ତାଜା ଖବର ଦେଶ ୱାୟନାଡରେ ଭାରତୀୟ ବାୟୁସେନା ଦ୍ବାରା ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି August 1, 2024 Papirani କେରଳର ୱାୟନାଡ ଠାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନକୁ ଦୃଷ୍ଟିରେ ରଖ୍ ଭାରତୀୟ ବାୟୁସେନା (ଆଇଏଏଫ) ପ୍ରଥମ ସହାୟକ ଭାବରେ ଏନଡିଆରଏଫ ଏବଂ ରାଜ୍ୟ ପ୍ରଶାସନ ଭଳି ଅନ୍ୟାନ୍ୟ ଏଜେନ୍ସି ସହ ସମନ୍ୱୟ ରକ୍ଷା କରି ଜୁଲାଇ ୨୪ ସକାଳୁ ଉଦ୍ଧାର ଏବଂ…
ତାଜା ଖବର ରାଜନୀତି ରାଜ୍ୟ ବିଜେପିରେ ଯୋଗଦେଲେ ମମତା ମହନ୍ତ August 1, 2024 Papirani ଆଜି ଦିଲ୍ଲୀରେ ବିଜେପିରେ ଯୋଗଦେଇଛନ୍ତି ମମତା ମହନ୍ତ । କାଲି ରାଜ୍ୟସଭା ସାଂସଦ ପଦ ଓ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ମମତା ମହନ୍ତ । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ଆଜି ସାମିଲ ହୋଇଛନ୍ତି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ପିସିସି ସଭାପତିଙ୍କ ନାମ ଘୋଷଣା ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ଜୟଦେବଙ୍କ ଚିଠି August 1, 2024 Papirani ଓଡ଼ିଶାରେ ତୁରନ୍ତ ପିସିସି ସଭାପତିଙ୍କ ନାମ ଘୋଷଣା କରିବା ପାଇଁ ଖଡ଼ଗେ, ରାହୁଲ ଓ ସୋନିଆଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । କଂଗ୍ରେସ ନେତାଙ୍କୁ ଏକଜୁଟ କରିବାକୁ ସହ ଯିଏ ଦଳକୁ ଆଗକୁ ନେବେ, ତାଙ୍କୁ…
ଖେଳ ତାଜା ଖବର ଦେଶ ବିଶ୍ୱ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ୫୦ ମିଟର ସୁଟିଂ ଇଭେଣ୍ଟରେ ଭାରତରକୁ ମିଳିଲା ବ୍ରୋଞ୍ଜ August 1, 2024 Papirani ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ର ୫୦ ମିଟର ପୁରୁଷ ସୁଟିଂ ଇଭେଣ୍ଟରେ ଭାରତର ତାରକା ସୁଟର ସ୍ଵପ୍ନିଲ କୁସାଲେ ତୃତୀୟ ସ୍ଥାନ ହାସଲ କରି ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ତୃତୀୟ ପଦକ…
ତାଜା ଖବର ରାଜ୍ୟ ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଲା ପୋଲିସ August 1, 2024 Papirani ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନାଙ୍କୁ ରିମାଣ୍ଡରେ ଆଣିଲା ପୋଲିସ । ଦିନିକିଆ ରିମାଣ୍ଡରେ ଆଣି ଘର ସର୍ଚ୍ଚ କରିବା ପାଇଁ ଅଭିଯୁକ୍ତ ଶ୍ରୀଧରଙ୍କୁ ଧଉଳି ପୋଲିସ ଆଣିଥିବା…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ August 1, 2024 Papirani ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପବ୍ଲିକ ଆକାଉଣ୍ଟ ସଂସଦୀୟ କମିଟିରେ ଉଭୟ ସଦନ ରାଜ୍ୟସଭା ଓ ଲୋକସଭାରେ ମୋଟ୍ ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଥିବା ବେଳେ ସେଥିମଧ୍ୟରୁ…
ତାଜା ଖବର ରାଜନୀତି ରାଜ୍ୟ ଦୁର୍ନୀତି ଅଭିଯୋଗରେ ଦୁଇଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର July 31, 2024 Papirani ରାଜ୍ୟରେ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମକୁ ଭାଙ୍ଗିଲେ ରାଜ୍ୟ ସରକାର। ଏଣିକି ରାଜ୍ୟ ସରକାର ଦୁଇଟି ବୋର୍ଡର ବ୍ୟାପାର ବୁଝିବେ ବୋଲି ସମବାୟ ସମିତି ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତାଜା ଖବର ଦେଶ ରାଜନୀତି ରାଜ୍ୟ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ July 31, 2024 Papirani ୨୦୨୦ ମସିହାରେ ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ମମତା ମହନ୍ତ ଆଜି ସାଂସଦ ପଦ ଓ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା ଦେଇଥିବା ରାଜ୍ୟସଭା ଅଧ୍ୟକ୍ଷଙ୍କ ସୂଚନା…
ତାଜା ଖବର ଦେଶ ଚାକିରି ହରାଇଲେ ଟ୍ରେନି ଆଇଏଏସ୍ ପୂଜା ଖେଡକର July 31, 2024 Papirani ଦିନକୁ ଦିନ ଠକେଇ ଏବଂ ଜାଲିଆତି ଘଟଣାରେ ବିବାଦରେ ଘେରି ହୋଇ ରହିଥିବା ଟ୍ରେନି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂଜା ଖେଡକରଙ୍କ ଉପରେ କେନ୍ଦ୍ର ଲୋକସେବା ଆୟୋଗ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୟୁପିଏସସି ତରଫରୁ ତାଙ୍କର…
ତାଜା ଖବର ଦେଶ ରାଜନୀତି ରାଜ୍ୟ ରାଜ୍ଯସଭାରେ ନବୀନଙ୍କ ନୀତିକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ July 31, 2024 Papirani ବିପର୍ଯ୍ଯୟ ମୁକାବିଲାରେ ନବୀନଙ୍କ ନୀତିକୁ ରାଜ୍ଯସଭାରେ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ୱାଏନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ରାଜ୍ଯସଭାରେ ବିରୋଧୀ ଦଳ ଆଗୁଆ ସୂଚନା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହାର ଉତ୍ତରରେ ୱାୟନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ବିବୃତ୍ତିରେ…