ତାଜା ଖବର ରାଜ୍ୟ ଅମାନିଆ ଗାଡ଼ି ଚାଳକ ସାବଧାନ; ଟ୍ୱିନ ସିଟିରେ ଚାଲିଛି କଡାକଡି ଚେକିଂ February 11, 2025 Papirani ରାଜଧାନୀରେ ଟ୍ରାଫିକ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ। ଏହି ସ୍ପେଶାଲ ଡ୍ରାଇଭରେ ବିଶେଷ କରି ଗାଡ଼ିରେ କଳା କାଚ, ବିକଟାଳ ହର୍ନ, ମୋଡିଫାଏଡ୍ ସାଇଲେନ୍ସରକୁ ଯାଞ୍ଚ କରାଯାଉଛି । ସେହିପରି ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର February 11, 2025 Papirani ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଭିଜିଲନ୍ସ ଚଢ଼ାଉ କରିଛି । ବାଲେଶ୍ୱରର ୪ଟି…
ତାଜା ଖବର ବ୍ୟବସାୟ ପୁଣି ବଢିଲା ସୁନାଦର; ୮୦ ହଜାର ପାର୍ ହେଲା ୨୨ କ୍ୟାରେଟ୍ ସୁନାର ମୂଲ୍ୟ February 11, 2025 Papirani ଆଜି ପୁଣି ବଢିଲା ସୁନାଦର । ଆଜି ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୭୦ ଟଙ୍କା ବଢ଼ିଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୮୦୦ ଟଙ୍କା ବଢ଼ିଛି । ଏବେ ସୁନାଦର…
ତାଜା ଖବର ରାଜ୍ୟ ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ February 11, 2025 Papirani ଆଜିଠୁ ବିଶ୍ବ ପ୍ରସିଦ୍ଧ ୧୫୨ ତମ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ। ଏଥିପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାପୀଠ। ଏଥିପାଇଁ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି। ଏହି ମେଳାରେ ଯୋଗଦେବା ପାଇଁ ରାଜ୍ୟ ଓ ରାଜ୍ୟ…
ତାଜା ଖବର ରାଜ୍ୟ କୋରାପୁଟର ଲକ୍ଷ୍ମୀପୁରରେ ଲଜ୍ଜା; ପାହାଡ ଉପରକୁ ଟେକି ନେଇ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ February 11, 2025 Papirani କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଅଭିଯୋଗ। ଲକ୍ଷ୍ମୀପୁର ବ୍ଳକ ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡା ଗାଁରେ ଘଟିଛି ଏହି ଲଜ୍ଜାଜନକ ଘଟଣା ।ନାଟକ ଦେଖିବା ବେଳେ ପାହାଡ ଉପରକୁ ଟେକି ନେଇ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ…
ତାଜା ଖବର ରାଜ୍ୟ ଜେଏସଡବ୍ଲ୍ୟୁ ଖଣିକୁ ଧସେଇ ପଶିଲେ ସିଆଇଟିୟୁର କର୍ମୀ February 10, 2025 Papirani ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଆଦାନୀ-ଜେଏସଡବ୍ଲ ମେଳି ବିରୋଧରେ ୧୨ଦଫା ଦାବିରେ ସିଆଇଟିୟୁର ରଣହୁଙ୍କାର ଦେଖିବାକୁ ମିଳିଛି । ଜେଏସଡବ୍ଲ୍ୟୁ ଖଣିକୁ ଧସେଇ ପଶିଛନ୍ତି ସିଆଇଟିୟୁର କର୍ମୀ । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ହଜାର ହଜାର ସିଟୁ କର୍ମୀ ଖଣି…
ତାଜା ଖବର ରାଜ୍ୟ ରାଜରାସ୍ତାରେ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକ February 10, 2025 Papirani ନିଜ ହକ ପାଇଁ ରାଜ ରାସ୍ତାକୁ ଓହ୍ଲାଇ ଶିକ୍ଷକ । ସରକାର ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଶିକ୍ଷକଙ୍କ ବହୁ ଦିନର ଦାବି ପୂରଣ କରୁନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଶିକ୍ଷକ। ଜୁନ ୨୦୦୮ରୁ ଡିସେମ୍ବର ୨୦୧୩ ମଧ୍ୟରେ…
ଖେଳ ତାଜା ଖବର ରାଜ୍ୟ ଭୁବନେଶ୍ବର ଛାଡିଲେ ଭାରତ ଓ ଇଂଲଣ୍ଡ ଖେଳାଳି February 10, 2025 Papirani ରାଜଧାନୀ ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଖେଳାଳି । ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି । ବାରବାଟୀରେ ଭାରତର ଗତକାଲି(ରବିବାର) ଦମଦାର ବିଜୟ ପରେ ଆଜି ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି। ହୋଟେଲରୁ କଡା ସୁରକ୍ଷା…
ତାଜା ଖବର ରାଜନୀତି ରାଜ୍ୟ ବାରବାଟୀ ମ୍ୟାଚବେଳେ ବିଜୁଳି ବିଭ୍ରାଟ ମାମଲା: କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ବିଜେଡି February 10, 2025 Papirani ଗତକାଲି ବାରବାଟୀରେ ଖେଳାଯାଉଥିବା ଭାରତ ଇଂଲଣ୍ଡ ମ୍ୟାଚ ଚାଲିଥିବା ବେଳେ ବାରବାଟୀ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ଘଟଣା ନେଇ ଏବେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାରେ କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି…
ତାଜା ଖବର ଦେଶ ଆଜିଠୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି February 10, 2025 Papirani ଆଜିଠୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନିମନ୍ତ୍ରଣକ୍ରମେ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ସହ ପ୍ୟାରିସରେ ଆୟୋଜିତ ଏଆଇ ଆକ୍ସନ ସମିଟରେ…