ଭାରତରେ ବଢ଼ୁଥିବା ଲୋକସଂଖ୍ୟା ଦୃଷ୍ଟିରୁ ୨୦୩୬ ସୁଦ୍ଧା ଦେଶରେ ଲୋକସଂଖ୍ୟା ଦେଢ଼ଶହ କୋଟି ଟପିବବୋଲି ଆକଳନ କରାଯାଇଛି। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଆସନ୍ତା ୨୦୩୬ ମସିହାରେ ଭାରତର ଲୋକସଂଖ୍ୟା ହେବ ୧୫୨ କୋଟି ୨୦ ଲକ୍ଷକୁ ଟପିବ। ତେବେ ପୁରୁଷ-ମହିଳା ଲିଙ୍ଗଗତ ଅନୁପାତ ସାମାନ୍ୟ ବୃଦ୍ଧି ଘଟିବ । ୨୦୧୧ରେ ୧୦୦୦ ପୁରୁଷରେ ୯୪୩ ମହିଳା ଥିବା ବେଳେ ୨୦୩୬ରେ ୯୫୨ ହେବ ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *