ବେଆଇନ ଆପାର୍ଟମେଣ୍ଟକୁ ନେଇ ବିଏମ୍‌ସି ମେୟର ସୁଲୋଚନା ଦାସ ମନ୍ତବ୍ୟ ଦେଇଛନ୍ତି । ସରକାର ଚିଠି କଲେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ ବୋଲି ଶ୍ରୀମତୀ ଦାସ କହିଛନ୍ତି। ସରକାରଙ୍କ ଯାହା ନିଷ୍ପତ୍ତି ନେବେ ବିଏମ୍‌ସି ତାକୁ ମାନିବ। ଆପାର୍ଟମେଣ୍ଟ ଭାଙ୍ଗିଲେ ସେହି ଅନୁଯାୟୀ କ୍ଷତିପୂରଣ ମଧ୍ୟ ଦେବାକୁ ପଡ଼ିବ। ବିଏମ୍‌ସି ପାଖରେ କ୍ଷତିପୂରଣ ଦେବାକୁ ପଇସା ନାହିଁ । ସରକାର ଯଦି କ୍ଷତିପୂରଣ ବାବଦ ଅର୍ଥ ଦେବେ, ଆମେ ଅନୁମତି ପାଇଲେ ଭାଙ୍ଗିଦେବୁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *