Category: ବ୍ୟବସାୟ

L. Murugan Resigns: ମନ୍ତ୍ରୀ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ଏଲ୍. ମୁରୁଗାନ

କେନ୍ଦ୍ର ସଂସଦୀୟ ବ୍ୟାପାର ତଥା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗାନ ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ତାମିଲନାଡୁରେ ବିଜେପି ପାଇଁ ପୂର୍ଣ୍ଣକାଳୀନ କାମ…

Merchant UPI Fees Deferred Till Post-Diwali: ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା UPI ମର୍ଚାଣ୍ଟ ଫି’

ଚଳିତ ପାର୍ବଣ ଋତୁରେ ଡିଜିଟାଲ୍‌ କାରବାର କରୁଥିବା ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ୟୁପିଆଇ ମାଧ୍ୟମରେ ହେଉଥିବା ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍’ ବା ମର୍ଚାଣ୍ଟ ଫି’…

India’s Retail Inflation Rises: ବେଲଗାମ ଦରବୃଦ୍ଧି: ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ୫.୫୪ ପ୍ରତିଶତକୁ ବୃଦ୍ଧି

ଦେଶରେ ପୁଣି ଥରେ ଦରଦାମ୍ ବୃଦ୍ଧି ଚିନ୍ତା ବଢ଼ାଇଛି। ଭାରତ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସର ମୁଦ୍ରାସ୍ଫୀତି ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ସେପ୍ଟେମ୍ବର ମାସରେ ମୁଦ୍ରାସ୍ଫୀତି ହାର ୫.୫୪% କୁ ବୃଦ୍ଧି ପାଇଛି। ଏହା ରିଜର୍ଭ ବ୍ୟାଙ୍କ…

Accused Injured in Police Encounter: ନୟାପଲ୍ଲୀ ଦୁଷ୍କର୍ମ ମାମଲା: ପୋଲିସ ଏନ୍‌କାଉଣ୍ଟରରେ ଅଭିଯୁକ୍ତ ଆହତ

ଭୁବନେଶ୍ୱରସ୍ଥିତ ନୟାପଲ୍ଲୀରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସ ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଗିରଫ କରିଛି । ତାଙ୍କୁ ଧରିବା ପାଇଁ ପୋଲିସ ଚଢ଼ଉ କରୁଥିବା ବେଳେ ସେ ଖସିଯିବାକୁ ଉଦ୍ୟମ କରି ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ…

OMFED Price Hike: ଅକ୍ଟୋବର ୪ରୁ ମହଙ୍ଗା ହେବ ଓମ୍‌ଫେଡ୍‌ କ୍ଷୀର; ବଢ଼ିଲା ଲିଟର ପିଛା ଦର

ରାଜ୍ୟବାସୀଙ୍କୁ ଲାଗିବାକୁ ଯାଉଛି ମହଙ୍ଗା ମାଡ଼ । ଆସନ୍ତା ଅକ୍ଟୋବର ୪ ତାରିଖରୁ ଓଡ଼ିଶାରେ ଓମ୍‌ଫେଡ୍ କ୍ଷୀରର ଦର ବୃଦ୍ଧି ପାଇବାକୁ ଯାଉଛି । ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ ବର୍ଗର କ୍ଷୀର ପ୍ୟାକେଟ୍‌ ଉପରେ ଦର ବୃଦ୍ଧି ନେଇ ଘୋଷଣା…

UPI Fee Dispute: ୟୁପିଆଇ ଦ୍ବନ୍ଦ୍ବ: ବ୍ୟବସାୟୀ ଅସନ୍ତୁଷ୍ଟ, ଫେରିବେ କି ନଗଦକୁ ?

ନୂଆ ୟୁପିଆଇ ନିୟମକୁ ନେଇ ବଡ଼ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ବିଶେଷ କରି ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ଶୁଳ୍କ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଥିଲା ବେଳେ ଗ୍ରାହକମାନେ ମଧ୍ୟ ସ୍ପଷ୍ଟ ନୁହଁନ୍ତି । ଯଦିଓ ସରକାର…

No charges on UPI transactions up to Rs 2,000: ୨ ହଜାର ଟଙ୍କା ପର୍ଯ୍ୟନ୍ତ UPI ଏବଂ RuPay ନେଣଦେଣ ଶୁଳ୍କମୁକ୍ତ କଲେ କେନ୍ଦ୍ର ସରକାର

ଡିଜିଟାଲ୍ କାରବାରକୁ ଅଧିକ ଲୋକପ୍ରିୟ ଓ ସୁଲଭ କରିବା ପାଇଁ କେନ୍ଦ୍ର ସରକାର ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସ୍ବତନ୍ତ୍ର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ୨,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁନିଫାଇଡ୍ ପେମେଣ୍ଟସ୍…

Odisha’s Investment Pitch: ବୈଦେଶିକ ପୁଞ୍ଜି ନିବେଶ ଓଡ଼ିଶାକୁ ଦେବ ନୂଆ ଗତି: ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆବୁଧାବି ଓ ଦୁବାଇରେ ଅନୁଷ୍ଠିତ ସେପ୍ଟେମ୍ବର ୯ ରୁ ୧୧ ତିନି ଦିନିଆ ‘ୟୁଏଇ ନିବେଶକ ସମ୍ମିଳନୀ’ ସଫଳତାର ସହ ଶେଷ ହୋଇଛି। ଏହି ଗସ୍ତ କାଳରେ ଓଡ଼ିଶାକୁ ପ୍ରାୟ ୨,୪୩,୦୬୨ କୋଟି ଟଙ୍କାର…

Former Boudh IIC Transferred Again: ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ଅଭିଯୋଗ; ପୁଣି ବଦଳିଲେ ବୌଦ୍ଧର ପୂର୍ବତନ ଆଇଆଇସି ନଳିନୀକାନ୍ତ ଦାସ

ବୌଦ୍ଧ ଥାନାର ପୂର୍ବତନ ଆଇଆଇସି ନଳିନୀକାନ୍ତ ଦାସଙ୍କୁ ପୁଣି ଥରେ ବଦଳି କରାଯାଇଛି। ପୋଲିସ୍ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସେଣ୍ଟ୍ରାଲ୍ ରେଞ୍ଜ ଆଇଜି ଅଫିସକୁ ବଦଳି କରାଯାଇଥିବା ଜଣାପଡ଼ିଛି। ମାତ୍ର ୧୫ ଦିନ ମଧ୍ୟରେ ନଳିନୀକାନ୍ତଙ୍କର ଏହା ଦ୍ୱିତୀୟ…