ତାଜା ଖବର ଦେଶ ପହଲଗାମ୍ ପୀଡିତଙ୍କୁ ମିଳିବ ନିଶ୍ଚୟ ନ୍ୟାୟ; ଦେଶବାସୀକୁ ଭରସା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ April 27, 2025 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକ୍ରମରେ ପହଲଗାମ ଆକ୍ରମଣ ବିଷୟରେ ଆଲୋଚନା କରି ଆତଙ୍କୀ ହମ୍ଲାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏହି…
ତାଜା ଖବର ଦେଶ ଭାରତ ଝେଲମ ନଦୀ ପାଣି ଛାଡ଼ିବା ପରେ ପାକିସ୍ତାନରେ ବନ୍ୟା ସ୍ଥିତି; ଭାରତକୁ ଦାୟୀ କଲା ପାକିସ୍ତାନ April 27, 2025 Papirani ପହଲଗାମ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାକୁ ଲାଗିଛି। ଝେଲମ ନଦୀ ପାଣି ଭାରତ ଛାଡିଦେବାକୁ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର ଛକୋଟି ବୋର୍ଡରରୁ ମୁଜାଫରବାଦ ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।…
ତାଜା ଖବର ରାଜ୍ୟ ନିର୍ମାଣାଧୀନ ଘରୁ ୪ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର; ଅଶ୍ଳୀଳ ଭିଡିଓ ଦେଖି ଦୁଷ୍କର୍ମ ପରେ ହତ୍ୟା April 27, 2025 Papirani ନିର୍ମାଣାଧୀନ ଘରୁ ଉଦ୍ଧାର ହେଲା ୪ ବର୍ଷ ଶିଶୁକନ୍ୟାର ମୃତଦେହ । ସାନଖେମୁଣ୍ଡି ବ୍ଲକ ଖଲିଙ୍ଗିରେ ଘଟିଛି ଅଭାବନୀୟ ଘଟଣା । କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା । ଅଭିଯୁକ୍ତକୁ କାଳିଆ ଷଣ୍ଢକୁ ଗିରଫ କଲା ପାଟପୁର ଥାନା ପୋଲିସ…
ତାଜା ଖବର ରାଜ୍ୟ କୋଲକାତା ଗଲା କାଳ ବୈଶାଖୀ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ଅଟକିଥିବା ୨ଟି ଫ୍ଲାଇଟ April 27, 2025 Papirani ଭୁବନେଶ୍ୱର ବିମାନ ବନ୍ଦର ଉତ୍ତେଜନା ପରେ କୋଲକାତା ଗଲା ଭୁବନେଶ୍ୱର ବିମାନ ବନ୍ଦରରେ ଅଟକିଥିବା ୨ଟି ଫ୍ଲାଇଟ । କାଳ ବୈଶାଖୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗତକାଲିଠୁ ଅବତରଣ କରିଥିଲା କୋଲକାତା ଯାଉଥିବା ବିମାନ। ୧୨ ଘଣ୍ଟା ପରେ…
ତାଜା ଖବର ରାଜ୍ୟ ଇଣ୍ଡିଆ ଷ୍ଟିଲ୍ ସମ୍ମିଳନୀ ୨୦୨୫ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଓଡ଼ିଶାରେ ପ୍ରତିଷ୍ଠା ହେବ ଷ୍ଟିଲପ୍ଲାଣ୍ଟ April 25, 2025 Papirani ମୁମ୍ବାଇ ଗସ୍ତରେ ଶିଳ୍ପପତିଙ୍କୁ ଭେଟିବା ସହ ଓଡ଼ିଶା ଆସି ପୁଞ୍ଜିନିବେଶ କରିବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଆଜି ମୁମ୍ବାଇର ବମ୍ବେ ପ୍ରଦର୍ଶନୀ କେନ୍ଦ୍ରରେ ଆରମ୍ଭ ଇଣ୍ଡିଆ ଷ୍ଟିଲ୍ ୨୦୨୫ ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ…
ତାଜା ଖବର ଦେଶ ରାଜନୀତି ପହଲଗାମରେ ଆତଙ୍କୀ ଆକ୍ରମଣରେ ଆହତଙ୍କୁ ଭେଟିଲେ ରାହୁଲ ଗାନ୍ଧି April 25, 2025 Papirani ଦକ୍ଷିଣ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଶ୍ରୀନଗର ଗସ୍ତ କରିଛନ୍ତି। ସେଠାରେ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଭେଟିବା ପାଇଁ ୯୨ ବେସ ଆର୍ମି ହସ୍ପିଟାଲ…
ତାଜା ଖବର ରାଜ୍ୟ ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ April 25, 2025 Papirani ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ପାକିସ୍ତାନୀ ।ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।…
ତାଜା ଖବର ରାଜ୍ୟ ମିଳିଲାନି ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ; ତାତିଲେ ଲୋକେ April 25, 2025 Papirani ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଦାବିରେ ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍ସିଏଲ୍ର ହିଙ୍ଗୁଳା କୋଇଲା ଖଣିରେ ଚାଲିଛି ଆନ୍ଦୋଳନ । ୧୫ ବର୍ଷ ହେବ ପ୍ରତିଶ୍ରୁତି ଦେଇ ବି ପୂରଣ କରୁନି ଏମସିଏଲ୍। ସେଥିପାଇଁ ତାତିଛନ୍ତି ଲୋକେ ଓ ଆରମ୍ଭ କରିଛନ୍ତି…
ତାଜା ଖବର ରାଜ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ April 25, 2025 Papirani ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ । ଏ ନେଇ ଆଜି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା । ସେ କହିଛନ୍ତି ଜିନତ ଓ ଯମୁନାକୁ ମିଶାଇ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ…
ତାଜା ଖବର ଦେଶ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଶାହଙ୍କ ଆଲୋଚନା; ନିଜ ରାଜ୍ୟରେ ଥିବା ପାକିସ୍ତାନୀଙ୍କୁ ଚିହ୍ନଟ କରି ବିଦା କରିବାକୁ ନିର୍ଦ୍ଦେଶ April 25, 2025 Papirani ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ବଢ଼ିବାରେ ଲାଗିଛି । ଘନ ଘନ ହାଇଲେବୁଲ ବୈଠକ କରାଯାଇଛି । ଏହି ସମୟରେ ଗୃହ ମନ୍ତ୍ରାଳୟର ବଡ଼ ପଦକ୍ଷେପ ନେଇଛି । ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ…