ତାଜା ଖବର ମନୋରଞ୍ଜନ ଆଇସିୟୁରୁ ବାହାରିଲେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ January 17, 2025 Papirani ସୁସ୍ଥ ହେଉଛନ୍ତି ବଲିଉଡ୍ ସୁପର୍ଷ୍ଟାର ଅଭିନେତା ସୈଫ୍ ଅଲ୍ଲୀ ଖାନ୍। ତାଙ୍କୁ ଆଇସିୟୁରୁ ସ୍ପେଶାଲ ୱାର୍ଡ଼କୁ ସିଫ୍ଟ କରାଯାଇଥିବା ସୂଚନା ମିଳିଛି। ଏହା ସହ ୩ ଦିନ ଭିତରେ ସୈଫ୍ ଡିସଚାର୍ଜ ହୋଇପାରନ୍ତି । ତାଙ୍କ ଚଲାବୁଲା ଉପରେ ସପ୍ତାହେ ପର୍ଯ୍ୟନ୍ତ…
ତାଜା ଖବର ମନୋରଞ୍ଜନ ସୈଫ ଅଲ୍ଲୀଙ୍କ ସ୍ପାଇନରୁ ବାହାରିଲା ୨.୫ ଇଞ୍ଚ୍ ର ଛୁରୀ January 16, 2025 Papirani ବଲିଉଡ ଅଭିନେତା ସୈଫ ଅଲ୍ଲୀଙ୍କ ସ୍ପାଇନରୁ ବାହାରିଲା ୨.୫ ଇଞ୍ଚର ଛୁରୀ । ଏହା ସହ ସୈଫ ଅଲ୍ଲୀ ଖାନଙ୍କୁ ଘରେ ପଶି ଦୁର୍ବୃତ୍ତ ଆକ୍ରମଣ ଘଟଣାରେ ପୋଲିସର ତନାଘନା ଜାରିରହିଛି। ଏଥିରେ ସାମିଲ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ…
ତାଜା ଖବର ମନୋରଞ୍ଜନ ବଲିଉଡ଼ର ଅଭିନେତା ସୈଫ ଅଲି ଖାନ୍ଙ୍କୁ ଛୁରାମାଡ଼ January 16, 2025 Papirani ବଲିଉଡ଼ର ବିଶିଷ୍ଟ ଅଭିନେତା ସୈଫ ଅଲି ଖାନ୍ଙ୍କୁ ଆକ୍ରମଣ। ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଛନ୍ତି। ପାଖାପାଖି ୨ରୁ ୩ ଥର ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି। ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଆକ୍ରମଣ…
ତାଜା ଖବର ମନୋରଞ୍ଜନ ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ January 3, 2025 Papirani ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ହାଇଦ୍ରାବାଦରେ ପୁଷ୍ପା-୨ ପ୍ରିମିୟର ଶୋ ବେଳେ ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ମିଳିଛି ନିୟମିତ ଜାମିନ୍ । ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି ହାଇଦ୍ରାବାଦ କୋର୍ଟ ।…
ତାଜା ଖବର ମନୋରଞ୍ଜନ ରାଜ୍ୟ ବିଶ୍ୱର ସବୁଠୁ ବଡ ସାଣ୍ଟା କ୍ଲଜ ନିର୍ମାଣ କରି ବିଶ୍ୱ ରେକର୍ଡ଼ କଲେ ସୁଦର୍ଶନ ପଟ୍ଟନାୟକ December 25, 2024 Nirvay କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳାରେ, ବିଶ୍ୱର ସର୍ବବୃହତ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରି ୱାଲ୍ଡ ରେକର୍ଡ଼ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାର,…
ଦେଶ ମନୋରଞ୍ଜନ ତେଲେଙ୍ଗାନା ହାଇକୋର୍ଟରୁ ଅଲ୍ଲୁ ଅର୍ଜୁନଙ୍କୁ ଜାମିନ December 13, 2024 Nirvay ତେଲେଙ୍ଗାନା ହାଇକୋର୍ଟରୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ମିଳିଛି। ଆଜି ସକାଳେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହଜାତକୁ ପଠାଯିବା ସହ ନାମାପଲ୍ଲୀ କୋର୍ଟରୁ ଅଲ୍ଲୁଙ୍କ ଜାମିନ ଆବେଦନ ଖାରଜ କରାଯାଇଥିଲା। ପୁଷ୍ପା…
ତାଜା ଖବର ମନୋରଞ୍ଜନ ଗିରଫ ହେଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ December 13, 2024 Papirani ଗିରଫ ହେଲେ ଟଲିଉଡ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ‘ପୁଷ୍ପା ୨’ ଚଳଚ୍ଚିତ୍ର ସାରା ଦେଶରେ ଧମାଲ୍ କରୁଥିବା ବେଳେ ଏପଟେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ହାଇଦ୍ରାବାଦ ପାଲିସ । ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ କରାଯାଇଛି। ପୂର୍ବରୁ…
ତାଜା ଖବର ଦେଶ ମନୋରଞ୍ଜନ ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ଅଲ୍ଲୁ ଅର୍ଜୁନ December 7, 2024 Papirani ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ଯୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ସେ ନିଜ ସୋସିଆଲ ମିଡ଼ିଆ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ…
ତାଜା ଖବର ମନୋରଞ୍ଜନ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବଲିଉଡ୍ ପ୍ରଯୋଜିକା ଏକତା କପୁର December 3, 2024 Papirani ବିଧାନସଭାରେ ପହଞ୍ଚିଲେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ରର ପ୍ରଯୋଜିକା ଏକତା କପୁର ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଧାନସଭାରେ ଭେଟି ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ଏହା ସହ ଚଳଚ୍ଚିତ୍ରଟିକୁ ଦେଖିବା ଲାଗି…
ତାଜା ଖବର ମନୋରଞ୍ଜନ ରାଜ୍ୟ ଓଡ଼ିଶାରେ ‘ଦି ସାବରମତି ରିପୋର୍ଟ’ ଚଳଚ୍ଚିତ୍ର ହେଲା ଟିକସମୁକ୍ତ November 28, 2024 Papirani ଚର୍ଚ୍ଚାରେ ରିଲିଜ୍ ହୋଇଥିବା ବିକ୍ରାଣ୍ଟ ମାସେଙ୍କ ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’। ୨୦୦୨ର ବହୁ ଚର୍ଚ୍ଚିତ ଗୁଜୁରାଟର ଗୋଧ୍ରା କାଣ୍ଡକୁ ନେଇ ପର୍ଯ୍ୟବେସିତ ହୋଇଥିବା ଚଳଚ୍ଚିତ୍ର ‘ସାବରମତି ରିପୋର୍ଟ’କୁ ଓଡ଼ିଶାରେ ଟିକସମୁକ୍ତ କରାଯାଇଛି। ଫଳରେ ରାଜ୍ୟର…