Author: Papi Jena

କଟକରେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ; ଆଇସିୟୁରେ ଭର୍ତ୍ତି

କଟକରେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ପୀଡିତା ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟକର ଶିଶୁ ଭବନର ଆଇସିୟୁରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ବାରଙ୍ଗ ତ୍ରିଶୁଳିଆରୁ ଆସିଛି…

ବ୍ୟାଙ୍କ ଜାଲିଆତିରେ ସଂଶ୍ଳିଷ୍ଟ ଶିଳ୍ପପତି ବିକାଶ ଓ ରବୀନ ମୋହନଙ୍କୁ ଭେଟିଲେ କେମିତି ?

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କର ସିଙ୍ଗାପୁର ଗସ୍ତ ବେଳେ ଶିଳ୍ପପତିମାନେ । ଭେଟିବାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। । ବହୁ ଶିଳ୍ପ ଦ୍ୟୋଗୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। କିନ୍ତୁ ଦୂଇଜଣ ଅତ୍ୟନ୍ତ ବିବାଦୀୟ ଓ ଜାଲିଆତିରେ ସଂଶ୍ଲିଷ୍ଟ ଅଭିଯୋଗ ଥିବା ଶିଳ୍ପପତି…

ଅଡୁଆରେ ବୈକୁଣ୍ଠ ଧାମ ଆଶ୍ରମ: କୁନି ବାବାଙ୍କର ଡାଏରୀରେ ରହିଛି ନିତ୍ୟ କାର୍ଯ୍ୟକ୍ରମ ଓ ପୂଜା ପାଇଁ ୩୫ ହଜାର ଟଙ୍କାର ଫୁଲ

ଖଣ୍ଡଗିରି ଅଞ୍ଚଳରେ ଥିବା ବୈକୁଣ୍ଠ ଧାମ ଆଶ୍ରମ ଓ ଏଠାରେ ପୂଜା ପାଉଥିବା କୁନି ବାବାଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ସରକାରୀ ଜ‌ମିରେ ଆଶ୍ରମ ଶ୍ରମ ଓ ଝିଅଙ୍କ ସହ ଫଟୋ ଟା ଭାଇରାଲ ହେବା ପରେ…

ଭିଜିଲାନ୍ସ ଜାଲରେ ଖାଦ୍ୟ ଯୋଗାଣ ଅଧିକାରୀ

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଖାଦ୍ୟ ଯୋଗାଣ ଅଧିକାରୀ (CSO) ସୁରେଶ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତି…

ହାଇଟେକ୍ ମେଡ଼ିକାଲର ପ୍ରଚାର କରୁଛନ୍ତି ପଦ୍ମମନ୍ତ୍ରୀ !

ସରକାରଙ୍କୁ କାହିଁକି କେଜାଣି ସମସ୍ତେ ଭାରି ହାଲୁକାରେ ନଉଛନ୍ତି । ଶଙ୍ଖ ସରକାର ଅମଳରେ ସମସ୍ତଙ୍କ ଭିତରେ ଡର ଏମିତି ବରଫ ଭଳି ଜମାଟ ବାନ୍ଧି ଯାଇଥିଲା ଯେ ନବୀନ ବାବୁଙ୍କ କଥା ଛାଡନ୍ତୁ, କେଉଁ ଅଫିସରଙ୍କୁ ନେଇ କେହି ଗମାତ…

ମହାରାଷ୍ଟ୍ରର ସମସ୍ତ ଓ ଝାଡ଼ଖଣ୍ଡ ଆସନର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମତଦାନ ଜାରି

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ମତଦାନ ଜାରି ରହିଛି। ଆଜି ଝାଡ଼ଖଣ୍ଡର ୩୮ଟି ବିଧାନସଭା ଆସନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରର ୨୮୮ଟି…

କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୪୦କୁ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା

କ୍ୟାପିଟାଲ୍ ହସ୍ପିଟାଲ୍‌ରେ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା । କ୍ୟାପିଟାଲ ହସ୍ପିଟାଲ୍‌ରେ ରୋଗୀ କଲ୍ୟାଣ ସମିତି ‌ସାଧାରଣ (ଆର୍‌କେଏସ୍‌) ବୈଠକରେ ଆଇସିୟୁ ବେଡ୍ ସଂଖ୍ୟା ବଢ଼ିବା ନେଇ ନିଷ୍ପତ୍ତି ନିଆ ଯାଇଛି । ଏ ନେଇ ସମିତି ଅଧ୍ୟକ୍ଷା ଭୁବନେଶ୍ୱର ସାଂସଦ…

୨୫ରେ ହେବାକୁ ଯାଉଛି ସର୍ବଦଳୀୟ ବୈଠକ

ନଭେମ୍ବର ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ୨୬ ତାରିଖରୁ ଆରମ୍ଭ ହେବାକୁଥିବା ବିଧାନସଭାର ଶୀତକାଳିନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ୨୫ ତାରଖ ଦିନ ହେବାକୁ ଯାଉଛି । ଏହି ବୈଠକ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ…

ଆସୁଛି ଆଉ ଏକ ଲଘୁଚାପ; ପୁଣି ବର୍ଷାରେ ଭିଜିବ ସାରା ରାଜ୍ୟ

ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଆସନ୍ତା ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । କ୍ରମେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୨୩ ସୁଦ୍ଧା ଲଘୁଚାପରେ ପରିଣତ ହେବ ।…

ଧାନ ମଣ୍ଡିକୁ ଦଲାଲ ନଆସିବା ପାଇଁ ହେବ ପାଟ୍ରୋଲିଂ: ସୁରେଶ ପୂଜାରୀ

ଆସନ୍ତାକାଲିଠୁ ବରଗଡ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଧାନ କିଣା ପ୍ରକ୍ରିୟା । କାଲିଠୁ ଧାନ କିଣା ନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇ କହିଛନ୍ତି କାଲିଠୁ ବରଗଡ଼ ଓ ୨୧ରେ ସମ୍ବଲପୁରରେ ଧାନ କିଣା ଆରମ୍ଭ…