Author: Papirani

କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ଭିଡିଓ ମଧ୍ୟରେ କହିଛନ୍ତି , ଏହା ଓଡ଼ିଶା ପାଇଁ ନୈରାଶ୍ୟଜନକ । ନିର୍ବାଚନ ସମୟରେ ବିଜେପିର ନେତା ଓଡିଶାବାସୀଙ୍କୁ…

ନବୀନ ପଟ୍ଟନାୟଙ୍କ ଗିରଫ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଗୃହ…

ସାଢ଼େ ୩ ହଜାର କମିଲା ସୁନା ଦର

ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ସୁନା, ରୁପା ଏବଂ ପ୍ଲାଟିନମରୁ ୬ ପ୍ରତିଶତ କଷ୍ଟମ ଡ୍ୟୁଟି କମିବା ପରେ ସାଢ଼େ ୩ ହଜାର ଟଙ୍କା କମିଛି ସୁନା ଦର ।…

ଇଣ୍ଟର୍ନଶିପ୍ ଯୋଜନା ଦ୍ବାରା ଦୂର ହେବ ଚାକିରୀ ସମସ୍ୟା

ଦେଶରେ ଦିନକୁ ଦିନ ଚାକିରି ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଏବେ କେନ୍ଦ୍ର ସରକାର ଏହାକୁ ନେଇ ତତ୍ପରତା ଦେଖେଇଛନ୍ତି । ଆଜି ୨୦୨୪-୨୫ ଆର୍ଥିକ ବଜେଟ ଉପସ୍ଥାପନ ସମୟରେ ଆଗକୁ ଇଣ୍ଟର୍ନଶିପ୍ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଘୋଷଣା…

ଅନାସ୍ଥା ଭୋଟରେ ହାରିଲେ ଫୁଲବାଣୀ ପୌର ପରିଷଦ ବିଜେପି ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣି ମହାନ୍ତି

ଫୁଲବାଣୀ ମ୍ୟୁନିସିପାଲଟିର ଭାରତୀୟ ଜନତା ପାର୍ଟିର ଅଧକ୍ଷା ଶ୍ରୀମତୀ ସ୍ମିତାରାଣି ମହାନ୍ତି ଅନାସ୍ଥା ଭୋଟ ରେ ବିଜେଡି ଠାରୁ ପରାସ୍ତ ହୋଇଛନ୍ତି । ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣି ମହାନ୍ତିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଅନୁଷ୍ଠିତ…

ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା:ସବୁ ବର୍ଗଙ୍କୁ ଦିଆଯିବ ଗୁରୁତ୍ବ

ଦେଶର ବିକାଶ ଦିଗରେ ଚଳିତ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ କିନ୍ତୁ ଟିକସ ସ୍ଲାବକୁ ଅପରିବର୍ତ୍ତି…

ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍; ୪ ଗୋଷ୍ଠୀଙ୍କୁ ଦିଆଯାଇଛି ପ୍ରାଧାନ୍ୟ

ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଛନ୍ତି ୨୦୨୪-୨୫ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌। ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ…

ଏଏସ୍ଓଙ୍କୁ ମାଡ଼ ଅଭିଯୋଗକୁ ନେଇ ବିଧାନସଭାରେ ହଟ୍ଟଗୋଳ; ଦିନ ସାଢ଼େ ୧୧ ଯାଏଁ ଗୃହ ମୁଲତବି

ବିଧାନସଭାର ସପ୍ତଦଶ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଦ୍ଵିତୟ ଦିନରେ ବି ସରଗରମ ହୋଇଛି ଗୃହ। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଅଭିଯୋଗକୁ ନେଇ ବିଜେଡିର…

ଆଜି ଆସିବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ 

ଆଜି ୧୧ଟାରେ ଆସିବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ଏହା ହେବ ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ…

ଭିଜିଲାନ୍ସ ଜାଲରେ ପଡିଲେ ମତ୍ସ୍ୟ ସମ୍ପଦ ବିଭାଗ ଡେପୁଟି ଡାଇରେକ୍ଟର

ସରକାରୀ ଟଙ୍କା ହଡପ ଅଭିଯୋଗରେ ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗ ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପୁରୁଣା…