Author: Papirani

ଆସ୍ଥା ଭୋଟ୍ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡଙ୍କୁ ଲାଗିଛି ବଡ଼ ଝଟ୍‌କା । ସଂସଦରେ ଆସ୍ଥା ଭୋଟରେ ହାରି ଯାଇଛନ୍ତି ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ । ବର୍ତ୍ତମାନ ତାଙ୍କର ୧୯ ମାସର ସରକାରର ପତନ ଘଟିଛି।…

ପ୍ରତିବର୍ଷ ଜୁନ୍ ୨୫ରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ପ୍ରତିବର୍ଷ ଜୁନ୍ ୨୫ ତାରିଖରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୭୫…

ଦକ୍ଷିଣ ମୋଡ଼ ନେଲା ୩ ରଥ

ପାଖେଇଆସୁଛି ବାହୁଡ଼ା ଯାତ୍ରା ।ହେରାପଞ୍ଚମୀ ନୀତି ପରେ ଶ୍ରୀମନ୍ଦିର ବାହୁଡିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜ୍ଞାମାଳ ବିଜେ ପରେ ଆଜି ୩ ରଥର ଦକ୍ଷିଣ ମୋଡ଼ କରାଯାଉଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥକୁ ଦକ୍ଷିଣମୋଡ଼ କରାଯାଇଥିବା। ଏହାପରେ ବଡ଼ ଠାକୁରଙ୍କ…

ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ: ସ୍ୱାସ୍ଥ୍ୟ ମନ୍ତ୍ରୀ

ବହୁତଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ୩ଟି ମେଡିକାଲ କଲେଜ । ଯାଜପୁର, କନ୍ଧମାଳ, ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଏହି ସମ୍ପର୍କରେ ଏସସିବି ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଥ‌ିବା ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ…

ବଜେଟ୍ ପାଇଁ ଅନଲାଇନରେ ଆସିଛି ୧୨ ହଜାର ଲୋକଙ୍କ ମତାମତ: ମୁଖ୍ୟମନ୍ତ୍ରୀ

ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଚଳିତବର୍ଷ ଅନଲାଇନ ମାଧ୍ୟମରେ ଆସିଛି ୧୨ ହଜାରରୁ ଅଧିକ ଲୋକଙ୍କ ମତାମତ । ପୂର୍ବ ବର୍ଷ ତୁଳନାରେ ଏହା ୬ ଗୁଣା ଅଧିକ ଆସିଛି ମତାମତ । ଲୋକଙ୍କ ଆଶା…

ନିର୍ବାଚନରେ ବିଜେଡି ଲୋକ ହିଁ ବିଜେଡିକୁ ହରାଇଛି: ନୃସିଂହ ସାହୁ

ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ। ସେ କହିଛନ୍ତି ବିଜେଡି ହିଁ ବିଜେଡିକୁ ହରାଇଛି । ବିଭିନ୍ନ ଜାଗାରେ ମୂଷା ଥିଲେ। ଅନେକ କ୍ଷେତ୍ରରେ ବିଜେଡ଼ି ଲୋକ ବିଜେଡ଼ିକୁ ହିଁ ହରାଇବାକୁ ଲାଗିଥିଲେ । ଜିତିଛୁ, ଜିତିବୁ, ଓଭର…

ଏଏସଓଙ୍କୁ ନିସ୍ତୁକ ମାଡ଼ ସହ ହତ୍ୟା ଧମକ ଦେଲେ ରାଜ୍ୟପାଳଙ୍କ ପୁଅ!

ରାଜଭବନର ଭୁବ କାର୍ଯ୍ୟରତ ବୈକୁଣ୍ଠ ନାଥ ପ୍ରଧାନ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ର ଲଳିତ କୁମାର ନିଜର ୫ ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ…

ତାପଙ୍ଗ ଖଣି ପାଣିରୁ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ

୫ ଦିନ ପରେ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ । ତାପଙ୍ଗ ଖଣି ପାଣିରରେ ଆଜି ସକାଳେ ଓମ୍‌ ପ୍ରକାଶଙ୍କ ମୃତଦେହ ଭାସିଥିବା ବେଳେ ଉଦ୍ଧାର କରାଯାଇଛି । ଓମ୍‌ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।…

ଆସନ୍ତା ୨୫ ତାରିଖରେ ଆସିବ ରାଜ୍ୟ ସରକାରଙ୍କ ପ୍ରଥମ ବଜେଟ

ଆସନ୍ତା ୨୫ ତାରିଖରେ ଆସିବ ରାଜ୍ୟ ସରକାରଙ୍କ ପ୍ରଥମ ବଜେଟ। ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ ହେବାକୁ ଯାଉଛି। ଲୋକସେବା ଭବନରେ ଦିନ ସାଢେ…

ନଦୀରେ ଭାସିଗଲା ୨ଟି ଯାତ୍ରୀବହୀ ବସ୍‌, ୬୩ ଯାତ୍ରୀ ନିଖୋଜ

ପ୍ରବଳ ବର୍ଷା ସାଙ୍ଗରେ ନେପାଳର ନାରାୟଣଗଡ଼-ମୁଗଲିନ ରୋଡ୍‌ ସେକ୍ସନରେ ଭୂସ୍ଖଳନ ହେବାରୁ ୨ଟି ବସ୍‌ ଭାସି ଯାଇଥିବା ବେଳେ ୬୩ଜଣ ନିଖୋଜ ଅଛନ୍ତି। ଖବର ପାଇଁ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ…