Bakrid Eid Celebrated by Muslims with Devotion and Harmony
ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ବକ୍ରିଇଦ୍ । ଏହାଛଡ଼ା ଏହାକୁ ବଳିଦାନର ପର୍ବ ବୋଲି ମଧ୍ୟ କୁହାଯାଏ । ସାରା ବିଶ୍ୱରେ ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କର ଏହି ପର୍ବ ପାଳନ ହେଉଛି ।
 
ବକ୍ରୀଦ ହେଉଛି ଇସଲାମର ଦ୍ୱିତୀୟ ସବୁଠାରୁ ବଡ଼ ପର୍ବ । ବକ୍ରୀଦ ଦିନ ନମାଜ୍ ପରେ ପଶୁ ବଳି ଦିଆଯାଏ ।
 
ସେବା ଓ ସମର୍ପଣର ଏହି ପବିତ୍ର ଭାଇଚାରାର ପର୍ବ ଇଦ୍ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *