Author: Papi Jena

ଲାଞ୍ଚ ଏବଂ ଠକେଇ ଅଭିଯୋଗରେ ଗୌତମ ଆଦାନୀ ହେଲେ ଅଭିଯୁକ୍ତ; ଗିରଫ ୱାରେଣ୍ଟ ଜାରି

ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ ଆମେରିକାରେ ଲାଗିଛି ବଡ ଝଟ୍‌କା । ଆମେରିକୀୟ ନିବେଶକଙ୍କୁ ଠକିବା ଏବଂ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଅଭିଯୋଗ ପରେ ଆମେରିକାର କୋର୍ଟରେ ଏହି ମାମଲାର ଶୁଣାଣି କରି ଗୌତମ…

ସୂରଜଙ୍କୁ ଫୁଲ୍ କ୍ରେଡିଟ୍ ନେବାକୁ ଦେଲେନି ସଂଜୟ

ଆସନ୍ତାବର୍ଷ ଫେବୃଆରୀ ୯ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଆଉ ଅନେକ ବର୍ଷ ପରେ ଦିନିକିଆ ମ୍ୟାଚ୍ ବା ଓ୍ୱାନ ଡେ ମ୍ୟାଚ ଆମର ଖେଳା ଯିବାକୁ ଯାଉଛି…

ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ଜଣେ ମାଓବାଦୀ ମୃତ, ଜଣେ ଯବାନ ଆହତ

ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଆଜି ସକାଳୁ ଗୁଳିବିନିମୟ ହୋଇଛି । ମାଲକାନଗିରି ଜିଲ୍ଲା ଏମ୍ ଭି-୭୯ ଥାନା ଅନ୍ତର୍ଗତ ଜିନ୍ଦେଲଗୁଡା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ…

ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର । ଇଣ୍ଡିଆ-କାରିକମ୍ ସମ୍ମିଳନୀ (୧୯ରୁ ୨୧)ରେ ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦୀଙ୍କୁ ‘ଦି ଡୋମିନିକା ଆୱର୍ଡ ଅଫ୍ ଅନର’ ସମ୍ମାନରେ ସମ୍ମାନିତ କରିଛନ୍ତି।…

ଫେବୃୟାରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା; ପ୍ରକାଶ ପାଇଲା କାର୍ଯ୍ୟସୂଚୀ

ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୮ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ କଳା ଓ ବାଣିଜ୍ୟ ପରୀକ୍ଷା ୧୯ରୁ ଏବଂ ଧନ୍ଦାମୂଳକ ପରୀକ୍ଷା ୨୦ରୁ ଆରମ୍ଭ ହେବ ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା…

କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ୍ ସଂଖ୍ୟା ୪୦ ହେବ

କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ୍ ସଂଖ୍ୟା ୧୬ରୁ ୪୦କୁ ବଢ଼ିବ । କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧ୍ଯକ୍ଷା ତଥା ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଏବେ କ୍ୟାପିଟାଲ ହସପିଟାଲରେ ୧୬ଟି ଆଇସିୟୁ ବେଡ୍ ରହିଛି।…

ରୋଗୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର

ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର ।୨୪ ଘଣ୍ଟା ନିରାମୟ ଔଷଧ କେନ୍ଦ୍ର ଖୋଲା ରଖିବାକୁ ଔଷଧ ନିଗମର ସମୀକ୍ଷା ବୈଠକ ପରେ ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର…

ଖୋଲିଲା ଧାନମଣ୍ଡି: ଶୁଭାରମ୍ଭ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ବରଗଡର ସୋହେଲାରେ ଖୋଲିଲା ଧାନମଣ୍ଡି । ଆଜି ବରଗଡ଼ କଳାପାଣି ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂଜାର୍ଚ୍ଚନା କରିବା ପରେ ଧାନମଣ୍ଡିର ଶୁଭାରମ୍ଭ କରାଯିବା ସହ ଧାନ କିଣା ପ୍ରକ୍ରିୟା ଆରମ୍ଭ…

ବାଘଖିଆଙ୍କୁ ସାମାଜିକ ବାସନ୍ଦ କରାଯାଉ: ପିସିସିଏଫ ସୁଶାନ୍ତ ନନ୍ଦ

ନୂଆପଡାରେ କଲରା ପତରିଆ ବାଘ ମାରି ମାଂସ ଖାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ପ୍ରଥମ ଥର ଲୋକେ ବାଘ ମାରି ମାଂସ ଖାଉଥିବା ଦେଖିବାକୁ ମିଳିଛି । ମହାବଳ ବାଘ ହେଉ କି କଲରାପତରିଆ ଡିଫିକଲ୍ଟ…

ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଫେରାଇଲେ ଆନ୍ଧ୍ର ଦମ୍ପତି

ଦାରିଦ୍ର୍ୟ ଯୋଗୁ ଶିଶୁକନ୍ୟାକୁ ଅନ୍ୟହାତକୁ ଟେକିଦେଲା ମାଆ ଓ ବାପା। ନଭେମ୍ବର ୩ରେ ଜନ୍ମିତ ଶିଶୁକୁ ୧୧ ତାରିଖରେ ବିକିଥିଲେ ଜନ୍ମ କଲା ମାଆ। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଜେକେପୁର ନିକଟସ୍ଥ ନୂଆପଡା ବସ୍ତିରେ ରହୁଥିବା ରାହୁଲ ଧାନବାଡି ଓ…