ଖେଳ ତାଜା ଖବର ଦେଶ ବିଶ୍ୱ ରୌପ୍ୟ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଫୋନ୍ କରି ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ August 9, 2024 Papirani ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ। ରୌପ୍ୟ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ନୀରଜ ଚୋପ୍ରାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂ । ଫୋନ୍ ମାଧ୍ୟମରେ…
ତାଜା ଖବର ରାଜନୀତି ରାଜ୍ୟ ଖୋଲୁଛି ବବିଙ୍କ ଗୁମର; ୪ ବର୍ଷରେ ୧୧ ସାଂସଦ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା August 9, 2024 Papirani ଯାଜପୁର ଜିଲ୍ଲାକୁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ବର୍ଷାର ଚର୍ଚ୍ଚା ଏବେ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ୪ ବର୍ଷରେ ୧୧ ସାଂସଦ ଯାଜପୁରର ବିକାଶ ପାଇଁ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା। ବିଜେଡି ଦଳ ଓ ସାଂସଦ ପଦରୁ ଇସଫା…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ August 9, 2024 Papirani ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ । ଶ୍ମଶାନ ଉନ୍ନତୀକରଣ କାମର ବିଲ୍ କରାଇବାକୁ ଠିକାଦାରଙ୍କଠୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ମୃତିରଞ୍ଜନ ନାୟକ…
ତାଜା ଖବର ଦେଶ ରାଜନୀତି ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ମିଳିଲା ଜାମିନ୍ August 9, 2024 Papirani ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ୍ ସିସୋଦିଆଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ସୁପ୍ରିମକୋର୍ଟରୁ ମନୀଷଙ୍କୁ ମିଳିଲା ଜାମିନ୍ । ସର୍ବୋଚ୍ଚ ଅଦାଲତ ସିସୋଦିଆଙ୍କୁ ୩ଟି ସର୍ତ୍ତରେ ଜାମିନ୍ ପ୍ରଦାନ କରିଛନ୍ତି । ପ୍ରଥମତଃ, ତାଙ୍କୁ ୧୦ ଲକ୍ଷ…
ତାଜା ଖବର ରାଜନୀତି ରାଜ୍ୟ ଇଭିଏମ ଓ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ ଅଭିଯୋଗ ଆଣିଲା ବିଜେଡି August 9, 2024 Papirani ୨୦୨୪ ନିର୍ବାଚନରେ ବିଜେଡି ପରାଜୟ ହୋଇଛି । ଏବେ ନିର୍ବାଚନର ପ୍ରାୟ ୨ମାସ ପରେ ଇଭିଏମ ଓ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ମତଦାନ ଦିନ ପଡିଥିବା ଭୋଟ…
ତାଜା ଖବର ରାଜନୀତି ରାଜ୍ୟ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାତ୍ରାର ଖର୍ଚ୍ଚକୁ ନେଇ ତଦନ୍ତ ଆରମ୍ଭ August 9, 2024 Papirani ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟରେ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତରେ ହୋଇଥିବା ଖର୍ଚ୍ଚକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ସେ କହିଛନ୍ତି ଭିକେ ପାଣ୍ଡିଆନଙ୍କ ଗସ୍ତରେ କୋଟି କୋଟି ଟଙ୍କା ହେଲିକପ୍ଟର ଖର୍ଚ୍ଚ ହୋଇଛି । ସେ…
ଖେଳ ତାଜା ଖବର ଦେଶ ବିଶ୍ୱ କୁସ୍ତି ସେମିଫାଇନାଲରେ ଭାରତର ଅମନ August 8, 2024 Papirani କୁସ୍ତି ପ୍ରତିଯୋଗିତାରେ ସେମିଫାଇଲାରେ ପହଞ୍ଚିଲେ ଅମନ ସହରାୱତ । ୫୭ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଆଲବେନିଆର ଜେଲିମଖାନ ଏବକୋରଭଙ୍କୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।ଅଲବାନିଆର ପ୍ରତିଦ୍ବନ୍ଦୀଙ୍କୁ ୧୨-୦ରେ ହରାଇଛନ୍ତି । ଅମନ ସେହରାୱତ ସେମିଫାଇନାଲରେ ଜାପାନର…
ତାଜା ଖବର ରାଜନୀତି ରାଜ୍ୟ ମହାପ୍ରଭୁଙ୍କ ଜମି ଦଖଲକାରୀଙ୍କୁ ଚେତାବନୀ; ଖଜଣା ଦେଉନଥିଲେ ହେବ କାର୍ଯ୍ୟାନୁଷ୍ଠାନ August 8, 2024 Papirani ମହାପ୍ରଭୁଙ୍କ ଖଣିରୁ ୨୧କୋଟି ଅର୍ଥ ଲୁଟ ହେବା ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେଉଁମାନେ ମହାପ୍ରଭୁଙ୍କ ଭୁସମ୍ପତ୍ତିରେ ଖଣି ଖଜଣା ଦେଉନଥିଲେ ସେମାନଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ୨୦୦୩ର ୟୁନିଫର୍ମ ପଲିସି ଆଧାରରେ ପ୍ରକ୍ରିୟା ଆଗକୁ ବଢ଼ିବ । ମହାପ୍ରଭୁଙ୍କ…
ତାଜା ଖବର ଦେଶ ରାଜ୍ୟ ବାଂଲାଦେଶର ହିଂସାକୁ ନେଇ ହାଇ ଆଲର୍ଟରେ ଓଡ଼ିଶା August 8, 2024 Papirani ବାଂଲାଦେଶରେ ଦେଖାଦେଇଥିବା ହିଂସାକୁ ନେଇ ହାଇ ଆଲର୍ଟରେ ରହିଛି ଓଡ଼ିଶା। ସୀମାରେଖା ଦେଇ ଅନୁପ୍ରବେଶକାରୀ ରାଜ୍ୟକୁ ପଶିଆସିବାର ସମ୍ଭାବନା ରହିଥିବାରୁ ହାଇ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର। ଏହାସହ ବାଂଲାଦେଶ ସୀମା ସମସ୍ତ ଜଳପଥ ଓ ସ୍ଥଳପଥ ଉପରେ ଓଡ଼ିଶା…
ତାଜା ଖବର ବିଶ୍ୱ ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ; ସୁନାମୀ ପାଇଁ ସତର୍କ August 8, 2024 Papirani ଆଜି ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନର ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶୁ ଦ୍ୱୀପ ଓ ଶିକୋକୁରେ ଆଜି ଦୁଇଟି ବଡ଼ ଧରଣର ଭୂମିକମ୍ପ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ଯଥାକ୍ରମେ…