବିଜୁଛାତ୍ର ଜନତା ଦଳର କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଆମର ଆଦର୍ଶ ହେଉଛି ସେବା, ସ୍ବାଭିମାନ, ସଂଗ୍ରାମ…

ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ରାଜ୍ୟର ସବୁ ନଦୀ

ରାଜ୍ୟର ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଏନେଇ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆହୁରି ୪ଟି ଗେଟ୍ ଖୋଲାଯାଇଛି ।…

ରାଜ୍ୟରେ ବଢୁଛି ବେକାର ଇଂଜିନିୟର ସଂଖ୍ୟା

ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ବେକାର ଇଂଜିନିୟର ସଂଖ୍ୟା । ଆଇଟିଆଇ ଓ ଡିପ୍ଲୋମା ଇଂଜିନିୟରିଂ ପାଠ ପଢ଼ି ମିଳୁନି ଚାକିରି। ଯାହାକୁ ନେଇ ବୈଷୟିକ ଶିକ୍ଷାର ଭାଗ୍ୟ ଭବିଷ୍ୟ ଏବେ ଅନ୍ଧାରକରମୟ ହୋଇଉଠିଛି। ଆଜି ବିଧାନସଭା ଗୃହରେ ଧ୍ରୁବ…

ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ମିଳିଲା ଗୁପ୍ତ କ୍ୟାମେରା

ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ଥିବା ଏସଆର ଗୁଡଲାଭଲ୍ଲେରୁ ଇଂଜିନିୟରିଂ କଲେଜର ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ମିଳିଲା ସିକ୍ରେଟ୍ କ୍ୟାମେରା । ବାଥ୍‌ରୁମ୍‌ରୁ ମିଳିଥିବା ଗୁପ୍ତ କ୍ୟାମେରା ଲଗାଇ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରାଯାଉଥିଲା। ପ୍ରାୟ ୩ଶହରୁ ଅଧିକ…

କୋରାପୁଟ ମେଡିକାଲ କଲେଜରେ ନିଆଁ

କୋରାପୁଟ ମେଡିକାଲ କଲେଜରେ ଅଗ୍ନିକାଣ୍ଡ । କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲର ମାତୃ ଓ ଶିଶୁ ବିଭାଗ (SNCU) ୱାର୍ଡରେ ଲାଗିଲା ନିଆଁ । ତେବେ ନିଆଁ ଲାଗିଥିବା ଜାଣି ବିଭାଗରେ ଥିବା ସମସ୍ତ…