Category: ମନୋରଞ୍ଜନ

ପରଲୋକରେ ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତି

ଆଉ ନାହାନ୍ତି ଓଡ଼ିଆ ସିନେମା ଜଗତର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି । ୬୬ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଇହଧାମ ପରିତ୍ୟାଗ କରିଛନ୍ତି ଉତ୍ତମ । ଗତ କିଛି ଦିନ ହେଲା ଲିଭର ସିରୋସିସ…

ପ୍ରଥମ ଫିଲ୍ମ ସାଇନ କଲେ କୁମ୍ଭମେଳା ଭାଇରଲ ଗାର୍ଲ ମୋନାଲିସା

ମହାକୁମ୍ଭ ୨୦୨୫ ରେ ଇନ୍ଦୋରର ମାଳା ବିକୁଥିବା ଝିଅ ମୋନାଲିସାର ନିଆରା ଆଖିକୁ ନେଇ ଏବେ ଅନେକେ ଚର୍ଚ୍ଚା ହେଉଛି । ସେ ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ମହାକୁମ୍ଭରେ ରୁଦ୍ରାକ୍ଷ ଏବଂ ମୁକ୍ତା ହାର ବିକ୍ରି କରୁଥିଲେ । ତେବେ…

କପିଲ ଶର୍ମା ସହ ଆଉ ୩ ଜଣ ବଲିଉଡ କଳାକାରଙ୍କୁ ଆସିଲା ହତ୍ୟା ଧମକ 

ବଲିଉଡର ନାମିଦାମୀ କଳାକାରଙ୍କୁ ଆସିଲା ହତ୍ୟା ଧମକ । ପ୍ରସିଦ୍ଧ ହାସ୍ୟ ଅଭିନେତା କମେଡି କିଙ୍ଗ୍ କପିଲ ଶର୍ମା ଏବଂ ବଲିଉଡ ଅଭିନେତା ରାଜପାଲ ଯାଦବ, କୋରିଓଗ୍ରାଫର ରେମୋ ଡିସୁଜା ଏବଂ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରଙ୍କୁ ଦିଆଯାଇଛି ହତ୍ୟା ଧମକ…

ଆଇସିୟୁରୁ ବାହାରିଲେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍

ସୁସ୍ଥ ହେଉଛନ୍ତି ବଲିଉଡ୍ ସୁପର୍‌ଷ୍ଟାର ଅଭିନେତା ସୈଫ୍ ଅଲ୍ଲୀ ଖାନ୍। ତାଙ୍କୁ ଆଇସିୟୁରୁ ସ୍ପେଶାଲ ୱାର୍ଡ଼କୁ ସିଫ୍ଟ କରାଯାଇଥିବା ସୂଚନା ମିଳିଛି। ଏହା ସହ ୩ ଦିନ ଭିତରେ ସୈଫ୍ ଡିସଚାର୍ଜ ହୋଇପାରନ୍ତି । ତାଙ୍କ ଚଲାବୁଲା ଉପରେ ସପ୍ତାହେ ପର୍ଯ୍ୟନ୍ତ…

ସୈଫ ଅଲ୍ଲୀଙ୍କ ସ୍ପାଇନରୁ ବାହାରିଲା ୨.୫ ଇଞ୍ଚ୍ ର ଛୁରୀ

ବଲିଉଡ ଅଭିନେତା ସୈଫ ଅଲ୍ଲୀଙ୍କ ସ୍ପାଇନରୁ ବାହାରିଲା ୨.୫ ଇଞ୍ଚର ଛୁରୀ । ଏହା ସହ ସୈଫ ଅଲ୍ଲୀ ଖାନଙ୍କୁ ଘରେ ପଶି ଦୁର୍ବୃତ୍ତ ଆକ୍ରମଣ ଘଟଣାରେ ପୋଲିସର ତନାଘନା ଜାରିରହିଛି। ଏଥିରେ ସାମିଲ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ…

ବଲିଉଡ଼ର ଅଭିନେତା ସୈଫ ଅଲି ଖାନ୍‌ଙ୍କୁ ଛୁରାମାଡ଼

ବଲିଉଡ଼ର ବିଶିଷ୍ଟ ଅଭିନେତା ସୈଫ ଅଲି ଖାନ୍‌ଙ୍କୁ ଆକ୍ରମଣ। ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଛନ୍ତି। ପାଖାପାଖି ୨ରୁ ୩ ଥର ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି। ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଆକ୍ରମଣ…

ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ହାଇଦ୍ରାବାଦରେ ପୁଷ୍ପା-୨ ପ୍ରିମିୟର ଶୋ ବେଳେ ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ମିଳିଛି ନିୟମିତ ଜାମିନ୍ । ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି ହାଇଦ୍ରାବାଦ କୋର୍ଟ ।…

ବିଶ୍ୱର ସବୁଠୁ ବଡ ସାଣ୍ଟା କ୍ଲଜ ନିର୍ମାଣ କରି ବିଶ୍ୱ ରେକର୍ଡ଼ କଲେ ସୁଦର୍ଶନ ପଟ୍ଟନାୟକ

କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳାରେ, ବିଶ୍ୱର ସର୍ବବୃହତ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରି ୱାଲ୍ଡ ରେକର୍ଡ଼ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାର,…

ତେଲେଙ୍ଗାନା ହାଇକୋର୍ଟରୁ ଅଲ୍ଲୁ ଅର୍ଜୁନଙ୍କୁ ଜାମିନ

ତେଲେଙ୍ଗାନା ହାଇକୋର୍ଟରୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ମିଳିଛି। ଆଜି ସକାଳେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହଜାତକୁ ପଠାଯିବା ସହ ନାମାପଲ୍ଲୀ କୋର୍ଟରୁ ଅଲ୍ଲୁଙ୍କ ଜାମିନ ଆବେଦନ ଖାରଜ କରାଯାଇଥିଲା। ପୁଷ୍ପା…

ଗିରଫ ହେଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ଗିରଫ ହେଲେ ଟଲିଉଡ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ‘ପୁଷ୍ପା ୨’ ଚଳଚ୍ଚିତ୍ର ସାରା ଦେଶରେ ଧମାଲ୍ କରୁଥିବା ବେଳେ ଏପଟେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ହାଇଦ୍ରାବାଦ ପାଲିସ । ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ କରାଯାଇଛି। ପୂର୍ବରୁ…