Category: ସମ୍ପାଦକୀୟ

ବିଜୁ ଜନତା ଦଳରେ ଅସ୍ତିତ୍ବ ସଂକଟ

ବିକୁ ପରିବାର ଅବଧାରଣା (କନ୍‌ସେପ୍ଟ)ରେ ଜନତା ଦଳକୁ ବିଭାଜିତ କରି ଜନ୍ମ ନେଇଥିଲା ବିଜୁ ଜନତା ଦଳ । ଏଥିପାଇଁ ବିଜୁଭକ୍ତ ନେତାମାନେ ନିଜନିଜର ଦକ୍ଷତା ଅପେକ୍ଷା ଭରସା କରିଥିଲେ ବିଜୁ ପୁତ୍ର ନବୀନଙ୍କ ଉପରେ । ନେତାମାନଙ୍କ ମଧ୍ୟରେ ପାରସ୍ପରିକ…

ଆତ୍ମଘାତୀ ଗୋଲ୍; ୧୯୯୧ରୁ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସକୁ ତାରିଖ ବଦଳାଇଲେ ମୋହନ ସରକାର

ପଞ୍ଚାୟତିରାଜ ଦିବସ ବିବାଦ ଆପେକ୍ଷିକ କି ଅନାପେକ୍ଷିକ, ତାହା ବଡ଼ ତର୍କର ବିଷୟ ହୋଇଯାଇଛି । ଅନାସକ୍ତ ଭାବେ ଏବଂ ସମ୍ପୂର୍ଣ ରାଜନୈତିକ ଦୃଷ୍ଟିକୋଣରୁ ବାହାରି ଏହାକୁ ବିଚାର କରିବା ଯଥାର୍ଥ ହେବ । ଅନୁଚିତ ବିବାଦ ଦ୍ବାରା ଅନିଚ୍ଛା ସତ୍ତ୍ୱେ…

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଆୟୁଷ୍ମାନ ଭାରତକୁ ନେଇ ସୂଚନା ଦେଲେ

ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର ପରେ ଆଜି ଦିଲ୍ଲୀରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ମିଳିବ ନିରନ୍ତର ଚିକିତ୍ସା ସୁବିଧା । ୭୦ ବର୍ଷରୁ…

ସରକାର ନିୟନ୍ତ୍ରଣମୁକ୍ତ କେବେ ହେବ ମନ୍ଦିର ?

ତିରୁପତିଙ୍କ ଦର୍ଶନକୁ ଯଉଁମାନେ ଯାଆନ୍ତି ସେମାନଙ୍କର ଦୁଇଟି ଇଚ୍ଛା ଥାଏ। ଗୋବିନ୍ଦା ଶ୍ରୀନିବାସଙ୍କ ମନଭରି ଦର୍ଶନ । ଘରକୁ ତିରୁପତି ଲଡୁ ଅଣାଯାଏ। ଆଖପାଖ ପରିବାରଙ୍କୁ ବଣ୍ଟା ଯାଏ । ସମସ୍ତଙ୍କର ଇଚ୍ଛା ଥାଏ ତିରୁପତି ଦର୍ଶନରୁ ଫେରିଲେ ଆଣିଥିବେ ଲଡୁ…

ଓଡ଼ିଶା ବଜେଟରେ ଓଡ଼ିଆ ଅସ୍ମିତାର ସ୍ପର୍ଶ: ମହାପୁରୁଷଙ୍କୁ ସମ୍ମାନ

ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଥିବା ବେଳେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ…

ବାଉଁଶ କହେ ମୁଁ ଶୀଘ୍ର ଉଠେ

ପ୍ରଣତି ଆଚାର୍ଯ୍ୟ ମିଶ୍ର(ନୟାଗଡ଼): ଜଳବାୟୁ ପରିବର୍ତନ ହେଉଛି ସବୁଠାରୁ ଗମ୍ଭୀର ବୈଶ୍ବିକ ସମସ୍ୟା । ଯାହା ସମଗ୍ର ବିଶ୍ବର ଇକୋସିଷ୍ଟମ, ଅର୍ଥନୀତି ଏବଂ ଜୀବ ସମୁଦାୟକୁ ପ୍ରଭାବିତ କରେ । ବିଭିନ୍ନ ଦେଶ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ କାର୍ବନ…

ବିଜେଡିର ନ୍ୟାରେଟିଭ ସୃଷ୍ଟି ଆରମ୍ଭ, ବିଜେପି ଚୁପ୍

ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଛି। ବିଜେଡି ୨୪ ବର୍ଷ ଧରି ଶାସକ ଦଳରେ ରହିବା ପରେ ଏବେ ବିରୋଧୀ ଦଳ ଭାବେ କାମ କରିବ। ବିଜେପି ସବୁବେଳେ ବିରୋଧୀ ଦଳରେ ରହିଆସିଛି। ବିରୋଧୀ ଦଳରେ ରହି ସ୍ୱର…

ଅରୁଣଙ୍କ ପତ୍ତା କାଟିଲେ ବବି!

ବିଜେଡି ସତ୍ତା ହରାଇବା ପଛରେ ଭି.କେ. ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ (ବବି ଦାସ)ଙ୍କୁ ମଧ୍ୟ ଲୋକ ଦାୟୀ କରୁଛନ୍ତି। କାରଣ ଏମାନେ ହିଁ ଦଳର ମୁଖ୍ୟ ଥିଲେ। ପାଣ୍ଡିଆନ ନେତୃତ୍ୱ ନେଉଥିବା ବେବେ ବବି ତାଙ୍କୁ ସବୁ କାମରେ…

ବାଲେଶ୍ୱର ହିଂସା: କାହାର ଏ ଷଡ଼ଯନ୍ତ୍ର ?

ବାଲେଶ୍ୱରରେ ସାମ୍ପ୍ରଦାୟିକ ହିଂସା ପଛରେ ଆଉ ଷଡ଼ଯନ୍ତ୍ର ରହିନି ତ ? ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଥିବା ବେଳେ ଶପଥ ଗ୍ରହଣ କରୁ କରୁ ତାକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଜଣାପଡୁ଼ଛି।…

NEET (ନିଟ)କୁ ନେଇ ହରଡ଼ଘଣାରେ ମୋଦି ସରକାର

ଚଳିତ ବର୍ଷ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ NEET (ନିଟ) ପରୀକ୍ଷାରେ ଅନିୟମିତତା ଦେଖିବାକୁ ମିଳିଛି। ନିଟ୍ ପରୀକ୍ଷାଫଳ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିବା ସହ ପରୀକ୍ଷାକୁ ରଦ୍ଦ କରିବା ସହ…