Author: Papirani

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କରିଛନ୍ତି ଏବଂ ଏହି ଅବସରରେ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଈକୋନୋମିକ…

ବେଙ୍ଗାଲୁରୁରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁର ସିଲିକନ ଭ୍ୟାଲିରେ ୩ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଗୁଡିକ ହେଉଛି ବେଙ୍ଗାଲୁରୁ-ବେଲାଗାଭି, ଅମୃତସର-ମାତା ବୈଷ୍ଣୋ ଦେବୀ କଟରା ଏବଂ ନାଗପୁର -ପୁଣେ ବନ୍ଦେ…

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣା: ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଚରା ଉଚୁରା ପରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ପୋଲିସ ଗିରଫ କରିଛି । ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଥିବା ସୂଚନା ଦେଇଛନ୍ତି…

ବଳଙ୍ଗାରେ କଂଗ୍ରେସର ନାରୀ ନ୍ୟାୟ ପଦଯାତ୍ରା

ଦିନକୁ ଦିନ ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନାକୁ ନେଇ କଂଗ୍ରେସର ନାରୀ ନ୍ୟାୟ ପଦଯାତ୍ରା । ବଳଙ୍ଗାରେ କଂଗ୍ରେସର ‘ନାରୀ ନ୍ୟାୟ’ ପଦଯାତ୍ରା ଆରମ୍ଭ ହୋଇଛି । ବଳଙ୍ଗା ଝିଅକୁ ନ୍ୟାୟ ଦେବା ଏବଂ ନାରୀଙ୍କ ସୁରକ୍ଷା ପାଇଁ କଂଗ୍ରେସ ଦଳର…

ରାଜ୍ୟରେ ଜାରି ରହିଛି ବର୍ଷା; ପୁଣି ଆସୁଛି ଲଘୁଚାପ 

ଆଜି ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଏହି ସମୟରେ ବାଂଲାଦେଶ ଓ ପଶ୍ଚିମ ବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି। ଫଳରେ ଆସନ୍ତା ୧୩ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଉତ୍ତର…

ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ

ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଆୟୋଜିତ ହେଉଛି। ୨୦୧୭ ଏସିଆନ ଆଥଲେଟିକ୍ସର ସଫଳ ଆୟୋଜନ ପରେ ଓଡିଶାରେ ଟ୍ରାକ…

ନାରୀଙ୍କ ପାଇଁ ଅସୁରକ୍ଷିତ ହେଉଛି ଓଡ଼ିଶା; କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର

ଦିନକୁ ଦିନ ଓଡ଼ିଶା ଅସୁରକ୍ଷିତ ହେବାରେ ଲାଗିଛି। ମହିଳା ଓ ଛାତ୍ରୀ ମାନଙ୍କ ପାଇଁ ବାହାରକୁ ଯିବା ବି କଷ୍ଟକର ହୋଇପଡ଼ିଲାଣି। ପ୍ରତିଦିନ ନାରୀ ନିର୍ଯାତନାର ଖବର ଆସୁଛି। କିନ୍ତୁ ସରକାର ଓ ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ। ମହିଳା ମାନଙ୍କୁ ସୁରକ୍ଷା…

ଆୟକର ବିଲ୍‌-୨୦୨୫ ପ୍ରତ୍ୟାହୃତ; ଅଗଷ୍ଟ ୧୧ରେ ନୂଆ ବିଲ୍ ଆଗତ କରିବେ ସରକାର

କେନ୍ଦ୍ର ସରକାର ଆୟକର ବିଲ୍ ୨୦୨୫ କୁ କଲେ ପ୍ରତ୍ୟାହୃତ। ଗତ ଫେବୃୟାରୀ ମାସରେ ଲୋକ ସଭାରେ ଆଗତ ହୋଇଥିବା ଆୟକର ବିଲ୍ ୨୦୨୫ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର। ୨୦୨୫ ଫେବୃଆରୀ ୧୩ରେ ଲୋକସଭାରେ ଛଅ ଦଶନ୍ଧି ପୁରୁଣା ଆୟକର…

କୋଟିଆ ଅଞ୍ଚଳକୁ ଯିବେ ରାଜ୍ୟ ସରକାର: ଉପମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୯ ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ଆସିବ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା । ଆସନ୍ତାକାଲି କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି । ତେବେ ରାଜ୍ୟ ସରକାରଙ୍କ ଫୋକସରେ ଏବେ କୋଟିଆ । ସୁଭଦ୍ରା…

ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ

ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ । ବିଭିନ୍ନ ପଦପଦବୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ନେଇ ଆଜି ସିବିଆଇ ଟିମ୍ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍‌ସ)ରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ଭୁବନେଶ୍ବର ଏମ୍‌ସ ସମେତ ଏକାଧିକ ସ୍ଥାନରେ…