ସୁଭଦ୍ରା ଯୋଜନାକୁ ନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ `ସୁଭଦ୍ରା’ ଟଙ୍କା। ଗୋଟିଏ ପରିବାରରେ ଯେତେ ଜଣ ମହିଳା ଥିଲେ ଟଙ୍କା ମିଳିବ। ପରିବାରରେ ୩ ଜଣ ବା ୪ ଜଣ ମହିଳା ଥାଆନ୍ତୁ, ସମସ୍ତେ ସୁଭଦ୍ରା ଟଙ୍କା ପାଇବେ। ବିଧବା, ଛାତ୍ରବୃତ୍ତି ପାଉଥିବା ଝିଅଙ୍କୁ ମିଳିବ `ସୁଭଦ୍ରା’ ଟଙ୍କା। ମାନଦଣ୍ଡ ପୂରଣ କରୁଥିବା ପରିବାରର ସବୁ ମହିଳା ଟଙ୍କା ପାଇବେ ।

Leave a Reply

Your email address will not be published. Required fields are marked *