ତାଜା ଖବର ଦେଶ ମମତା ବାନାର୍ଜୀଙ୍କୁ ଝଟ୍କା; ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଲେ ସୁପ୍ରିମକୋର୍ଟ April 3, 2025 Papirani ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଛି । ୨୦୧୬ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ପକ୍ଷରୁ ନିଯୁକ୍ତ ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକଙ୍କ…
ତାଜା ଖବର ରାଜ୍ୟ ସ୍ମାର୍ଟ ମିଟରକୁ ନେଇ ସତ୍ୟାଗ୍ରହ କରିବ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ April 3, 2025 Papirani ରାଜ୍ୟରେ ପୁରୁଣା ମିଟର ହଟାଇ ଲଗାଯାଉଛି ସ୍ମାର୍ଟ ମିଟର । ସେଥିପାଇଁ ଖୁବ ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ସ୍ମାର୍ଟ ମିଟର ସତ୍ୟାଗ୍ରହ । ରାଜ୍ୟରେ ପ୍ରିପେଡ଼ ସ୍ମାର୍ଟ ମିଟର ବିରୋଧରେ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ବଡ଼ ନିଷ୍ପତ୍ତି…
ତାଜା ଖବର ଦେଶ ଲୋକସଭାରେ ବିଳମ୍ବିତ ରାତ୍ରିରେ ପାରିତ ହେଲା ୱାକଫ ବିଲ୍ April 3, 2025 Papirani ଲୋକସଭାରେ ଗୃହୀତ ହେଲା ୱାକଫ୍ ସଂଶୋଧନ ବିଲ୍ ।ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ପ୍ରବଳ ବିତର୍କ ପରେ ଲୋକସଭାରେ ଗୃହୀତ ହୋଇଛି ୱାକଫ ସଂଶୋଧନ ବିଲ୍-୨୦୨୫। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ୧୨…
ତାଜା ଖବର ରାଜନୀତି ରାଜ୍ୟ ଇତିହାସ ରଚିଲା ଓଡ଼ିଶା; ସାରା ରାତି ଚାଲିଲା ବିଧାନସଭା April 3, 2025 Papirani ଇତିହାସ ରଚିଲା ଓଡ଼ିଶା ବିଧାନସଭା । ପ୍ରାୟ ଦୁଇ ଦଶନ୍ଧି ପରେ ଗତକାଲିଠୁ ଆଜି ସକାଳ ଯାଏଁ ରାତିତମାମ ଚାଲିଲା ବିଧାନସଭା । ପ୍ରାୟ ୧୨ ଘଣ୍ଟା ଧରି ଚାଲିଲା ଆଲୋଚନା । ଏହାପରେ ପାରିତ ହୋଇଛି ଦୁଇ ଦୁଇଟି ବିଲ୍…
ତାଜା ଖବର ରାଜ୍ୟ ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ; ଖଣି ଲିଜ୍ଧାରୀଙ୍କଠାରୁ ଆଦାୟ ହୋଇପାରିନି ୩୯୬୬ କୋଟି ଟଙ୍କା April 2, 2025 Papirani ସିଏଜି ରିପୋର୍ଟ ଉପସ୍ଥାପନ କଲେ ଏଜି ଅତୁଲ ପ୍ରକାଶ । ଆଜି ବିଧାନସଭାରେ ରିପୋର୍ଟ ଉପସ୍ଥାପନରେ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ କ୍ଷେତ୍ରକୁ ନେଇ ବିସ୍ତୃତ ତଥ୍ୟ ରଖିଲେ ଏଜି । ବିଭିନ୍ନ କ୍ଷେତ୍ର ମଧ୍ୟରେ ଲଘୁ ଖଣିଜ ପଦାର୍ଥ ଖନନରୁ…
ତାଜା ଖବର ରାଜ୍ୟ ୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି ୨୭ ହାତୀ April 2, 2025 Papirani ୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହୋଇଛି ୨୭ ହାତୀଙ୍କ ମୃତ୍ୟୁ । ଏନେଇ ଆଜି ଆଜି ଗୃହରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ବିଜେଡ଼ି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନ ବିଜୁଳି ଆଘାତକାରଣରୁ…
ତାଜା ଖବର ରାଜ୍ୟ ତାତିରୁ ମିଳିବ ଆଶ୍ବସ୍ତି; ଆଗାମୀ ଦୁଇ ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା April 2, 2025 Papirani ରାଜ୍ୟରେ କଲବଲ କରୁଥିବା ଖରା ତାତିରୁ ମିଳିବ ଆଶ୍ୱସ୍ତି। ଆଗାମୀ ଦୁଇ ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୂମାନ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବାରୁ ତାତିର…
ତାଜା ଖବର ରାଜନୀତି ରାଜ୍ୟ ଅନାସ୍ଥାରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା April 2, 2025 Papirani ଅନାସ୍ଥାରେ ହାରିଲେ ବ୍ୟାସନଗର ବିଜେଡି ପୌରାଧ୍ୟକ୍ଷା। ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ହାରିଲେ । ଅନାସ୍ଥା ସପକ୍ଷରେ ୨୦ଟି ଭୋଟ୍ ପଡ଼ିଥିଲା। ଏଥିରେ ୬ ଜଣ କାଉନସିଲର ଅନୁପସ୍ଥିତ ଥିଲେ। ସେଥି ମଧ୍ୟରୁ ବିଜେଡିରୁ ୪ ଜଣ, କଂଗେସରୁ ଜଣେ ଓ…
ତାଜା ଖବର ରାଜ୍ୟ କୀଟ୍ ଛାତ୍ରଙ୍କ ମୃତ୍ୟୁ ମାମଲା: କିଟ୍ ବିରୋଧରେ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା April 2, 2025 Papirani କୀଟ୍ ଛାତ୍ରଙ୍କ ମୃତ୍ୟୁ ମାମଲାରେ କିଟ୍ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା । କିଟକୁ ଏହି ଘଟଣା ପାଇଁ ଦାୟୀ କରି ସେ କହିଛନ୍ତି କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଛି । ଏ ସବୁ…
ତାଜା ଖବର ରାଜ୍ୟ ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍: ପୃଥ୍ବୀରାଜ ହରିଚନ୍ଦନ April 2, 2025 Papirani ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର ଯୋଗୁଁ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି ବୋଲି ଆଜି ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପାଇଁ ଉତ୍ତର ରଖିଛନ୍ତି…