Category: ତାଜା ଖବର

Student Election Cancelled in UNS College: ଯାଜପୁର ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟରେ ଛାତ୍ର ନିର୍ବାଚନ ବାତିଲ; କ୍ୟାମ୍ପସରେ ତୀବ୍ର ଉତ୍ତେଜନା 

ଯାଜପୁର ଜିଲ୍ଲା ମୁଗୁପାଳ ସ୍ଥିତ ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ବିବାଦ ଦେଖାଦେଇଛି। ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ କଲେଜ ପରିସରରେ ତୀବ୍ର ଅସନ୍ତୋଷ ଓ ବିବାଦ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ,…

BMC Raids Gupchup Factory in BBSR: ରାଜଧାନୀରେ ଅସ୍ବାସ୍ଥ୍ୟକର ଗୁପଚୁପ୍ କାରବାର: ବିଏମସିର ଚଢ଼ାଉ

ରାଜଧାନୀ ଭୁବନେଶ୍ୱରରେ ଖାଦ୍ୟ ସୁରକ୍ଷାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ। ବିଏମସିର ଖାଦ୍ୟ ସୁରକ୍ଷା ଟିମ୍ ସହରର ବିଭିନ୍ନ ଗୁପଚୁପ୍ ପ୍ରସ୍ତୁତି କାରଖାନା ଗୁଡ଼ିକରେ ହଠାତ୍ ଚଢ଼ାଉ ଓ ତଦାରଖ କରିଛନ୍ତି। ଏହି ଯାଞ୍ଚ ସମୟରେ…

विपक्षी दलों के विरोध के बीच 42 पूर्व जजों का खुला पत्र, EC को बदनाम करने की कोशिशों पर जताई चिंता

मुख्य चुनाव आयुक्त ज्ञानेश कुमार के ख़िलाफ़ विपक्ष के बढ़ते विरोध के बीच, 42 पूर्व जजों ने एक कड़ा खुला पत्र जारी किया है। इसमें उन्होंने चुनाव आयोग, न्यायपालिका और…

CBI Arrests Eklavya School Principal: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ନୂଆପଡ଼ା ଏକଲବ୍ୟ ବିଦ୍ୟାଳୟର ଅଧ୍ୟକ୍ଷ; ଗିରଫ କଲା ସିବିଆଇ

ନୂଆପଡ଼ା ଜିଲ୍ଲାସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଲାଞ୍ଚ କାରବାର ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ; ବିଦ୍ୟାଳୟରେ ‘ଆସିଷ୍ଟାଣ୍ଟ ନର୍ସ ମିଡ଼ୱାଇଫରୀ’ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ଚାକିରି ଅବଧି…

Indigo’s Direct Flight BBSR to Pune: ଅକ୍ଟୋବର ୨୫ରୁ ଭୁବନେଶ୍ୱର-ପୁଣେ ଇଣ୍ଡିଗୋ ବିମାନ ସେବା ଆରମ୍ଭ

ଭୁବନେଶ୍ୱରରୁ ମହାରାଷ୍ଟ୍ରର ପୁଣେ ସହରକୁ ଯାତାୟାତ କରୁଥିବା ବିମାନ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଆସନ୍ତା ଅକ୍ଟୋବର ୨୫ ତାରିଖରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣେ ପାଇଁ ପ୍ରସିଦ୍ଧ ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ର ନୂତନ ଉଡ଼ାଣ…

IAS Gavali Parag Will Return to Odisha: ଓଡ଼ିଶାକୁ ଫେରିବେ ଆଇଏଏସ୍‌ ଗାଭାଲି ପରାଗ ହର୍ଷଦ

୨୦୧୩ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀ ଗାଭାଲି ପରାଗ ହର୍ଷଦଙ୍କୁ କାର୍ଯ୍ୟକାଳ ପୂର୍ବରୁ ମୂଳ କ୍ୟାଡର ଓଡ଼ିଶାକୁ ଫେରାଇବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ନିଯୁକ୍ତି ସମିତି (ଏସିସି) ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ବର୍ତ୍ତମାନ ସେ କେନ୍ଦ୍ର…