ତାଜା ଖବର ଦେଶ ବିଶ୍ୱ ମୋଦି ଓ ଟ୍ରମ୍ପଙ୍କ ସାକ୍ଷାତ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ; ବିଭିନ୍ନ ଚୁକ୍ତି ଓ ପ୍ରସଙ୍ଗ ଉପରେ ଦେଲେ ସୂଚନା February 14, 2025 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ବିଭିନ୍ନ ଚୁକ୍ତି ଓ ପ୍ରସଙ୍ଗ ଉପରେ ସୂଚନା ଦିଆଯାଇଛି । ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ସାକ୍ଷାତ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ February 14, 2025 Papirani ଦୁଇ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପାଇଁ ଆମେରିକାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହ୍ୱାଇଟ୍ ହାଉସରେ ଭେଟ ହୋଇଛି । ଟ୍ରମ୍ପଙ୍କର କ୍ଷମତା ଗ୍ରହଣ କରିବା ପରେ…
ତାଜା ଖବର ରାଜନୀତି ରାଜ୍ୟ ଆଦିବାସୀ ନାବାଳିକାଙ୍କ ଗଣବଳାତ୍କାର ଘଟଣା; ଲକ୍ଷ୍ମୀପୁର ଗସ୍ତ କଲା ବିଜେଡି ଟିମ February 13, 2025 Papirani ଲକ୍ଷ୍ମୀପୁରରେ ନାବାଳିକା ଆଦିବାସୀ ଝିଅକୁ ଗଣବଳାତ୍କାର ଅଭିଯୋଗର ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରିବା ପାଇଁ ଗୁରୁବାର ବିଜେଡିର ଏକ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ କୋରାପୁଟର ଲକ୍ଷ୍ମୀପୁର ଗସ୍ତ କରିଛି। ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ୍, କୌଶଲ୍ୟା ହିକକା, ସସ୍ମିତା ମେଲେକା,…
ତାଜା ଖବର ରାଜ୍ୟ ଏଡିଇଓଙ୍କ ପାଖରୁ ମିଳିଲା କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି February 13, 2025 Papirani କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଷୋୟୀଙ୍କ ପାଖରୁ ମିଳିଲା କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି । ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ହୋଇଥିବା ଚଢ଼ଉରେ ଏହି ସମସ୍ତ ସ୍ଥାବର ଅସ୍ଥାବର…
ତାଜା ଖବର ରାଜନୀତି ରାଜ୍ୟ କାମ ଆମର କ୍ରେଡିଟ୍ ନେଉଛି ବିଜେପି ସରକାର: ନବୀନ February 13, 2025 Papirani ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ସରକାରଙ୍କୁ ନେଇ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି ବିଭିନ୍ନ ଯୋଜନାରେ ସଫଳତା ଆମ ସରକାର ଆଣିଲା କିନ୍ତୁ ଏବେ…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ହ୍ବୁସିଲ୍ ମାରିଲେ ଖଣ୍ଡ ଖଣ୍ଡ ହୋଇଯିବ ବିଜେଡି: ଜୟନାରାୟଣ ମିଶ୍ର February 13, 2025 Papirani ଆଜି ବିଧାନସଭା ପ୍ରବେଶ ଦ୍ବାରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ବିଧାନସଭା ସମ୍ମୁଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଗିଦ କରିଥିବା କଥା ଏବେ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ପ୍ରତିକ୍ରିୟାରେ…
ତାଜା ଖବର ରାଜନୀତି ରାଜ୍ୟ ନବୀନଙ୍କ ତାଗିଦ ପରେ ସନାଙ୍କ ପ୍ରତିକ୍ରିୟା; ବିଜେଡି ସହ ଅଛି, ରହିଛି ଏବଂ ରହିବି February 13, 2025 Papirani ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତାଗିଦ ପରେ ପ୍ରତିକ୍ରିୟା ଦେଇଛନ୍ତି ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ । ସେ କହିଛନ୍ତି ବିଜେଡି ସହ ଅଛି, ରହିଛି । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି ଏବଂ…
ତାଜା ଖବର ରାଜ୍ୟ ୫ ବର୍ଷ ମଧ୍ୟରେ ପୂରଣ କରାଯିବ ୧.୫ ଲକ୍ଷ ସରକାରୀ ଚାକିରି February 13, 2025 Papirani ଓଡ଼ିଶା ବିଧାନସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶ । ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିଭାଷଣରେ କହିଛନ୍ତି ଆମ ଓଡିଶା ଖଣିଜ ସମ୍ପଦରେ ଭରପୂର। ଓଡିଶା ନିଜ ଐତିହ୍ୟ ଏବଂ କୀର୍ତ୍ତିରାଜିକୁ ନେଇ ପରିଚିତ। ଗରିବ, ଯୁବକ, ଅନ୍ନଦାତା…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟସଭାରେ ଉପସ୍ଥାପନ ହେଲା ୱକଫ୍ ଉପରେ ଜେପିସିର ରିପୋର୍ଟ February 13, 2025 Papirani ସଂସଦରେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଆଜି ଶେଷ କାର୍ଯ୍ୟ ଦିବସ। ଏହି ଅବସରରେ ୱକଫ୍ (ସଂଶୋଧନ) ବିଧେୟକ ଉପରେ ବିଚାର କରୁଥିବା ସଂଯୁକ୍ତ ସଂସଦୀୟ ସମିତି (ଜେପିସି)ର ରିପୋର୍ଟ ଆଜି ରାଜ୍ୟସଭାରେ ଉପସ୍ଥାପନ କରାଯାଇଛି। ରାଜ୍ୟସଭାରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭାରେ ଚମ୍ପୁଆ ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିତ; ବିଜେପି ଆଡ଼କୁ ଯାଉଛନ୍ତି କି କହି କଲେ ତେରଛା ବାଣ February 13, 2025 Papirani ଆଜି ବିଧାନସଭାର ବଜେଟ ଅଧିବେଶନରେ ଆରମ୍ଭ ହୋଇଥିବା ବେଳେ । ସେଠାରେ ପହଞ୍ଚୁ ପହଞ୍ଚୁ ଚମ୍ପୁଆ ବିଜେଡି ବିଧାୟକଙ୍କ ଉପରେ ବର୍ଷିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକଙ୍କୁ ତାଗିତ କରି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି…