balanga-victims-statement-recorded-at-delhi-aiims
ପୁରୀ ଜିଲ୍ଲା, ନିମାପଡା ବ୍ଲକ ଅନ୍ତର୍ଗତ ବଳଙ୍ଗାରେ ନାବାଳିକା ପୋଡ଼ି ଘଟଣାରେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇଛି । କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ସୂଚନା ମିଳିଛି ।
 
ପୀଡ଼ିତାଙ୍କ ବୟାନ ସମ୍ପୂର୍ଣ୍ଣ ଭିଡିଓ ମାଧ୍ୟମରେ ରେକର୍ଡ କରାଯାଇଛି । ବୟାନ ଆଧାରରେ ପୋଲିସର ତଦନ୍ତ ଆରମ୍ଭ ହେବ ।
 
ଏମ୍ସ ଦିଲ୍ଲୀର ଡାକ୍ତର, କ୍ରାଇମବ୍ରାଞ୍ଚ, ପୋଲିସ, ଜଣେ ମାଜିଷ୍ଟ୍ରେଟ୍‌ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୀଡିତା ବଳଙ୍ଗା ଥାନାର ମହିଳା ଏଏସ୍ଆଇ, କ୍ରାଇମବ୍ରାଞ୍ଚ୍ର ଅଧିକାରୀଙ୍କ ଆଗରେ ନିଜର ବୟାନ ରଖିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *