Category: ମନୋରଞ୍ଜନ

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ

ଇଡି ସ୍କାନରରେ ସୁପର ଷ୍ଟର୍ ମହେଶ ବାବୁ। ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ସମନ।ହାଇଦ୍ରାବାଦର ୨ଜଣ ରିଅଲ ଇଷ୍ଟେଟ ଫାର୍ମରେ ମନି ଲଣ୍ଡରିଂ ଘଟଣାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅପ୍ରେଲ ୨୭ରେ ହାଇଦ୍ରାବାଦ ସ୍ଥିତ ଇଡ଼ି…

ପରଲୋକରେ ବଲିଉଡ୍‌ ଅଭିନେତା ମନୋଜ କୁମାର

ଚଳଚ୍ଚିତ୍ର ଜଗତରେ ଖୁବ୍ ଜଣାଶୁଣା ‘ଭାରତ କୁମାର’ ନାମରେ ପରିଚିତ ଭାରତୀୟ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନୋଜ କୁମାରଙ୍କ ପରଲୋକ। ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବଲିଉଡର ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ପରଲୋକ ହୋଇଛି । ମୁମ୍ବାଇର…

ଅନଲାଇନ୍ ବେଟିଂ ଆପ୍‌ ପ୍ରଚାର କରି ଫସିଲେ ୨୫ ସାଉଥ୍ କଳାକାର; ମାମଲା ରୁଜୁ

ଅନଲାଇନ ବେଟିଂ ଆପର ପ୍ରଚାର କରି ଫସିଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର । ବେଆଇନ ବେଟିଂ ଆପ୍ ପ୍ରଚାର ଅଭିଯୋଗରେ ମୋଟ୍ ୨୫ କଳାକାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଏହି କଳାକାରଙ୍କ ମଧ୍ୟରେ ରାଣା ଦଗୁବତୀ,…

ୟୁଟ୍ୟୁବର ତପି ମିଶ୍ର ଗିରଫ

ୟୁଟ୍ୟୁବର ସରୋଜ ମିଶ୍ର ଓରଫ୍ ତପି ମିଶ୍ର ଗିରଫ । ସୋସିଆଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଗିରଫ । ଇନ୍‌ଫୋସିଟି ଥାନା ପୋଲିସ ତପି ମିଶ୍ରଙ୍କୁ ଗିରଫ କରିଥିବା ସୂଚନା । ନୂଆ ଓଡ଼ିଆ ଫିଲ୍ମ ‘ଘମାଘୋଟ’ ବିଷୟରେ ଗଣମାଧ୍ୟମକୁ…

ଶ୍ବେତଗଙ୍ଗା ପୁଷ୍କରିଣୀରେ ଉତ୍ତମଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ

ପୁରୀ ଶ୍ବେତଗଙ୍ଗା ପୁଷ୍କରିଣୀରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରାଯାଇଛି। ପୁଅ ବାବୁସାନ ଆଜି ପରିବାର ସହ ଶ୍ବେତଗଙ୍ଗା ପୁଷ୍କରିଣୀ ଯାଇ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ବାବୁ ସାନଙ୍କ ସହ ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ଉପସ୍ଥିତଥିବାର…

ବିବାହ ବନ୍ଧନରେ ବାନ୍ଧିହେଲେ ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଲା

ବିବାହ ବନ୍ଧନରେ ବାନ୍ଧିହେଲେ ଅନୁଭବ ମହାନ୍ତି, ଜାଗ୍ରତି ଶୁକ୍ଲା । ସାମ୍ନାକୁ ଆସିଲା ବାହାଘର ବେଳର ଫଟୋ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଦ୍ଵିତୀୟ ଥର ପାଇଁ ବିବାହ କରିଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ।…

କୋରାପୁଟରେ ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଅଭିନୀତ ଫିଲ୍ମର ସୁଟିଂ ଆରମ୍ଭ

ଏସ ଏସ ରାଜମୌଲିଙ୍କ ଆଗାମୀ ଫିଲ୍ମ ‘ଏସଏସଏମବି୨୯’ ପାଇଁ କୋରାପୁଟର ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ ମନୋରମ ତଳମାଳି ପାହାଡ଼ରେ ସୁଟିଂ ଆରମ୍ଭ ହୋଇଛି । ସାଉଥ୍‌ର ପ୍ରଖ୍ୟାତ ନିର୍ଦ୍ଦେଶକ ଏସଏସ୍‌ ରାଜାମୌଲୀ, ଦକ୍ଷିଣ ସୁପରଷ୍ଟାର ମହେଶ ବାବୁ ଓ ଟିମ୍‌ର ଅନ୍ୟ…

ଅନୁଭବ ମହାନ୍ତି ଓ ଜାଗୃତିଙ୍କର ସରିଲା ନିର୍ବନ୍ଧ

ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ଲୋକସଭା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତି ଖୁବଶୀଘ୍ର ପୁଣି ଥରେ ବାହା ହେବେ । ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହୋଇଛି । ଓଲିଉଡ ସୁପରଷ୍ଚାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କର ନିର୍ବନ୍ଧ…

ଭୁବନେଶ୍ୱର ବାସଭବନରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର ବାସଭବନରେ ପହଞ୍ଚିଲା ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ୬୬ ବର୍ଷ ବୟସରେ ଚିରବିଦାୟ ନେଇଛନ୍ତି ଉତ୍ତମ । ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାର ବାସଭବନକୁ ଅଣାଯାଇଛି ଉତ୍ତମଙ୍କ ପାର୍ଥିବ ଶରୀର । ବାସଭବନରେ ହେବ ଅନ୍ତିମ…

ସତ୍ୟନଗର ଶ୍ମଶାନରେ ହେବ ଉତ୍ତମ ମହାନ୍ତିଙ୍କ ଶେଷ କୃତ୍ୟ

ଆଜି ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।…