Category: ତାଜା ଖବର

ମାଲକାନଗିରିରେ ନାବାଳିକାକୁ ଦୁଷ୍କର୍ମ

ମାଲକାନଗିରିରେ ଲଜ୍ଜ୍ୟା । ମାଲକାନଗିରି ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ସାଙ୍ଗର ଜନ୍ମଦିନରେ ଯୋଗ ଦେବାକୁ ଯାଉଥିବା ବେଳେ ଗଣଦୁଷ୍କର୍ମ ଶିକାର ହୋଇଛନ୍ତି ନାବାଳିକା । ସଦରରୁ ଜୟପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜା…

ସିବିଏସଇର ବଡ଼ ନିଷ୍ପତ୍ତି; ସ୍କୁଲରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ

ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସବସେ) । ବୋର୍ଡ ପକ୍ଷରୁ ତା’ର ନିୟମରେ କିଛି ସଂଶୋଧନ କରି ସ୍କୁଲଗୁଡ଼ିକରେ ରିୟଲ ଟାଇମ, ଅଡିଓ ଏବଂ ଭିଡିଓ ରେକର୍ଡିଂ ସହିତ କ୍ୟାମେରା…

ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼

ଜଗଦୀପ ଧନଖଡ଼ ଆଜି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିକଟକୁ ଜଗଦୀପ ଧନଖଡ଼ ଇସ୍ତଫା ପତ୍ର ପଠାଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ରରେ…

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ରାଜଭବନରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା । ତେବେ ରାଜ୍ୟପାଳଙ୍କୁ କାହିଁକି ଭେଟିଛନ୍ତି ତାହା ଜଣାପଡ଼ିନାହିଁ। ରାଜ୍ୟରେ ବଢୁଥିବା ଆଇନଶୃଙ୍ଖଳା ସ୍ଥିତି ଓ…

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍‌ ଅଚ୍ୟୁତାନନ୍ଦନଙ୍କ ପରଲୋକ

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍‌ ଅଚ୍ୟୁତାନନ୍ଦନଙ୍କ ପରଲୋକ । ୧୦୧ ବର୍ଷ ବୟସରେ ଆଖି ବୁଜିଲେ ଭି.ଏସ୍‌ ଅଚ୍ୟୁତାନନ୍ଦନ । ଏ ନେଇ ସିପିଆଇ(ଏମ) ପକ୍ଷରୁ ସୂଚନା ମିଳିଛି । ଅଚ୍ୟୁତାନନ୍ଦନ ଦୀର୍ଘ ସମୟ ଧରି ରୋଗାଗ୍ରସ୍ତ ରହିଥିଲେ । ୨୩…

ଛାତ୍ରୀ ନିର୍ଯାତନା ମାମଲା; ସ୍ୱାମୀ ଅରୂପାନନ୍ଦ କଲେଜ ଅଧ୍ୟକ୍ଷଙ୍କୁ ନୋଟିସ୍‌

ଜଗତସିଂହପୁର ସ୍ୱାମୀ ଅରୂପାନନ୍ଦ କଲେଜ ଅଧ୍ୟକ୍ଷଙ୍କୁ ନୋଟିସ । ଜନ ଶୁଣାଣି ପୋର୍ଟାଲରେ ଆସିଥିବା ଅଭିଯୋଗ ଆଧାରରେ ନୋଟିସ୍‌ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ନୋଟିସ୍‌ ଦିଆଯାଇଥିବା ଜଣାପଡିଛି । ଅଭିଯୋଗର ଆକ୍ସନ ନେଇ ୩ ଦିନ ଭିତରେ ତଥ୍ୟ ଦେବାକୁ…

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ। ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର, ସୁଲତା ଦେଓ ଓ ନିରଞ୍ଜନ ବିଶି ଙ୍କୁ ନେଇ ଗଠିତ ବିଜେଡିର ଏକ ପ୍ରତିନିଧି ଦଳ ଆଜି…

ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା

ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ୨ ଜଣଙ୍କୁ ହାଣି ହତ୍ୟା କଲେ ମାଓବାଦୀ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ଅତି ନିର୍ମମ ହତ୍ୟା କଲେ ମାଓବାଦୀ। ଦୁଇ ମୃତକ ଛୁଟବାଇ ଗାଁର ଯୋଗା କୱାସୀ ଓ…

ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ

ଉଦିତ ପ୍ରଧାନ ନିଲମ୍ବିତ । ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ । ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବନ କଲେ ଜାତୀୟ ଯୁବ କଂଗ୍ରେସ ସଭାପତି ।…

ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଗିଂ ମାମଲା: ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ

ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ଅନ୍ତେବାସୀଙ୍କୁ ରାଗିଂ ଅଭିଯୋଗ ପରେ ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ । ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ରଙ୍କ ରାଗିଂ ଅଭିଯୋଗ ପରେ ଆଣ୍ଟି ରାଗିଂ କମିଟି ପକ୍ଷରୁ ନିଆଗଲା…