Author: Papirani

ଆଜିଠୁ ବିଧାନସଭା ଅଧିବେଶନ ଆରମ୍ଭ

ଆଜିଠୁ ମୋହନ ସରକାରଙ୍କ ଆରମ୍ଭ ହେବ ପ୍ରଥମ ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ । ପୂର୍ବାହ୍ଣ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ବିଧାନସଭା ଚାଲିବ। ଆସନ୍ତା ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ…

ବିଧାନସଭାରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ କରିବୁ: ବିଜେଡି

ଶଙ୍ଖ ଭବନଠାରେ ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ବିଧାନସଭା ଅଧିବେଶନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…

ଶେଷ ହେଲା ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ପୁରୀଠାରେ ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଜି ମୁଁ…

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପଦ୍ମଶ୍ରୀ ଶ୍ରୀମତୀ କମଳା ପୂଜାରୀଙ୍କ ପରଲୋକ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦୀ । ସେ ନିଜ ସୋସିଆଲ ମିଡ଼ିଆରେ ଟୁଇଟ୍ କରି ଲେଖିଛନ୍ତି ଶ୍ରୀମତୀ କମଳା ପୂଜାରୀଙ୍କ ପରଲୋକ ଖବର ଶୁଣି ମୁଁ ମର୍ମାହତ। ଶ୍ରୀମତୀ କମଳା…

ଶଙ୍ଖ ଭବନ ପ୍ରସଙ୍ଗରେ ମୁହଁ ଖୋଲିଲା ବିଜେଡି

ଶଙ୍ଖ ଭବନ ପ୍ରସଙ୍ଗରେ ବିଜେଡିର ପ୍ରେସମିଟରେ ରାଜସ୍ବମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି । ବିଜେଡି କହିଛି ବେଆଇନ ନୁହେଁ ଶଙ୍ଖ ଭବନ । ଶଙ୍ଖ ଭବନକୁ ନେଇ ବିଭ୍ରାନ୍ତି କରାନଯାଉ । ଆଇନ ଆଧାରରେ ନିର୍ମାଣ ହୋଇଛି ଶଙ୍ଖ ଭବନ…

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ତିଥି ଭୋଜନ

ପିଏମ୍ ପୋଷଣ ଯୋଜନା ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ତିଥି ଭୋଜନ। ୧୦୦ ଦିନ ମଧ୍ୟରୁ ଯେକୌଣସି ଗୋଟିଏ ଦିନ କମ୍ୟୁନିଟି ସଦସ୍ୟ କିମ୍ବା ସିଭିଲ୍‌ ସୋସାଇଟି ପକ୍ଷରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଦିଆଯିବ । ଦେଶରେ ଅନ୍ୟ ରାଜ୍ୟରେ…

ରାଜ୍ୟବାସୀ ମର୍ମାହତ ହେବା ପରି କିଛି ନକରନ୍ତୁ ବିଜେପି ସରକାର: ବିଜେଡି

ବିଜେପି ସରକାର ପୂର୍ବରୁ ରହିଥିବା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତନ କରି ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ରଖିବା ପାଇ ଘୋଷଣା କରିବା ପରେ ଏହି ନିଷ୍ପରିକୁ କଡା ବିରୋଧ କରିଛନ୍ତି ବିଜେଡି ବିଧାୟକ ଡ. ଅରୁଣ କୁମାର…

ତଦନ୍ତର ଅନ୍ତର୍ଭୁକ୍ତ ହେବ ଶଙ୍ଖ ଭବନ

ବିଜେଡିର ପାର୍ଟି ଅଫିସ୍ ତଥା ଶଙ୍ଖ ଭବନର ହେବ ତଦନ୍ତ। ରାଜଧାନୀର ଛାତିରେ ବେଆଇନ ଭାବେ ବିଜେଡିର ଶଙ୍ଖ ଭବନ ନିର୍ମାଣ ହୋଇଥିବା ଅଭିଯୋଗ ପରେ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ। ସେ କହିଛନ୍ତି ବିଜେଡିର ଶଙ୍ଖ ଭବନକୁ…

5T ନାଁରେ ବର୍ଷକୁ ୫୦ ହଜାର କୋଟି ଟଙ୍କା ଲୁଟ୍‌ ଅଭିଯୋଗ 

ପୁରୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ପେଟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରେସମିଟ୍ । ସେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛୁ । କ୍ୟାବିନେଟ୍‌ରେ ୯ଟି ପ୍ରସ୍ତାବ ଗ୍ରହଣ କରିସାରିଛୁ । ଶ୍ରୀମନ୍ଦିରର ୪ଟି ଦ୍ବାର ମଧ୍ୟ…

ଦକ୍ଷିଣୀ କମ୍ପାନୀ ମୈତ୍ରୀକୁ ଖଣି ଟେକିବାର ଚକ୍ରାନ୍ତ କରୁଛନ୍ତି ନାଲକୋ ସିଏମଡି !

ଖଣି ଅଞ୍ଚଳର ବିକାଶ, ଖଣି କାର୍ଯ୍ୟ ପାଇଁ ପ୍ରଭାବିତ ହେଉଥିବା ଲୋକେ,ସେଠାକାର ଭିତ୍ତିଭୂମି ବିକାଶ ସହ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଗଠନ ହୋଇଛି ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ)। ଦେଶର ୨୩ଟି ରାଜ୍ୟର ୬୪୫…