ଆଜି ବସିବ ବିଜେଡିର ଶୃଙ୍ଖଳା କମିଟି ବୈଠକ । ଶଙ୍ଖ ଭବନରେ ବସିବ ଶୃଙ୍ଖଳା କମିଟି ବୈଠକ । ଆଜି ଅପରାହ୍ଣ ୫ଟାରେ ଶଙ୍ଖଭବନରେ ବିଜେଡି ଶୃଙ୍ଖଳା କମିଟି ବୈଠକ। ଶୃଙ୍ଖଳା କମିଟି ବୈଠକରେ ଉପସ୍ଥିତ ରହିବେ କମିଟିର ୭ ସଦସ୍ୟ । ଦେବୀ ମିଶ୍ର, ଚନ୍ଦ୍ରଶେଖର ସାହୁ, ସାରଦା ଜେନା ରହିବେ ଉପସ୍ଥିତ ।

ଏହି ବୈଠକରେ ବିଶୃଙ୍ଖଳିତ ନେତାଙ୍କ ପାଇଁ SOP ପ୍ରସ୍ତୁତ କରିପାରେ ଶୃଙ୍ଖଳା କମିଟି। ନିଲମ୍ୱନ ତଥା କାର୍ଯ୍ୟାନୁଷ୍ଠାନ ଦାୟିତ୍ଵ ଜିଲ୍ଲା ସଭାପତିଙ୍କୁ ମିଳିପାରେ ।

Leave a Reply

Your email address will not be published. Required fields are marked *