Category: ତାଜା ଖବର

ରାହୁଲଙ୍କୁ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ: ଥାନାରେ ଏତଲା ଦେବେ ରାଜ୍ୟ କଂଗ୍ରେସ କର୍ମୀ

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାଁରେ ବିଜେପି ଓ ତା’ର ସହଯୋଗୀ ଦଳର ନେତାମାନେ ବିବାଦୀୟ ମନ୍ତବ୍ୟ ଅଭିଯୋଗ ଘଟଣାରେ ସାରା ଦେଶରେ କଂଗ୍ରେସର ପ୍ରତିବାଦ ଆରମ୍ଭ ହୋଇଛି । ସେହିପରି ବିବାଦୀୟ ମନ୍ତବ୍ୟ ଅଭିଯୋଗ ବିରୋଧ କରି…

ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା ବଦଳିବ। ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା। ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ନବୀକରଣ କାମ ଚାଲିଛି। ଖୁବଶୀଘ୍ର ସରକାରୀ ବାସଭବନକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସିବେ। ଏଜିରୁ ରାଜଭବନ ଭବନ…

ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ଯକୁ ମିଳିଲା ୨୫ କୃଷ୍ଣସାର ମୃଗ

ଦ୍ବିତୀୟ ପର୍ଯ୍ୟାୟରେ ନନ୍ଦନକାନନରୁ ଆସିଛି ୨୫ କୃଷ୍ଣସାର ମୃଗ। ନନ୍ଦନକାନନରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢ଼ିବାରୁ ସ୍ଥାନାନ୍ତର ହୋଇଛି। ଜୁନ ୧୮ରେ ୧୦ଟି କୃଷ୍ଣସାର ମୃଗ ସ୍ଥାନାନ୍ତର ହୋଇଥିଲା।

୩୬ ଫୁଟ୍‌ ବୋରୱେଲକୁ ଖସିପଡ଼ିଲା ୨ ବର୍ଷର ଶିଶୁକନ୍ୟା

ରାଜସ୍ଥାନ ଦୌସା ଜିଲ୍ଲା ବନ୍ଦିକୁଇ ଅଞ୍ଚଳରେ ପୁଣି ଏକ ଅଘଟଣ ଘଟିଛି। ୩୬ ଫୁଟ୍‌ ବୋରୱେଲକୁ ୨ ବର୍ଷର ଶିଶୁକନ୍ୟା ଖସିପଡିଛି। ମଙ୍ଗଳବାର ଖେଳୁଥିବା ବେଳେ ବୋରୱେଲରେ ଖସିପଡିଛି। କାଲି ରାତିରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶିଶୁକୁ ଅକ୍ସିଜେନ…

ନାବାଳିକାର ମୃତଦେହ ଉଦ୍ଧାର; ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍କୁଲ ନିକଟସ୍ଥ ଏକ ଟାୱାରର ପାଚେରୀ ପାଖରୁ ଜନୈକା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ସକାଳେ ନାବାଳିକା ଜଣଙ୍କ ଶୌଚ ହେବାକୁ ଯାଉଛି କହି ଯାଇଥିଲା। ହେଲେ ଆଉ ଘରକୁ ଫେରିନଥିଲା। ପରିବାର ଲୋକେ…

ସମ୍ବଲପୁରୀ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ

କଳାହାଣ୍ଡି ଜିଲା ଭବାନୀପାଟଣାରେ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ରହିଛି। ତେବେ ସ୍କ୍ରବ୍‌ ଟାଇଫସ୍‌ ନୁହେଁ, ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ…

ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ୍‌ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା କରିଛନ୍ତି । କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ଧାନର ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ…

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ଗାଇଡଲାଇନ ଜାରି

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ନେଇ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି। ଡାକ୍ତର, ଛାତ୍ରଛାତ୍ରୀ ଓ ସ୍ବାସ୍ଥ୍ୟସେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଗାଇଡଲାଇନ ଉଦ୍ଦିଷ୍ଟ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଆରଜି କର ମେଡିକାଲ…

ଗୁରୁଚରଣ ଦାସ ୱାଟକୋର ଏମ୍‌ଡି

ଜନସ୍ବାସ୍ଥ୍ୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଗୁରୁଚରଣ ଦାସ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି।ଗୁରୁଚରଣଙ୍କୁ ୱାଟକୋ ଏମ୍‌ଡି ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି। ଗୁରୁଚରଣ ୱାଟକୋ ଡିଭିଜନ-୨ର ଜେନେରାଲ ମ୍ୟାନେଜର ଦାୟିତ୍ବରେ ଥିଲେ।

ପୁଅକୁ ଧରି ଭାର୍ଗବୀ ନଦୀକୁ ଡେଇଁଲେ ମା’

ପିପିଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛୋଟ ପୁଅକୁ ଧରି ଭାର୍ଗବୀ ନଦୀକୁ ଡେଇଁ ପଡ଼ିଲେ ମା’। ପିପିଲି ରାସ୍ତାର ହରିପୁରଠାରେ ଭାର୍ଗବୀକୁ ପୁଅକୁ ଧରି ମା’ ଡେଇଁ[ପଡ଼ିବା ପରେ ଉଭୟଙ୍କ ମୃତ୍ୟୁ ହୋଇଛି। ତେବେ ମା’-ପୁଅଙ୍କୁ ମୃତ ଅବସ୍ଥାରେ…